Trending
- ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ବଡ଼ ଝଟକା,ଏୟାର ଇଣ୍ଡିଆ ଜୁନ୍ ମାସରୁ ତିନି ମାସ ପାଇଁ ଅନେକ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବନ୍ଦ କଲା ଏୟାର ଇଣ୍ଡିଆ
- ମେ ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ୫ ଦେଶ ୟୁଏଇ, ନେଦରଲ୍ୟାଣ୍ଡ, ସ୍ୱୀଡେନ,ନରୱେ ଏବଂ ଇଟାଲୀ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ତୈଲ ସଂକଟକୁ ସାମାନ୍ୟ ମୁକାବିଲା ପାଇଁ ନିଜର କାରକେଡ ଗାଡ଼ି ସଂଖ୍ୟା ହ୍ରାସ କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ପେଟ୍ରୋଲ ଏବଂ ଡିଜେଲର ଦରଦାମ ବୃଦ୍ଧିକୁ ନେଇ ଚେତବାନୀ ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର
- ବଡ଼ଦାଣ୍ଡରେ ୮ଟି ଅସ୍ଥାୟୀ ହସ୍ପିଟାଲ ଖୋଲାଯିବ ,ରୋଗୀଙ୍କ ଭିଡ଼ କମାଇବା ନେଇ ପ୍ରଥମ କରି TRIAGE,
- ତାଲିମ ବିମାନ କ୍ରାସ୍ ଲ୍ୟାଣ୍ଡିଂ,ପାଇଲଟ୍ ସୁରକ୍ଷିତ
- ଖରିଫ ୨୦୨୬ ପାଇଁ ଆବଶ୍ୟକତାଠାରୁ ୫୧% ଅଧିକ ସାର ଉପଲବ୍ଧ
- ସାଇବର୍ ଅପରାଧ ରୋକିବାରେ ମୁଲ୍ ଆକାଉଣ୍ଟ୍ ଏକ ପ୍ରମୁଖ ପ୍ରତିବନ୍ଧକ
- ବିଶ୍ୱର ୪୦ରୁ ଅଧିକ ଦେଶ ଶକ୍ତି ସଞ୍ଚୟ ପାଇଁ ନେଇଛନ୍ତି ଜରୁରୀକାଳୀନ ପଦକ୍ଷେପ
- ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ -ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
Browsing Tag
#odisha
ରାଜଧାନୀରେ ପହିଲାରୁ ଚାଲିବନି ଡିଜେଲ ଗାଡି: ଜାଣନ୍ତୁ କେବେ ଯାଏ ରହିବ କଟକଣା
ମେଟ୍ରୋ ଟିଭି ଓଡିଶା (୨୯.୬.୨୦୨୨)
ଦେଶରେ ହୁ ହୁ ହୋଇ ବଢୁଛି ପ୍ରଦୂଷଣ । ବିଭିନ୍ନ କଳକାରଖାନା, ଗାଡି ମୋଟର ଧୂଆଁରେ ଦୂଷିତ ହେବାରେ ଲାଗିଛି ବାୟୁମଣ୍ଡଳ । ଫଳରେ ନାନା ପ୍ରକାରର ରୋଗକୁ ଏବେ ଦେଶ ସାମନା କରୁଛି । ତେବେ ପ୍ରଦୂଷଣ ଭିତରେ ଭାରତର ରାଜଧାନୀ ଦିଲ୍ଲୀ ସବୁଠାରୁ ଅଧିକ!-->!-->!-->…
ତୋଫାନ ସହ ଘଡ଼ଘଡ଼ି ବର୍ଷା
ମେଟ୍ରୋ ଟିଭି ଓଡିଶା (୨୯.୬.୨୦୨୨)
ଦେଶର ଅଧିକାଂଶ ସ୍ଥାନରେ ମୌସୁମୀ ପ୍ରବେଶ କରି ସାରିବା ପରେ ଏବେ ବର୍ଷା ଜାରି ରହିଛି । ଆସନ୍ତା ୧-୨ ସପ୍ତାହ ମଧ୍ୟରେ ଦିଲ୍ଲୀରେ ମୌସୁମୀ ପ୍ରବେଶ କରିବ । ତେବେ ଆଗାମୀ ଦିନମାନଙ୍କରେ କିଛି ରାଜ୍ୟର ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇପାରେ ।
!-->!-->!-->!-->!-->!-->!-->…
ଦୈନିକ ୬ ଘଣ୍ଟା ଚାଲିବ ବିଧାନସଭା
ମେଟ୍ରୋ ଟିଭି ଓଡିଶା (୨୯.୬.୨୦୨୨)
ସରିଲା ସର୍ବଦଳୀୟ ବୈଠକ | ଆସନ୍ତା ଜୁଲାଇ ୨ ତାରିଖରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଚାଲିବ ବିଧାନସଭାର ବଜେଟ୍ ଅଧିବେଶନ । ଆଜି ବସିଥିବା ସର୍ବଦଳୀୟ ବୈଠକ ପରେ ବାଚସ୍ପତି ବିକ୍ରମ ଆରୁଖ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ।
କହିଛନ୍ତି ଯେ,!-->!-->!-->!-->!-->!-->!-->…