Browsing Tag

#sports

ବିଶ୍ବ ବ୍ୟାଡ୍‌ମିଣ୍ଟନ ପ୍ରିକ୍ବାର୍ଟରରେ ସାଇନା

ଟୋକିଓଠାରେ ଖେଳୁଥିବା ତାରକା ସାଇନା ନେହୱାଲ ବିଶ୍ବ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ପ୍ରିକ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ମହିଳା ଏକକରେ ସାଇନା ସିଧାସଳଖ ୨୧-୧୯, ୨୧-୯ରେ ହଂକଂର ଚିଉଙ୍ଗ ଗାନ୍‌ ୟିଙ୍କୁ ପରାସ୍ତ କରିଥିଲେ। ଏହି ମ୍ୟାଚ୍‌ ଜିତିବାକୁ ସାଇନାଙ୍କୁ ମାତ୍ର

ଭୁବନେଶ୍ବର, ରାଉରକେଲାରେ ହକି ପ୍ରୋ ଲିଗ୍

ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ହକି ପ୍ରତିଯୋଗିତା ଭୁବନେଶ୍ବର ସହ ରାଉରକେଲାରେ ଖେଳାଯିବ। ଉଭୟ ଭେନ୍ୟୁରେ ପ୍ରୋ ଲିଗ୍‌ର ମୋଟ ୧୨ ମ୍ୟାଚ୍ ଆୟୋଜିତ ହେବ। ଜାନୁଆରି, ୨୦୨୩ରେ ଖେଳାଯିବାକୁ ଥିବା ପୁରୁଷ ହକି ବିଶ୍ବକପ୍‌ ପାଇଁ ପ୍ରସ୍ତୁତି ପର୍ବ ସ୍ବରୂପ ଏଭଳି ନିଷ୍ପତ୍ତି ନିଆଯାଇଥିବା

ଭାରତୀୟ ପୁରୁଷ ହକି ଦଳକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ ସିଡବ୍ଲ୍ୟୁଜି ୨୦୨୨ ରେ ରୌପ୍ୟ ପଦକ ଜିତିଥିବାରୁ ଭାରତୀୟ ପୁରୁଷ ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟୁଇଟ୍‍ 

ସ୍ବର୍ଣ୍ଣ ଜିତିଲେ ପିଭି ସିନ୍ଧୁ

ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ବର୍ଣ୍ଣ ଜିତିଛନ୍ତି ପିଭି ସିନ୍ଧୁ । ଫାଇନାଲ ମୁକାବିଲାରେ କାନାଡା ପ୍ରତିଯୋଗୀଙ୍କୁ ହରାଇଛନ୍ତି ପିଭି ସିନ୍ଧୁ । ମହିଳା ସିଙ୍ଗଲ ବର୍ଗ ବ୍ୟାଡମିଣ୍ଟନରେ ଏକତରଫା ବିଜୟ ହାସଲ କରିଛନ୍ତି ସିନ୍ଧୁ । କାନାଡାର ଭେଟେରାନ୍‌ ବ୍ୟାଡମିଣ୍ଟନ ତାରକା ମିଚେଲି ଲି’

ଶେଷ ଟ୍ବେଣ୍ଟି-୨୦ରେ ୱେଷ୍ଟଇଣ୍ଡିଜ୍‌କୁ ଶୋଚନୀୟ ଭାବେ ୮୮ ରନ୍‌ରେ ପରାସ୍ତ କଲା ଭାରତ

ୱେଷ୍ଟଇଣ୍ଡିଜ୍‌କୁ ଶୋଚନୀୟ ଭାବେ ୮୮ ରନ୍‌ରେ ପରାସ୍ତ କରି ଭାରତ ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ୪-୧ରେ ଜିତି ନେଇଛି। https://twitter.com/BCCI/status/1556344230666448897 ଶ୍ରେୟସ ଆୟର, ଦୀପକ ହୁଦା, ହାର୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟିଂ ବଳରେ ଭାରତ ୧୮୮ ରନ୍‌

