ଶ୍ରୀଲଙ୍କାର କାମଚଳା ରାଷ୍ଟ୍ରପତି ହେଲେ ବିକ୍ରମ ସିଙ୍ଘେ
ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ ଆଜି କାମଚଳା ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି।ଗୋଟାବାୟା ରାଜପକ୍ଷ ଶ୍ରୀଲଙ୍କା ରାଷ୍ଟ୍ରପତି ପଦରୁ ଗତକାଲି ଇମେଲ୍ରେ ଇସ୍ତଫା ଦେବାପରେ ବାଚସ୍ପତି ତାଙ୍କ ଇସ୍ତଫାପତ୍ରକୁ ଆଜି ଗ୍ରହଣ କରିଛନ୍ତି।ଅନ୍ୟପକ୍ଷେ ଆସନ୍ତାକାଲିଠାରୁ ସଂସଦ ଆରମ୍ଭ…