Browsing Tag

#world

ବ୍ରିଟେନର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ

ଏକ ନାଟକୀୟ ମୋଡରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ଆଜି ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରେ ବସିବାକୁ ଯାଉଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ୍ ଇସ୍ତଫା ଦେବା ପରେ ପ୍ରଧାନମନ୍ତ୍ରୀ ଦୌଡରେ ଋଷି ସୁନକ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଆଗରେ ଥିଲେ । ହେଲେ ଆଜି ଏହି ପଦ ପାଇଁ

ଆଜି ଠାରୁ ଟି-୨୦ ବିଶ୍ୱକପର ସୁପର-୧୨ ମୁକାବିଲା

ସରିଲା ଟି-୨୦ ବିଶ୍ୱକପର ପ୍ରଥମ ରାଉଣ୍ଡ । ଆଜି ଠାରୁ ସୁପର-୧୨ ମୁକାବିଲା । ଅଷ୍ଟ୍ରେଲିଆ-ନ୍ୟୁଜିଲ୍ୟାଣ୍ଡ ମୁହାଁମୁହିଁ ହେବେ । ଆସନ୍ତାକାଲି ଭାରତ-ପାକିସ୍ତାନ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ ।ବର୍ଷା ଆଶଙ୍କା ମଧ୍ୟରେ ଥିବା ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ଅଷ୍ଟ୍ରେଲିଆର

ପିଲାଙ୍କ ମୃତ୍ୟୁ ପଛରେ ଭାରତୀୟ କଫ୍‌ ସିରପ୍‌

ବିଶ୍ବ ସ୍ବାସ୍ଥ୍ୟ ସଗଂଠନ ‘ଡବ୍ଲୁଏଚ୍‌ଓ’ ଭାରତର ହରିଆନାଭିତ୍ତିକ ଫାର୍ମା କମ୍ପାନୀ ମେଡେନ ଫାର୍ମାସ୍ୟୁଟିକାଲ୍ସ ଦ୍ବାରା ପ୍ରସ୍ତୁତ ୪ କଫ୍‌ ସିରପ୍‌ ଉପରେ ବୁଧବାର ସତର୍କ ସୂଚନା ଜାରି କରିଛି । ଏହି କଫ୍‌ ସିରପ୍‌ ନେଇ ଗାମ୍ବିଆରେ ୬୬ ପିଲାଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଥିବାରୁ

ଆଜି ବିଶ୍ୱ ହୃତ୍‌ପିଣ୍ଡ ଦିବସ

ବିଶ୍ୱ ହୃତ୍‌ପିଣ୍ଡ ଦିବସ ଏକ ଅନ୍ତର୍ଜାତୀୟ ଅଭିଯାନ, ଯାହା ବିଶ୍ୱ ହୃତ୍‌ପିଣ୍ଡ ସଂଗଠନ ଦ୍ୱାରା ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖରେ ଅନୁଷ୍ଠିତ ହୁଏ । ମୃତ୍ୟୁର ସବୁଠୁ ବଡ଼ କାରଣ ହୃଦ୍‌ରୋଗ ବିଷୟରେ ଜନ ସଚେତନତା ସୃଷ୍ଟି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ଏହି ଘାତକ ରୋଗ ହ୍ରାସ ନିମିତ୍ତ

ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଭାରତକୁ ସମର୍ଥନ ଜଣାଇଲା ରୁଷ

ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଭାରତକୁ ସମର୍ଥନ ଜଣାଇଲା ରୁଷ । ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହେବାକୁ ସମର୍ଥନ କରିଛି ରୁଷ୍ । ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାବ୍ରୋଭ କହିଛନ୍ତି ଯେ, “ଆଫ୍ରିକା, ଏସିଆ ଏବଂ ଲାଟିନ୍ ଆମେରିକାର ଦେଶଗୁଡିକର ପ୍ରତିନିଧିତ୍ୱ ମାଧ୍ୟମରେ

