Browsing Tag

#sports

ଇଂଲଣ୍ଡଠୁ ହାରିଗଲା ପାକିସ୍ତାନ, ସୋସିଆଲ ମିଡିଆରେ ପାକିସ୍ତାନ ଖେଳାଳିଙ୍କୁ କଟାକ୍ଷ

ମୁଲତାନ୍‌: ମୁଲତାନ୍‌ ଟେଷ୍ଟରେ ପାକିସ୍ତାନ ଜିତିବ ବୋଲି ଆଶା ରଖିଥିଲେ ପାକିସ୍ତାନ ପ୍ରଶଂସକ । ତେବେ ଜିତିବା ମ୍ୟାଚ ହାରିଗଲା ପାକିସ୍ତାନ । ଜିତିବା ର ସଂଭାବନା ଥିବା ମ୍ୟାଚ ଶେଷ ବେଳକୁ ପାକିସ୍ତାନ ଉଇକେଟ ଗୋଟେ ପଟେ ଗୋଟେ ହରାଇ ହାରିଯାଇଥିଲା । ଚତୁର୍ଥ ଦିନରେ ରିସ୍କ ନେଇଥିବା

ଫାଇନାଲ ଯିବା ଆଶାରେ ମେସି, ଆଜି ଆର୍ଜେଣ୍ଟିନାକୁ ଟକ୍କର ଦେବ କ୍ରୋଏସିଆ

ଆଜିଠୁ ଫିଫା ବିଶ୍ବକପ୍‌ର ସେମିଫାଇନାଲ୍‌ । ପ୍ରଥମ ମ୍ୟାଚ୍‌ରେ ମେସିଙ୍କ ଆର୍ଜେଣ୍ଟିନା ସହିତ କ୍ରୋଏସିଆର ମୁକାବିଲା ହେବ। ସେହିପରି ପୂର୍ବତନ ବିଜେତା ଫ୍ରାନ୍ସ ଓ ଚଳିତ ବର୍ଷର ବଡ଼ ବିପର୍ଯ୍ୟୟକାରୀ ମରକ୍କୋ ମଧ୍ୟରେ ବୁଧବାର ଦ୍ବିତୀୟ ସେମିଫାଇନାଲ୍‌ ମ୍ୟାଚ୍ ଖେଳାଯିବ। ଫ୍ରାନ୍ସ ଓ

ଫିଫା ବିଶ୍ବକପ ଫୁଟବଲ: ବ୍ରାଜିଲ-କ୍ରୋଏସିଆ, ଆର୍ଜେଣ୍ଟିନା-ନେଦରଲାଣ୍ଡ୍‌ସ କ୍ବାର୍ଟର ଲଢ଼େଇ ଆଜି

ଫିଫା ବିଶ୍ବକପର କ୍ବାର୍ଟର ଫାଇନାଲ ଆଜିଠୁ ୫ଥର ଚମ୍ପିଆନ ବ୍ରାଜିଲ ଓ ଶେଷ ସଂସ୍କଣରର ରନର୍ସଅପ କ୍ରୋଏସିଆ ଏହି ହାଇଭୋଲଟେଜ୍‌ ମ୍ୟାଚରେ ମୁହାଁମୁହିଁ ହେବେ। ବ୍ରାଜିଲ ନିକଟରେ ୬ଷ୍ଠ ଥର ପାଇଁ ଟାଇଟଲ ଜିତିବାର ସୁଯୋଗ ଏବେ ଉପନୀତ ହୋଇଛି। ବ୍ରାଜିଲ ​‌ଲିଗ୍‌ରେ ୨-୦ଗୋଲରେ ସର୍ବିଆ ଓ ୧-୦

ଫିଫା ବିଶ୍ବକପ୍‌‌

ଚଳିତ ଫିଫା ବିଶ୍ବକପ୍‌‌ରେ ସେନେଗାଲ୍‌କୁ ହରାଇ ଇଂଲଣ୍ଡ ଚତୁର୍ଥ ଦଳ ଭାବେ ‌କ୍ବାର୍ଟରଫାଇନାଲ୍‌ରେ ପ୍ରବେଶ କରିଛି। ରବିବାର ଅଲ୍‌ ବାୟତ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରିକ୍ବାର୍ଟରଫାଇନାଲ୍‌ରେ ବିଶ୍ବ ମାନ୍ୟତାର ୫ ନମ୍ବର ଇଂଲଣ୍ଡ ୩-୦ ଗୋଲ୍‌ରେ ଆଫ୍ରିକୀୟ ଦଳ ସେନେଗାଲ୍‌କୁ ମାତ୍‌ ଦେଇଥିଲା।

