Browsing Tag

#odisha

ଘରୋଇ ଉପାୟରେ ଦୂରେଇ ହେବ ମୁହଁର ଲୋମ

ମହିଳାଙ୍କ ମୁହଁରେ ଲୋମ ହେବା ଅନେକଙ୍କ ପାଇଁ ସାଧାରଣ କଥା । ବିଶେଷ କରି ଏହା ହର୍ମୋନ ଅସନ୍ତୁଳନ , ପିସିଏଏସ୍ ଏବଂ ମନୋପଜ୍ ସମସ୍ୟା ଯୋଗୁଁ ହୋଇଥାଏ । କିନ୍ତୁ ଏନେଇ ଚିନ୍ତା କରିବାର  କାରଣ ନାହିଁ   । କାରଣ ଏହାକୁ ଘରୋଇ ଉପାୟରେ ଦୂରେଇ ହେବ । ହଳଦୀ, ଓଟମିଲ୍ସ ଓ କଦଳୀ ମିଶାଇ ଏକ…

ସ୍ୱାଧୀନତା ଦିବସ, କିଏ କେଉଁଠି ପତାକା ଉତ୍ତୋଳନ କରିବେ ଜାଣନ୍ତୁ..

ସ୍ୱାଧୀନତା ଦିବସ ଶୁକ୍ରବାର । ଏହି ଅବସରରେ ରାଜଧାନୀ ଭୁବନେଶ୍ୱର ସମେତ ଅନ୍ୟ ସ୍ଥାନରେ କିଏ କେଉଁଠି ପତାକା ଉତ୍ତୋଳନ କରିବେ ଜାଣନ୍ତୁ.. ଭୁବନେଶ୍ୱରରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦୁଝରରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, କଟକରେ ଉପମୁଖ୍ୟମନ୍ତ୍ରୀ…

ଆଧାର ନାଗରିକତାର ପ୍ରମାଣପତ୍ର ବୋଲି ସ୍ବୀକାର କରାଯାଇପାରିବ ନାହିଁ – ସୁପ୍ରିମକୋର୍ଟ

ବିହାରରେ ହୋଇଥିବା ଭୋଟର ତାଲିକାର ବିଶେଷ ସଘନ ସଂଶୋଧନ (ଏସଆଇଆର)କୁ ନେଇ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟ ଏସଆଇଆରକୁ ନେଇ ନିର୍ବାଚନ କମିସନଙ୍କ ଆଭିମୁଖ୍ୟକୁ ଠିକ ବୋଲି କହିଛନ୍ତି । ଏହା ସହିତ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଆଧାର ଭାରତର ନାଗରିକତାର ଏକ…

୨୦୨୫ ମହିଳା ଦିନିକିଆ ବିଶ୍ବକପ୍‌ର ଟ୍ରଫି ଉନ୍ମୋଚିତ

ସୋମବାର ଏକ ସ୍ବତନ୍ତ୍ର ଉତ୍ସବରେ ୨୦୨୫ ମହିଳା ଦିନିକିଆ ବିଶ୍ବକପ୍‌ର ଟ୍ରଫି ଉନ୍ମୋଚନ ହୋଇଛି। ଏହି ବିଶ୍ବକପ୍‌କୁ ଭାରତ ଓ ଶ୍ରୀଲଙ୍କା ଯୁଗ୍ମ ଭାବେ ଆୟୋଜନ କରୁଛନ୍ତି। ଏହା ସେପ୍ଟେମ୍ବର ୩୦ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଖେଳାଯିବ। ଏହି ଉତ୍ସବରେ ଆଇସିସି ଅଧ୍ୟକ୍ଷ ଜୟ ଶାହା, ପୂର୍ବତନ ଭାରତୀୟ…

‘କୁଲି’ ର ଟିକେଟ୍ ମୂଲ୍ୟ ୪,୫୦୦ଟଙ୍କା

ଏହି ସପ୍ତାହରେ ଦୁଇଟି ବଡ଼ ଫିଲ୍ମ 'କୁଲି' ଏବଂ 'ୱାର ୨' ପରସ୍ପର ସହିତ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଫିଲ୍ମରେ ବଡ଼ ବଡ଼ ସୁପରଷ୍ଟାର ଥିବା ବେଳେ ପ୍ରଶଂସକମାନେ ସେମାନଙ୍କର ଫିଲ୍ମର ରିଲିଜ୍‌କୁ ଅପେକ୍ଷା‌ କରି ରହିଛନ୍ତି। ଗୋଟାଏ ପଟେ ହ୍ରିତିକ୍ ରୋଶନ ଏବଂ ଜୁନିଅର ଏନଟିଆରଙ୍କ ଅଭିନୀତ…

