Browsing Tag

#world

ଆଜି ବିଶ୍ୱ କର୍କଟ ଦିବସ

ମେଟ୍ରୋ ଟିଭି ଓଡିଶା,୪/୨ : ପ୍ରତିବର୍ଷ ଫେବ୍ରୁଆରୀ ୪ତାରିଖରେ ପାଳନ ହୁଏ ବିଶ୍ୱ କର୍କଟ ଦିବସ । ସମଗ୍ର ବିଶ୍ୱରେ କର୍କଟ ଭଳି ବ୍ୟଙ୍କର ରୋଗକୁ ନିରାକରଣ କରିବାକୁ ଏହି ଦିବଦରେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟ ସବୁ ଅନୁଷ୍ଠିତ କରାଯାଏ । ପାଶ୍ଚାତ୍ୟ ଦେଶ ଆମେରିକାରେ ପୁରୁଷଙ୍କୁ ହେଉଥିବା

ନେଟେନିଜେନ୍ସ ମାନେ କ୍ରିପ୍ଟୋ ଟ୍ୟାକ୍ସ ହ୍ରାସ କରିବାକୁ ଦାବି କରୁଛନ୍ତି

ମେଟ୍ରୋ ଟିଭି ଓଡିଶା,୩/୨ : ବଜେଟ୍ ୨୦୨୨ ଅଧିବେଶନରେ ସମ୍ପ୍ରତି ଘୋଷଣା ପରେ 'କ୍ରିପ୍ଟୋ ଟ୍ୟାକ୍ସ ହ୍ରାସ' କରୁଥିବା ହେତୁ ନେଟେନିଜେନ୍ସ ଟିକସ ହ୍ରାସ କରିବାକୁ ଦାବି କରୁଛନ୍ତି । ବଜେଟ୍ ୨୦୨୨ ଘୋଷଣା କ୍ରିପ୍ଟୋକରେନ୍ସି ଉପରେ ଟିକସ ପାଇଁ ଅନେକ ଫ୍ଲାକ୍ ପାଇଲା ।ଏକ ୩୦% ଟ୍ୟାକ୍ସ ନିଶ୍ଚିତ

୧୩୦ କୋଟି ବଜେଟରେ ଆସିବ ଶୋ ନାଗିନ୍ ,ନଜର ଆସିବେ ତେଜସ୍ୱୀ ପ୍ରକାଶ

pic credit-bollywood life ମେଟ୍ରୋ ଟିଭି ଓଡିଶା,୩/୨ : କଲର୍ସର ସବୁଠୁ ବଡ଼ ଶୋ’ ଟିଭି ସିରିୟଲ ନାଗିନ୍ ପୁଣିଥରେ ପରଦାକୁ ଆସିବାକୁ ପ୍ରସ୍ତୁତ ହେଲାଣି। ଏହି ଶୋ’ର ଟିଜର ସାମ୍ନାକୁ ଆସିଛି, ଯାହା ଫ୍ୟାନ୍ଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଥରକ ନାଗିନ୍ ପ୍ରତିଶୋଧ ନେବାକୁ ନୁହେଁ, ବରଂ

ବଢୁଛି ୟୁକ୍ରେନ-ଋଷ ବିବାଦ ତ୍ରିବ୍ର ହେବାରେ ଲାଗିଛି ୟୁକ୍ରେନ ରୁଷ ବିବାଦ ,ବିଦେଶ ମାଟିରେ ଆମେରିକା ସୈନିକ ବୃଦ୍ଧି…

ମେଟ୍ରୋ ଟିଭି ଓଡିଶା,୩/୨ : ପୁଣି ଥରେ ବିଦେଶ ମାଟିରେ ଆମେରିକା ସୈନିକ ଉପସ୍ଥିତି ବୃଦ୍ଧି ପାଇବାକୁ ଯାଉଛି । କିଛି ମାସ ପୂର୍ବେ ଲଜ୍ଜାଜନକ ଭାବେ ଆଫଗାନିସ୍ତାନରୁ ନିଜର ସମସ୍ତ ସୈନ୍ୟ ପ୍ରତ୍ୟାହାର କରି ଅପବାଦ ମୁଣ୍ଡାଇଥିବା ଆମେରିକା ପୁଣି ଥରେ ପୂର୍ବ ୟୁରୋପରେ ସୈନ୍ୟ ସଂଖ୍ୟା ବୃଦ୍ଧି

ଧରାପଡିଲା ଚୀନର ଚାଲାଖି , ଗଲୱାନ ସଂର୍ଘଷରେ ପ୍ରାଣ ହରାଇଛନ୍ତି ୩୮ କିନ୍ତୁ ଦର୍ଶାଇଛି ମାତ୍ର ୪

ମେଟ୍ରୋ ଟିଭି ଓଡିଶା,୩/୨ : ୨୦୨୦ ଜୁନ୍ ରେ, ପୂର୍ବ ଲଦାଖର ଗଲୱାନ୍ ଉପତ୍ୟକାରେ ଭାରତୀୟ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୩୮ ଜଣ ଚୀନ୍ ସୈନିକ ନିହତ ହୋଇଥିଲେ । ଅଷ୍ଟ୍ରେଲୀୟ ଖବରକାଗଜ ‘ଦ କ୍ଲାକ୍ସନ୍’ରେ ପ୍ରକାଶିତ ଅନୁସନ୍ଧାନ ରିପୋର୍ଟରୁ ଏହା ଜଣା ପଡିଛି । ଏହି ସଂଖ୍ୟା

