Browsing Tag

#odisha

ସବୁ ପିଲାଙ୍କୁ ମିଳିବ ମାଗଣା ବହି ଓ ସରକାରୀ ବସ୍‍ ସୁବିଧା

ପିଲାଙ୍କୁ ମିଳିବ ମାଗଣା ବହି ଓ ସରକାରୀ ବସ୍‍ ସୁବିଧା । ପୂର୍ବରୁ ଏସ.ସି ଓ ଏସଟି ପିଲାଙ୍କୁ ମାଗଣା ବହି ମିଳୁଥିଲା, ସରକାର ଏବେ ସବୁ ପିଲାଙ୍କୁ ମାଗଣା ବହି ଦେବେ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ପିଲାମାନେ ସ୍କୁଲକୁ ଯାତାୟାତ କରିବା ସମୟରେ…

ରାଜ୍ୟରେ ପର୍ଯ୍ୟଟନର ବିକାଶ ପାଇଁ ୩ଟି ଏମ୍‌ଓୟୁ ସ୍ବାକ୍ଷରିତ

ରାଜ୍ୟରେ ପର୍ଯ୍ୟଟaନର ବିକାଶ ପାଇଁ ଆଜି ଲୋକସେବା ଭବନରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ୩ଟି ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ…

୨୫ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା

ଆସନ୍ତା ୨୫ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ଅଞ୍ଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର…

ରାଜ୍ୟରେ ବଢ଼ିବାରେ ଲାଗିଛି AIDS ରୋଗୀଙ୍କ ସଂଖ୍ୟା

ରାଜ୍ୟରେ ବଢ଼ିବାରେ ଲାଗିଛି AIDS ରୋଗୀଙ୍କ ସଂଖ୍ୟା । ପ୍ରତିବର୍ଷ ନୂଆ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ, ଯୁବପିଢି଼ ଏବେ ଏହାର କବଳରେ । ଏବେ ଖୋଲାମେଲାରେ AIDS ରୋଗୀମାନେ ବୁଲୁଥିବାରୁ, ଏହି ରୋଗ କାହାକୁ କେତେବେଳେ ବ୍ୟାପିବ, ତାର ଠିକଣା ନାହିଁ ।ରାଜ୍ୟରେ ପୁରୁଷଙ୍କ ସହ…

ଆସୁଛି ପାର୍ବଣ , ସୁଉଚ୍ଚ ତୋରଣ ଉପରେ ହାଇକୋର୍ଟଙ୍କ କଟକଣା

କଟକ ଦୁର୍ଗାପୂଜା ପ୍ରସଙ୍ଗ ଉପରେ ହାଇକୋର୍ଟ ଗୁରୁବାର ଏକ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସୁଉଚ୍ଚ ତୋରଣ ଉପରେ ହାଇକୋର୍ଟଙ୍କ କଟକଣା ଲଗାଇଛନ୍ତି। ଏପରିକି ଇଲେକ୍ର୍ଟିକ ଗେଟ୍‌ ନିର୍ମାଣ ଉପରେ ମଧ୍ୟ କଟକଣା ଜାରି କରିଛନ୍ତି। ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗେଟ୍‌ ନିର୍ମାଣ କରିବାକୁ ପୂଜା…

ସ୍ପେଶାଲ OTET ପୁଣି ସ୍ଥଗିତ

ସ୍ପେଶାଲ OTET ପୁଣି ସ୍ଥଗିତ ରଖାଯାଇଛି। ଆସନ୍ତା ୩୧ରେ ହେବାକୁ ଥିବା ଏହି ପରୀକ୍ଷାକୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସ୍ଥଗିତ କରାଯାଇଛି। ଅନିବାର୍ଯ୍ୟ କାରଣ ପାଇଁ ପରୀକ୍ଷା ସ୍ଥଗିତ କରାଯାଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଖୁବଶୀଘ୍ର OTET ପରୀକ୍ଷାର ଆଉ ଏକ ତାରିଖ ଘୋଷଣା…

ଆମେରିକାକୁ ଆଉ ବିଶ୍ୱାସ କରାଯାଇପାରିବ ନାହିଁ – ଆମେରିକୀୟ ଅର୍ଥନୀତିଜ୍ଞ

ଆମେରିକା ଟାରିଫ ନୀତିକୁ ନେଇ ଟ୍ରମ୍ପଙ୍କୁ ଆମେରିକାରେ ବିରୋଧ ।  ଅର୍ଥନୀତିଜ୍ଞ ଜେଫ୍ରି ସାକ୍ସ ଆମେରିକାର ଭାରତ ଉପରେ ଟାରିଫ୍ ଲଗାଇବାକୁ ନିଷ୍ପତ୍ତିକୁ ଆମେରିକା ବିଦେଶୀ ନୀତିର ସବୁଠାରୁ ମୂର୍ଖତାପୂର୍ଣ୍ଣ ଚାଲ ବୋଲି ନିନ୍ଦା କରିଛନ୍ତି। ସାକ୍ସ କହିଛନ୍ତି, ଭାରତ ଉପରେ ଟାରିଫ୍ ଆମେରିକା…

ଅଭିନେତା ବରୁଣ ଜୈନଙ୍କୁ ବିବାହ କଲେ ଗୋପୀ

ଫଟୋ ସେୟାର କରି ଜିୟା ଲେଖିଛନ୍ତି, "ଭଗବାନ ଏବଂ ଗୁରୁଙ୍କ କୃପାରୁ ଆମେ ସବୁଦିନ ପାଇଁ ଏକାଠି ହୋଇଛୁ। ହାତରେ ହାତ ମିଶାଇ, ହୃଦୟ ସହ ହୃଦୟ ମିଶାଇ। ଆମେ ଦୁଇ ବନ୍ଧୁ ଥିଲୁ ଏବଂ ଆଜି ଆମେ ସ୍ୱାମୀ-ସ୍ତ୍ରୀ ହୋଇଛୁ। ଏହି ଦିନକୁ ସ୍ୱତନ୍ତ୍ର କରିଥିବା ଲୋକଙ୍କ ଭଲପାଇବା, ଆଶୀର୍ବାଦ…

ଏୟାରଟେଲ୍ ଉପଭୋକ୍ତାମାନଙ୍କୁ ଝଟକା

ଯଦି ଆପଣ ଜଣେ ଏୟାରଟେଲ୍ ଗ୍ରାହକ ଏବଂ ଆପଣ ଏୟାରଟେଲର ଏହି ଶସ୍ତା ପ୍ଲାନକୁ ବ୍ୟବହାର କରୁଥିଲେ ତେବେ ନିଶ୍ଚିୟ ଆପଣଙ୍କ ପାଇଁ ଏହା ଏକ ନିରାଶଜନକ ଖବର ହେବ । ଏୟାରଟେଲ୍ ସମ୍ପ୍ରତି ତାର ଉପଭୋକ୍ତାମାନଙ୍କୁ ଝଟକା ଦେଇଛି। କମ୍ପାନି ଅଗଷ୍ଟ ୨୦ ତାରିଖ ବୁଧବାର ଦିନ ଶସ୍ତା ଟ୍ରୁଲି ଅନଲିମିଟେଡ୍…

ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ

ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ ଅନ୍ୟ କିଛି ଜିଲ୍ଲାରେ ମଧ୍ୟ ବର୍ଷା ପାଇଁ ୟେଲୋ…