ନ୍ୟୁଜିଲାଣ୍ଡକୁ ୩୦୭ ରନ୍‌ର ଟାର୍ଗେଟ ଦେଲା ଟିମ୍‌ ଇଣ୍ଡିଆ

ଅକ୍‌ଲାଣ୍ଡ: ପ୍ରଥମ ଦିନିକିଆରେ ଭାରତ 306 ରନ୍ କରିଛି । ଭାରତୀୟ ଟିମ୍‌ ପକ୍ଷରୁ ଶ୍ରେୟସ ଆୟର ୮୦ ରନ୍ ଓ ଶିଖର ଧଓ୍ବନ୍‌ ୭୨ ରନ୍‌ର ଇନିଂସ ଖେଳିଛନ୍ତି। ଭାରତ ନ୍ୟୁଜିଲାଣ୍ଡକୁ ଜିତିବା ପାଇଁ ୩୦୭ ରନ୍‌ର ଟାର୍ଗେଟ ଦେଇଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ଭାରତ ୭ ଓ୍ବିକେଟରେ ୩୦୬ ରନ୍‌

ନିୟମ ପାଳନ କରିବା ମାମଲାରେ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନିୟମ ପାଳନ କରିବା ମାମଲାରେ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶୁକ୍ରବାର ରାଜସ୍ଥାନର ସିରୋହୀ ଜିଲ୍ଲାର ଆବୁ ରୋଡରେ ଏକ ସାଧାରଣ ସଭାକୁ ଉଦବୋଧନ କରିଥାନ୍ତେ ମୋଦୀ । କିନ୍ତୁ ମୋଦୀ ଶୁକ୍ରବାର ରାତି ୧୦ଟା ୨୦ରେ ଆବୁ ରୋଡରେ ପହଂଚିଥିଲେ । ରାତି ୧୦ଟା ପରେ

ଅଷ୍ଟ୍ରେଲିଆକୁ ୬ ଓ୍ବିକେଟରେ ହରାଇଲା ଭାରତ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୬ ଓ୍ବିକେଟରେ ହରାଇଛି ଭାରତ। ଏହି ମ୍ୟାଚ୍ ଟିମ୍ ଇଣ୍ଡିଆ ପାଇଁ କର ବା ମର ପରିସ୍ତିତି ସୃଷ୍ଟି କରିଥିଲା। କାହିଁକି ନା ଯଦି ଏହି ମ୍ୟାଚରେ ଭାରତୀୟ ଦଳ ହାରିଯାଏ ତେବେ ସିରିଜ୍

ଆଜି ପାକିସ୍ତାନ- ଶ୍ରୀଲଙ୍କା ଫାଇନାଲ

ଆଜି ପାକିସ୍ତାନ- ଶ୍ରୀଲଙ୍କା ମୁହାଁମୁହିଁ । ଏସିଆ କପର ଫାଇନାଲ ମ୍ୟାଚ ଆଜି ସଂଧ୍ୟାରେ ଦୁବାଇରେ ଖେଳାଯିବ । ଦାସୁନ ସନକାଙ୍କ ନେତୃତ୍ବାଧିନ ଶ୍ରୀଲଙ୍କା ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛି। ସେପଟେ ପାକିସ୍ତାନ ମଧ୍ୟ ଦୁର୍ବଳ ଟିମ ନୁହେଁ । ଶ୍ରୀଲଙ୍କା ଲିଗ୍‌

ଏସିଆ କପ ପାଇଁ ରୋହିତବାହିନୀ ରେଡି

ଏସିଆ କପ୍‌ରେ ଭାରତ ତା’ର ପ୍ରଥମ ମ୍ୟାଚ୍ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ଆସନ୍ତା ୨୮ ତାରିଖରେ ଖେଳିବ। ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍ କ୍ରିକେଟ୍ । https://twitter.com/BCCI/status/1562455671396012034 ସଂପ୍ରତି ଜାତୀୟ କ୍ରିକେଟ୍

ବାରବାଟିରେ ଲିଜେଣ୍ତସ୍‌ ଲିଗ୍‌ ଟିକେଟ

ଭାରତ-ଦକ୍ଷିଣ ଆଫ୍ରିକା ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ୍‌ ପରେ ଲିଜେଣ୍ତ୍ସ ଲିଗ୍‌ ବାରବାଟୀକୁ ଆସୁଛି । ସେପ୍ଟେମ୍ବର ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ବାରବାଟୀ ଷ୍ଟାଡିୟମରେ ଲିଜେଣ୍ତ୍ସ ଲିଗ୍‌ କ୍ରିକେଟ ଟ୍ବେଣ୍ଟି-୨୦ ପ୍ରତିଯୋଗିତା ଆୟୋଜନ ହେବ । ଆୟୋଜକ ଆବସୋଲ୍ୟୁଟ ଲିଜେଣ୍ତ୍ସ