ବିଜୟ ହଜାରେ ଟ୍ରଫିରେ ହଇଚଇ ସୃଷ୍ଟି କରିଛନ୍ତି ସରଫରାଜ ଖାନ ମାତ୍ର ୨୦ ବଲରେ କଲେ ୬୨ ରନ
ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଚୟନ କମିଟି ସରଫରାଜ ଖାନଙ୍କ ପ୍ରତିଭାକୁ ହୁଏତ ଦେଖିପାରି ନାହିଁ । କିନ୍ତୁ ମୁମ୍ବାଇ ବ୍ୟାଟର ପ୍ରତ୍ୟେକ ମ୍ୟାଚ୍ରେ ଦମଦାର ପ୍ରଦର୍ଶନ କରୁଛନ୍ତି। ସରଫରାଜ ଖାନ ଗୁରୁବାର (ଜାନୁଆରୀ ୮) ବିଜୟ ହଜାରେ ଟ୍ରଫିରେ ହଇଚଇ ସୃଷ୍ଟି କରିଛନ୍ତି। ସରଫରାଜ ମୁମ୍ବାଇ ପାଇଁ…