Browsing Tag

#sports

ମୁମ୍ବାଇକୁ କେତେ ବର୍ଷ ପରେ ମିଳିଲା ଇରାନୀ ଟ୍ରଫି !

ଅନେକ ବର୍ଷ ପରେ ମୁମ୍ବାଇ ପାଇଛି ଇରାନୀ ଟ୍ରଫି ।  ୪୩ ଥର ରଣଜୀ ଟ୍ରଫି ଜିତିଥିବା ମୁମ୍ବାଇ ଦୀର୍ଘ ୨୭ ବ‌ର୍ଷ ପରେ ଘରୋଇ କ୍ରିକେଟ୍‌ର ଅନ୍ୟତମ ପ୍ରମୁଖ ପ୍ରତିଯୋଗିତା ଈଇାନୀ କପ୍‌ ହାସଲ କରିଛି। ମୁମ୍ବାଇ ମୋଟ ଉପରେ ପଞ୍ଚଦଶ ଥର ପାଇଁ ଈରାନୀ ଟ୍ରଫି ଜିତିଛି। ଶେଷଥର ପାଇଁ ୧୯୯୭-୯୮ରେ…

ପ୍ରଥମରୁ ଝୁଣ୍ଟିଲା ଭାରତ ନ୍ୟୁଜିଲାଣ୍ଡଠାରୁ ହାରିଲା

ଲଗାତାର 10ଟି ମ୍ୟାଚ ହାରିଥିଲା ନ୍ୟୁଜିଲାଣ୍ଡ । କିନ୍ତୁ ବିଶ୍ବକପ୍ ଆରମ୍ଭରୁ ଭାରତକୁ ହରାଇଛି । ଲଗାତାର ଉଇକେଟ ପଡ଼ିବାରୁ ଭାରତ ପ୍ରଥମ ମ୍ୟାଚରେ ପରାସ୍ତ ହୋଇଛି ।  ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପରେ ଭାରତ ପରାଜୟ ସହ ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚରେ ହରମନପ୍ରୀତ କୌରଙ୍କ…

୪ ମାସ ହେବ କ୍ରିକେଟର୍‌ଙ୍କୁ ମିଳିନି ଦରମା

ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ରେ ବିବାଦ ଶେଷ ହେବାର ନାଁ ଧରୁନି। ପାକିସ୍ତାନର ଅନେକ ତାରକା ଖେଳାଳିଙ୍କୁ ଗତ ଚାରିମାସ ଧରି ଦରମା ଦିଆଯାଇ ନାହିଁ। ଏହି ଆର୍ଥିକ ସଙ୍କଟ ଏପରି ଏକ ସମୟରେ ଆସିଛି ଯେତେବେଳେ ପାକିସ୍ତାନ ଦଳରେ ସବୁକିଛି ଠିକ ଚାଲିନାହିଁ। ଗତ ଏକ ବର୍ଷ ଧରି ଆଇସିସି…

ବିଶ୍ବ ଚ୍ୟାଲେଞ୍ଜ୍‌ କପ୍‌ରେ ଅଂଶଗ୍ରହଣ କରିବେ ରାକେଶ

ହଙ୍ଗେରୀର ସୋମ୍ବାଥେରେ ଅକ୍ଟୋବର ୪ରୁ ୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏଫ୍‌ଆଇଜି ବିଶ୍ବ ଚ୍ୟାଲେଞ୍ଜ କପ୍‌ ପୁରୁଷ ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍ସରେ ଅଂଶଗ୍ରହଣ କରିବେ ଓଡ଼ିଆ ପୁଅ ରାକେଶ କୁମାର ପାତ୍ର। ଏଥିପାଇଁ ଓଡ଼ିଶା ଜିମ୍ନାଷ୍ଟିକ୍ସ ସଂଘ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ ସହ ସଫଳତା…

ଏଥର କିଏ ଜିତିବ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍

ଆଜିଠୁ ଆରମ୍ଭ ହେବାକୁ ଯାଉଛି ମହିଳା ବିଶ୍ବକପ୍ ।  ବାଂଲାଦେଶରୁ ସ୍ଥାନାନ୍ତରିତ ହୋଇ ୟୁଏଇରେ ଖେଳାଯାଉଥିବା ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ନବମ ସଂସ୍କରଣ ପାଇଁ ଖେଳାଳି, ପଡ଼ିଆ ପ୍ରସ୍ତୁତ । ଏଥର ଅଷ୍ଟ୍ରେଲିଆ ଜିତିବ କି ଭାରତ ଜିତିବ ତାହା କହିବା କଷ୍ଟ ।  ଗ୍ରୁପ୍ ଓ ନକ୍‌ଆଉଟ୍…

