ଇଣ୍ଡୋନେସିଆରେ ଭୂମିକମ୍ପ: ୪୪ ମୃତ, ଶତାଧିକ ଆହତ
ଜାକାର୍ତ୍ତା : ଇଣ୍ଡୋନେସିଆର ପଶ୍ଚିମ ଜାଭାରେ ଭୟଙ୍କର ଭୂମିକମ୍ପରେ ବହୁ ଲୋକଙ୍କ ଧନଜୀବନ ନଷ୍ଟ ହୋଇଥିବା ଜଣାପଡିଛି । ୫.୭ ତୀବ୍ରତାର ଏକ ଭୂମିକମ୍ପ ଆସିଥିବାରୁ ଭୂମିକମ୍ପ ପ୍ରଭାବରେ ୪୪ ଜଣଙ୍କ ପ୍ରାଣହାନୀ ଘଟିଛି ।
ଭୂମିକମ୍ପ ଯୋଗୁଁ ଏପର୍ଯ୍ୟନ୍ତ ୪୪ ଲୋକ ମୃତ୍ୟୁବରଣ!-->!-->!-->…