୧୫ ସେପ୍ଟେମ୍ବରରେ ବୁଧ କନ୍ୟା ରାଶିରେ ପ୍ରବେଶ କରିବେ
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ୧୫ ସେପ୍ଟେମ୍ବରରେ କନ୍ୟା ରାଶିରେ ପ୍ରବେଶ କରିବେ । ବୁଧଙ୍କ ଚଳନ ଖୁବ୍ ପ୍ରଭାବଶାଳୀ ଓ ମହତ୍ତ୍ୱପୂର୍ଣ୍ଣ ବୋଲି ମାନ୍ୟତା ରହିଛି । ବୁଧ ସମସ୍ତ ଗ୍ରହଙ୍କ ରାଜକୁମାର କୁହାଯାଏ । ବୁଧ ରାଶି ପରିବର୍ତ୍ତନ କରିବା ଦ୍ୱାରା ଭାଗ୍ୟରେ ଚମକିଥାଏ । ଅତ୍ୟନ୍ତ ଶୁଭଫଳ…