ଆସୁଛି ଦୁଇଟି ଲଘୁଚାପ
ରାଜ୍ୟର ୯ଟି ଜିଲାରେ ନିଅଣ୍ଟିଆ ବର୍ଷା ରହିଛି। ଏଥିପାଇଁ ଚାଷ କାମ ଆଗେଇ ପାରୁନାହିଁ। ଜମିରେ ପାଣି ନଥିବାରୁ ରୁଆ, ଖେଳିଆ ଓ ବେଉଷଣ ଆଗେଇ ପାରୁନି। ଚାଷୀ ବର୍ଷାକୁ ଚାହିଁ ବସିଥିବାବେଳେ ଅଗଷ୍ଟ ପ୍ରଥମ ସପ୍ତାହରୁ ତାପମାତ୍ରା ୨ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିଛି। ଟାଣଖରା ଯୋଗୁ ଜମିରୁ ପାଣି ଶୁଖି…