ଆଜିର ରାଶିଫଳ
ମେଷ: ପ୍ରାପ୍ତ କ୍ଷମତାର ବିକେନ୍ଦ୍ରୀକରଣ କରି ଅନୁଗତ ଓ ଅଧସ୍ତନମାନଙ୍କର ନମସ୍ଯ ହୋଇପାରନ୍ତି। ଭିନ୍ନ ଭିନ୍ନ ସ୍ତରରୁ ଧନାଗମର ସୂଚନା ମିଳୁଛି। ପରିସ୍ଥିତି ଯାହା ହେଉ ପଛେ ଧର୍ମର ସାରବତ୍ତାକୁ ପାଥେୟ କରିବେ ।
ବୃଷ: କ୍ରୋଧରୁ ମୋହ, ମୋହରୁ ସ୍ମୃତିଭ୍ରମ, ଫଳରେ ବୁଦ୍ଧି ନାଶ ଓ ବ୍ୟକ୍ତିର…