ଆଜି ବିଶ୍ୱ ଫାର୍ମାସିଷ୍ଟ ଦିବସ

ବିିଶ୍ୱର ପ୍ରତ୍ୟେକ ଫାର୍ମାସିଷ୍ଟ, ଫାର୍ମାସ୍ୟୁଟିକାଲ୍‌ ବୈଜ୍ଞାନିକ ଏବଂ ଏ କ୍ଷେତ୍ରର ଅନ୍ୟ ସମସ୍ତଙ୍କ ଉଦ୍ଦେଶ୍ୟରେ ପ୍ରତି ବର୍ଷ ସେପ୍ଟେମ୍ବର ୨୫ ତାରିଖରେ ପାଳିତ ହୁଏ ବିଶ୍ୱ ଫାର୍ମାସିଷ୍ଟ ଦିବସ । ଏହି ମହାନ ବୃତ୍ତି ସମ୍ପର୍କରେ ଏବଂ ଆମ ନୈନନ୍ଦିନ ଜୀବନରେ ଫାର୍ମାସିଷ୍ଟଙ୍କ ଭୂମିକା

ପୁଟିନଙ୍କ ପରମାଣୁ ଆକ୍ରମଣ ଧମକ ପରେ ଏବେ ଆଶା ଆଶଙ୍କାରେ ପୂରା ବିଶ୍ୱ

ପୁଟିନଙ୍କ ପରମାଣୁ ଆକ୍ରମଣ ଧମକ ପରେ ଏବେ ଆଶା ଆଶଙ୍କାରେ ପୂରା ବିଶ୍ୱ । ଦେଶର ଅଖଣ୍ଡତା ପ୍ରତି ବିପଦ ଆସିଲେ ଋଷ କେବେ ପଛଘୁଞ୍ଚା ଦେବନାହିଁ ବୋଲି ଚେତାବନୀ ଦେଇଛନ୍ତି ପୁଟିନ । ଆଉ ଏଥିପାଇଁ ଆବଶ୍ୟକ ପଡିଲେ ପରମାଣୁ ଅସ୍ତ୍ର ପ୍ରୟୋଗ କରିବ । ଏନେଇ ଜାତୀୟ ଗଣମାଧ୍ୟମରେ ଦେଶବାସୀଙ୍କୁ

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କଲେ ଆମେରିକା, ଫ୍ରାନସ୍

ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ମୋଦି ସମରକନ୍ଦରେ ୟୁକ୍ରେନ ଋଷ ଯୁଦ୍ଧକୁ ନେଇ ପୁଟିନଙ୍କୁ ଯେଉଁ ପରାମର୍ଶ ଦେଇଥିଲେ ତାହାକୁ ଫ୍ରାନସ ଏବଂ ଆମେରିକା ପକ୍ଷରୁ ସ୍ବାଗତ କରାଯାଇଛି । ଏବେ ଯୁଦ୍ଧର ବେଳ ନୁହେଁ ବୋଲି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କୁ ଭାରତର ପ୍ରଧାନମନ୍ତ୍ରୀ

ପୁଣି ଏୟାରଷ୍ଟ୍ରାଇକ କଲା ରୁଷ

ୟୁକ୍ରେନ୍‌ର ଖାର୍‌କିଭ୍‌ ଅଞ୍ଚଳରେ ରୁଷ ପୁଣି ସାନି ଏୟାରଷ୍ଟ୍ରାଇକ୍‌ କରିଛି । ଏହାଦ୍ୱାରା ଓସନୋଭିଆଂସ୍କି ଓ କିଭସ୍କିର ବାସିନ୍ଦା ପ୍ରଭାବିତ ହୋଇଛନ୍ତି । କିଛି ଘର ଓ ଭିତ୍ତିଭୂମି ଧ୍ୱଂସ ହୋଇଛି । ଖାର୍‌କିଭ୍‌ରୁ ରୁଷ ସେନା ଛତ୍ରଭଙ୍ଗ ଦେଉଥିବା ରବିବାର ରିପୋର୍ଟ ପ୍ରକାଶ ପାଇଥିଲା ।

ଆଜି ପାକିସ୍ତାନ- ଶ୍ରୀଲଙ୍କା ଫାଇନାଲ

ଆଜି ପାକିସ୍ତାନ- ଶ୍ରୀଲଙ୍କା ମୁହାଁମୁହିଁ । ଏସିଆ କପର ଫାଇନାଲ ମ୍ୟାଚ ଆଜି ସଂଧ୍ୟାରେ ଦୁବାଇରେ ଖେଳାଯିବ । ଦାସୁନ ସନକାଙ୍କ ନେତୃତ୍ବାଧିନ ଶ୍ରୀଲଙ୍କା ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛି। ସେପଟେ ପାକିସ୍ତାନ ମଧ୍ୟ ଦୁର୍ବଳ ଟିମ ନୁହେଁ । ଶ୍ରୀଲଙ୍କା ଲିଗ୍‌