ପୁଷ୍ପା ଫିଲ୍ମ କ୍ରେଜରେ ବିଦେଶୀ କ୍ରିକେଟର

ମେଟ୍ରୋ ଟିଭି ଓଡିଶା,୨/୨ : ଅଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ର କ୍ରେଜ ଦିନକୁ ଦିନ ବଢିବାରେ ଲାଗିଛି। ଫିଲ୍ମ ରିଲିଜ ହେବା ପରେ କ୍ରିକେଟରଙ୍କୁ ମଧ୍ୟ ଏହି ଫିଭର ଚଢିଲାଣି। ଡେଭିଡ ଓ୍ଵାର୍ଣ୍ଣର, ରବିନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଖେଳାଳି ପୁଷ୍ପା ଫିଲ୍ମର ଡାଇଲଗକୁ କପି

ପ୍ରଧାନମନ୍ତ୍ରୀଙ୍କ ଇ-ବିଦ୍ୟା ଯୋଜନା

pic credit-prabhat khabar ମେଟ୍ରୋ ଟିଭି ଓଡିଶା,୨/୨ : କରୋନା ମହାମାରୀ ଛଡାଇ ନେଇଛି ପିଲାଙ୍କ ପାଠପଢା । ଛାତ୍ରଛାତ୍ରୀ ମାମଙ୍କ ପାଠାପଢାରେ ବହୁ ଅବହେଳା ସୃଷ୍ଟି ହୋଇଛି । ଜାତିସଂଘ ରିପୋର୍ଟ ଅନୁଯାୟୀ, ଏହି ମହାମାରୀ କାରଣରୁ ୯ମରୁ ଦ୍ବାଦଶ ଶ୍ରେଣୀର ପିଲା ବେଶି ପ୍ରଭାବିତ

ଅଣ୍ଡରୱାଟର ଡାଇଭିଂ କରି ଚର୍ଚ୍ଚାରେ ସନ୍ନି ଲିଓନ

ମେଟ୍ରୋ ଟିଭି ଓଡିଶା,୨/୨ : ଅଭିନେତ୍ରୀ ସନ୍ନି ଲିଓନ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିବାରେ ବ୍ୟସ୍ତ ଅଛନ୍ତି। ବଲିଉଡ ପରେ ସନ୍ନି ବର୍ତ୍ତମାନ ସାଉଥ୍ ଫିଲ୍ମ ଆଡକୁ ମୁହାଁଇଛନ୍ତି। ସନ୍ନି କାମର ବ୍ୟସ୍ତତା ଠାରୁ ସମୟ ବାହାର କରି ବୁଲିବାକୁ ପସନ୍ଦ କରନ୍ତି ଏବଂ ପରିବାର ସହିତ

ଇକ୍ୱାଡୋରରେ ଭୟଙ୍କର ଭୂସ୍ଖଳନ,୨୪ଜଣ ମୃତ

ମେଟ୍ରୋ ଟିଭି ଓଡିଶା,୨/୨ : ପ୍ରବଳ ବର୍ଷା ଯୋଗୁ ଇକ୍ୱାଡୋରରେ ଭୟଙ୍କର ଭୂସ୍ଖଳନ ହୋଇଛି । ଇକ୍ୱାଡୋରର ରାଜଧାନୀ କ୍ୱିଟୋରେ ଭୂସ୍ଖଳନ ଯୋଗୁଁ ୨୪ ଲୋକଙ୍କ ମୃତ୍ୟୁ ହୋଇଛି। ପ୍ରବଳ ବର୍ଷା ପରେ ଏହି ଭୂସ୍ଖଳନ ହୋଇଥିବା ଯୋଗୁଁ ଅନେକ ଘର ମଧ୍ୟନଷ୍ଟ ହୋଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ବଡ

ଶ୍ରୀମନ୍ଦିରରେ ମିଳିବ ଦର୍ଶନ,ଆଜି ପଦ୍ମ ବେଶ ଶ୍ରଦ୍ଧାଳୁଙ୍କ ମନ ଚଳଚଞ୍ଚଳ

ମେଟ୍ରୋ ଟିଭି ଓଡିଶା,୨/୨ : ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମବେଶ। ବଡ଼ଛତା ମଠ ତତ୍ତ୍ୱାବଧାନରେ ଶ୍ରୀମନ୍ଦିରର ପାରମ୍ପରିକ ସେବାୟତ ମାନେ ବେଶ୍ ନିଷ୍ଠାର ସହ ଏହି ବେଶ ନିର୍ମାଣ ଶେଷ କରିଛନ୍ତି। ଆଜି ରାତିରେ ବଡ଼ସିଂହାର ବେଶରେ ମହାପ୍ରଭୁ ପଦ୍ମବେଶରେ ବିଭୂଷିତ