ରାଜ୍ୟ ଗୋଷ୍ଠୀ କ୍ରୀଡାରେ ରେକର୍ଡ କରୁଛି ଇଣ୍ଡିଆ: ୯ମ ଦିନରେ କୁସ୍ତିରେ ପୁଣି ୩ ସ୍ବର୍ଣ୍ଣ

ଭାରତ ପାଇଁ ନବମ ଦିନରେ ଅନେକ ରେକର୍ଡ ହୋଇଛି। କୁସ୍ତିରେ ୩ ସ୍ବର୍ଣ୍ଣ ଓ ୧ କାଂସ୍ୟ ପଦକ ହାସଲ କରିଛି ଭାରତ। ମହିଳା ବର୍ଗରେ ରେସଲର ଭିନେଶ ଫୋଗାଟ ଓ ପୁରୁଷ ବର୍ଗରେ ରବି ଦାହିୟା ଏବଂ ନବୀନ ସ୍ବର୍ଣ୍ଣ ପଦକ ପାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଆଜିର

ଆମେରିକାରେ ଭାରତ -ଓ୍ବେଷ୍ଟଇଣ୍ଡିଜ ମୁକାବିଲା

ଆମେରିକାରେ ଆଜି ଖେଳାଯିବ ଭାରତ-ୱେଷ୍ଟଇଣ୍ଡିଜ ଟି-ଟ୍ୱେଣ୍ଟି ସିରିଜର ଚତୁର୍ଥ ମ୍ୟାଚ୍  । ଆମେରିକାର ଫ୍ଲୋରିଡାରେ ଏହି ମ୍ୟାଚ ଖେଳାଯିବାକୁ ନିଷ୍ପତ୍ତି ହୋଇଛି । ଦୁଇ ଦଳର ଖେଳାଳି ଅଭ୍ୟାସ କରିଥିବା ବେଳେ    ଆଜିର ମ୍ୟାଚ ଜିତି ପୁରା ସିରିଜ କବ୍‌ଜା କରିବାକୁ ଚେଷ୍ଟା କରିବ ଟିମ୍

ଇଂଲଣ୍ଡକୁ ହରାଇଲା ଭାରତ

ରାଜ୍ୟ ଗୋଷ୍ଠୀ କ୍ରୀଡାରେ ମହିଳା କ୍ରିକେଟ ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡକୁ 4 ରନରେ ପରାସ୍ତ କରିଛି ଭାରତ । ପ୍ରଥମେ ଟସ ଜିତି ଭାରତ ବ୍ୟାଟିଂ କରୁଛି । ଏହି ସେମିଫାଇନାଲ ଭାରତ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି । ସେଫାଳି ବର୍ମା 15 ରନ୍ ସ୍ମୃତି ମାନଧାତା 61 ରନ୍ କରି ଆଉଟ

ଲମ୍ବଡିଆଁରେ ରୌପ୍ୟ ଜିତିଲେ ଶ୍ରୀଶଙ୍କର:ଭାରତକୁ ମୋଟ୍‌ ୨୦ ପଦକ

ପୁରୁଷ ବର୍ଗ ଲଙ୍ଗ ଜମ୍ପ ଇଭେଣ୍ଟରେ ଶ୍ରୀଶଙ୍କର ପଦକ ଜିତି ଇତିହାସ ରଚିଛନ୍ତି । ପ୍ରଥମ ଭାରତୀୟ ପୁରୁଷ ଭାବେ ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଲଙ୍ଗ ଜମ୍ପ ଇଭେଣ୍ଟ୍‌ରେ ରୌପ୍ୟ ପଦକ ହାସଲ କରିଛନ୍ତି । ଏହାକୁ ମିଶାଇ ଚଳିତ ପ୍ରତିଯୋଗିତାରେ ଭାରତକୁ ମୋଟ୍‌ ୨୦ ପଦକ ମଳିଛି । ଯୋଗ୍ୟତା

ଭାରତ ପାଇଁ ପ୍ରଥମ ହାଇଜମ୍ପ ପଦକ ବିଜେତା ତେଜସ୍ୱୀନ ଶଙ୍କରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତ ପାଇଁ ପ୍ରଥମ ହାଇଜମ୍ପ ପଦକ ବିଜେତା ତେଜସ୍ୱୀନ ଶଙ୍କରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ର ଟ୍ରାକ ଆଣ୍ଡ ଫିଲ୍ଡରେ ତେଜସ୍ୱୀନ ଶଙ୍କରଙ୍କ କାଂସ୍ୟ ପଦକ ଭାରତର ପ୍ରଥମ ପଦକ । ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;