ସୁନା ଉପରେ କୌଣସି ଶୁଳ୍କ ଲାଗୁ ହେବ ନାହିଁ – ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏକ ବଡ଼ ଘୋଷଣା କରିଛନ୍ତି। ଦି ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ଏକ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ୍ କହିଛନ୍ତି ଯେ, ସୁନା ଉପରେ କୌଣସି ଶୁଳ୍କ ଲାଗୁ ହେବ ନାହିଁ। ପୂର୍ବରୁ, କଷ୍ଟମ୍ସ ଏବଂ ସୀମା ସୁରକ୍ଷା ବିଭାଗ କହିଥିଲା ଯେ, ସୁନା ଉପରେ ଭାରୀ ଟିକସ ଲାଗୁ…

ଆଜି ବିଶ୍ବ ହାତୀ ଦିବସ

ଆଜି ବିଶ୍ବ ହାତୀ ଦିବସ । ରାଜ୍ୟରେ ୧୨୮ ଜିଲ୍ଲାରେ ଅଛନ୍ତି ୨୦୯୮ ହାତୀ । କିନ୍ତୁ ସୁରକ୍ଷାକୁ ନେଇ ବଢୁଛି ଚିନ୍ତା , ଦାନ୍ତ ପାଇଁ ଟଳୁଛନ୍ତି ହାତୀ । ୫ ବର୍ଷରେ ଉଦ୍ଧାର ହେଲାଣି ୫୮ ଦାନ୍ତ । ଚାରି ଦିନ ତଳେ କେନ୍ଦୁଝର ବନଖଣ୍ଡରୁ ୫ ବନ୍ୟଜନ୍ତୁ ତସ୍କରଙ୍କୁ କାବୁ କରିଥିଲା ବନ ବିଭାଗ ।…

ଇସ୍ରାଏଲ ଆକ୍ରମଣରେ ଜଜିରା ନ୍ୟୁଜ୍‌ ଚ୍ୟାନେଲର ୫ ଜଣ ସାମ୍ବାଦିକ ମୃତ

ଇସ୍ରାଏଲ ପକ୍ଷରୁ ରବିବାର ରାତିରେ ପାଲେଷ୍ଟାଇନର ଗାଜା ସହର ଉପରେ ପ୍ରବଳ ବୋମାମାଡ କରାଯାଇଥିବାବେଳେ ୭ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଅଲ୍‌ ଜଜିରା ନ୍ୟୁଜ୍‌ ଚ୍ୟାନେଲର ୫ ଜଣ ସାମ୍ବାଦିକ ସାମିଲ ଅଛନ୍ତି। ଏମାନେ ହେଲେ ଆନାସ ଅଲ୍‌-ସରିଫ, ମହମ୍ମଦ କ୍ବେରିଖେ, ଇବ୍ରାହିମ ଜାହିର,…

ଆଜି ଠୁ ଦକ୍ଷିଣ ଓଡ଼ିଶାରେ ବର୍ଷା

ଆସନ୍ତା ୧୩ ତାରିଖରେ ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରଭାବରେ ୧୨ ତାରିଖ(ମଙ୍ଗଳବାର)ଠାରୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ପବନ ଆରମ୍ଭ ହେବ। ୧୨ ଓ ୧୩ ତାରିଖରେ କୋରାପୁଟ ଓ ମାଲକାନଗିରିରେ…

ଆଜିର ରାଶିଫଳ

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। ବହୁ ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରୁ ପ୍ରଶଂସା ମିଳିବ। ଖାଦ୍ୟ ରୁଚିପୂର୍ଣ୍ଣ ହେବ। ସପତ୍ନୀକ ଆନନ୍ଦ ଉପଭୋଗ କରିବେ। କର୍ମଠ ହେବେ। ବୃଷ: ଭାଇ, ବନ୍ଧୁ, ଜ୍ଞାତି, କୁଟୁମ୍ବଙ୍କ ସହାୟତାରେ ଶତ୍ରୁ ବିନାଶ କରି ମାନସିକ ଶାନ୍ତି…