ଓଡିଶା ଏଫସିର ପ୍ରଥମ ବିଜୟ

ଚଳିତ ଆଇଏସ୍‌ଏଲ୍‌ ଓଡ଼ିଶା ଏଫ୍‌ସି ଶନିବାର ପରାଜୟ ଧାରା ଭାଙ୍ଗି ଟ୍ରାକ୍‌କୁ ଫେରିଛି। ପ୍ରଥମ ଦୁଇ ମ୍ୟାଚ୍‌ରେ ପରାଜୟ ବରଣ କରିବା ପରେ ଚାପରେ ଥିବା ଏହି ଓଡିଶା ଏଫସି  ଶନିବାର କଳିଙ୍ଗ ଷ୍ଟାଡିୟମ୍‌ରେ ଅନ୍ୟତମ ଶକ୍ତିଶାଳୀ ଜାମ୍‌ସେଦ୍‌ପୁର ଏଫ୍‌ସିକୁ ୨-୧ ଗୋଲ୍‌ରେ ପରାସ୍ତ କରି ପଏଣ୍ଟ୍…

ଷ୍ଟାର କ୍ରିକେଟର ସରଫରାଜ ଖାନଙ୍କ ଭାଇ ମୁଶୀର ଖାନ ଆହତ

ଏକ ସଡକ ଦୁର୍ଘଟଣାରେ ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ସରଫରାଜ ଖାନଙ୍କ ଭାଇ ମୁଶୀର ଖାନ ଆହତ ହୋଇଛନ୍ତି। ଦୁର୍ଘଟଣାରେ ମୁଶୀର ଖାନଙ୍କ ବେକରେ ଗଭୀର ଆଘାତ ଲାଗିଛି। ଏହି ଦୁର୍ଘଟଣା ଘଟିବା ସମୟରେ ମୁଶୀର ତାଙ୍କ ପିତା ନୌଶାଦ ଖାନଙ୍କ ସହ ଆଜମଗଡରୁ ଲକ୍ଷ୍ନୌକୁ ଯାଉଥିଲେ। ଦୁର୍ଘଟଣାର କାରଣ…

କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ: ବର୍ଷାରେ ଭିଜିଲା କାନପୁର ଟେଷ୍ଟ

ବାଂଲାଦେଶ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ଆରମ୍ଭ ହୋଇଛି । ପ୍ରଥମ ଦିନ ବର୍ଷା ଧୋଇଦେଇଛି । ଅଧାରେ ଖେଳ ରହିଛି । ୨ୟ ଟେଷ୍ଟର ପ୍ରଥମ ଦିନର ଖେଳ ଶେଷ ହୋଇଛି । ବର୍ଷା ଯୋଗୁଁ ପ୍ରଥମ ଦିନରେ ମାତ୍ର ୩୫ ଓଭର ଖେଳ ହୋଇଥିଲା । ପ୍ରଥମ ଦିନ  ଖେଳ ଶେଷ ସୁଦ୍ଧା ବାଂଲାଦେଶ ୩…

ଆଜିଠୁ ଭାରତ ଓ ବାଂଲାଦେଶ ପ୍ରଥମ ଟେଷ୍ଟ

ଆଜିଠୁ ଭାରତ-ବାଂଲାଦେଶ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଆରମ୍ଭ ହୋଇଛି। ଚେନ୍ନାଇର ଚେପକ ଷ୍ଟାଡିୟମରେ ଟସ୍‌‌ ଜିତି ବାଂଲାଦେଶ ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି। ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରିଛନ୍ତି ବାଂଲାଦେଶର ସ୍ପିନର। ନିକଟ…

ଭାରତ ଠାରୁ ହାରିଲା ପାକିସ୍ତାନ

ଏସିଆନ ହକି ଚାମ୍ପିଅନ୍ସ ଟ୍ରଫିରେ ଶନିବାର ପାକିସ୍ତାନକୁ ୨-୧ ରେ ପରାସ୍ତ କରି ଭାରତୀୟ ହକି ଦଳ କ୍ରମାଗତ ପଞ୍ଚମ ବିଜୟ ପଞ୍ଜିକରଣ କରିଛି। କ୍ୟାପଟେନ ହରମନପ୍ରୀତ ସିଂ ଭାରତ ପାଇଁ ଉଭୟ ଗୋଲ ସ୍କୋର କରିଛନ୍ତି। ପାକିସ୍ତାନ ପାଇଁ ଏକମାତ୍ର ଗୋଲ ଅହମ୍ମଦ ନାଦିମ ସ୍କୋର କରିଥିଲେ। ଏହି ବିଜୟ ସହିତ…