କାନାଡାରେ ହିନ୍ଦୁ ମନ୍ଦିର ଭାଙ୍ଗିବା ସହ ହିନ୍ଦୁମାନଙ୍କ ଉପରକୁ ଆକ୍ରମଣ
କାନାଡାରେ ହିନ୍ଦୁ ମନ୍ଦିରକୁ ଟାର୍ଗେଟ୍ । ଖଲିସ୍ତାନୀମାନେ ବ୍ରମ୍ପଟନରେ ହିନ୍ଦୁସଭା ମନ୍ଦିରକୁ ଆକ୍ରମଣ କରିବା ସହ କିଛି କର୍ମକର୍ତ୍ତାଙ୍କୁ ଠେଲାପେଲା କରି ମାଡ ମାରିଛନ୍ତି। ଏହାକୁ ନେଇ କାନାଡା ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ନିନ୍ଦା କରାଯିବା ସହ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି ।…