Browsing Tag

#odisha

ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି

ଏନ୍‌ଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ବିରୋଧୀ ଦଳମାନଙ୍କର ମିଳିତ ପ୍ରାର୍ଥୀ ମାର୍ଗାରେଟ ଆଲ୍‌ଭାଙ୍କୁ ୩୪୬ ଭୋଟ୍‌ରେ ପରାଜିତ କରିଛନ୍ତି। https://twitter.com/ani_digital/status/1555924853693132800 ନବନିର୍ବାଚିତ

ବର୍ଷା ପାଣିରେ ବୁଡିଲା ମୋ’ ବସ୍

ଅସରାଏ ବର୍ଷା ପାଣିରେ ବୁଡୁଛି ରାଜଧାନୀ । ସକାଳୁ ଦିନ 12ଟା ପର୍ଯ୍ୟନ୍ତ ଲଗାଣ ବର୍ଷାରେ ଆଉଟ ପାଉଟୁ ହୋଇଛନ୍ତି ଲୋକେ । ଆଜି ବି ସିଆରପିଠାରୁ ଇସ୍କନ ମନ୍ଦିର ସମ୍ମୁଖରେ , ଆଠ ନମ୍ବର ଡିଏଭି ସ୍କୁଲ ପାଖରେ, ବମିଖାଲରେ ଚକେଇସିଆାଣିରେ , ବେହେରାସାହିରେ ଲଗାଣ ବର୍ଷାରେ ଲୋକେ ନାହିଁ

ଲଗାଣ ବର୍ଷାରେ ସତର୍କ ରହିବା ଜରୁରୀ

ଗତ 24 ଘଂଟା ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆଜି ୧୭ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ଗଂଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ସୋନପୁର, ବରଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ,

ଗତ 24 ଘଂଟାରେ ୮୩୬ ପଜିଟିଭ୍ ଚିହ୍ନଟ

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୩୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୯୦ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୪୬ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୧୪୮ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି

ରସଗୋଲା ଓଡ଼ିଶାର ମାତ୍ର କୋଲକତାରେ ବହୁତ ପ୍ରସିଦ୍ଧ : ସୌରଭ ଗାଙ୍ଗୁଲି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ରସଗୋଲା ଓଡ଼ିଶାର ବୋଲି କହିଥିବା ସୌରଭଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ପ୍ରବଳ ମାତ୍ରାରେ ଟ୍ରେଣ୍ଡ୍ କରୁଛି। ଓଡ଼ିଆମାନେ ହଜାର ହଜାର ସଂଖ୍ୟାରେ ଏହି ଭିଡିଓଟିକୁ ସେୟାର

ଦିଲ୍ଲୀଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଠାରୁ ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ଆସନ୍ତା 6ରେ ଉପରାଷ୍ଟ୍ରପତି ନିର୍ବାଚନ ହେବ । ବିଜେଡି ସାଂସଦମାନେ ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବାପାଇଁ କହିବେ ମୁଖ୍ୟମନ୍ତ୍ରୀ । ଦିଲ୍ଲୀରେ ଅନ୍ୟନେତାମାନଙ୍କୁମ ମଧ୍ୟ ସାକ୍ଷାତ କରିପାରନ୍ତି ମୁଖ୍ୟମନ୍ତ୍ରୀ

ମିହିର ରାୟଙ୍କୁ ଦାୟିତ୍ଵ ପ୍ରଦାନ କଲେ ନବୀନ ପଟ୍ଟନାୟକ

ନିକଟରେ ବିଜୁ ଜନତା ଦଳରେ ଯୋଗ ଦେଇଥିବା ଯୁବ ସମାଜସେବୀ ମିହିର ରାୟଙ୍କୁ “ଓଡ଼ିଶା ମୋ ପରିବାର”ର ନୂତନ ରାଜ୍ୟ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ “ଓଡ଼ିଶା ମୋ ପରିବାର”ର ଆବାହକ ଅରୂପ ପଟ୍ଟନାୟକ ଶ୍ରୀ ରାୟଙ୍କୁ ଏହି ଦାୟିତ୍ଵ

ଦରଦାମ ବୃଦ୍ଧି, ବେରୋଜଗାର ଏବଂ ଜିଏସଟି ବିରୋଧରେ ସାରା ଦେଶରେ କଂଗ୍ରେସ କରୁଛି ବିକ୍ଷୋଭ

ସାରା ଦେଶରେ କଂଗ୍ରେସ କରୁଛି ବିକ୍ଷୋଭ । କେନ୍ଦ୍ର ସରକାରଙ୍କ ଜନମାରଣ ନୀତି ବିରୋଧରେ ଏହି ଆନ୍ଦୋଳନ ଡାକରା ଦେଇଛି କଂଗ୍ରେସ । ସରକାର ବିରୋଧରେ ପ୍ରଦର୍ଶନ କରିବ । ଦରଦାମ ବୃଦ୍ଧି, ବେରୋଜଗାର ଏବଂ ଜିଏସଟିକୁ ନେଇ କଂଗ୍ରେସ ବିରୋଧ ପ୍ରଦର୍ଶନ କରୁଛି ।

ସିସିପିଏର ଆମାଜନ୍‌କୁ ଲକ୍ଷେ ଟଙ୍କାର ଜରିମାନା ତଲବ

ସିସିପିଏ ଦେଶରେ ଉପଭୋକ୍ତା ସୁରକ୍ଷା ପରିଦୃଶ୍ୟ ଉପରେ କ୍ରମାଗତ ଭାବେ ନଜର ରଖିଛି । ନିକଟରେ, ସିସିପିଏ ସମସ୍ତ ଇ – କମର୍ସ ପ୍ଲାଟଫର୍ମକୁ ଡ୍ରଗ୍ସ ଏବଂ କସମେଟିକ୍ସ ନିୟମର ଅନୁସୂଚୀ ଇ (୧)ରେ ତାଲିକାଭୁକ୍ତ ସାମଗ୍ରୀକୁ ନେଇ ଆୟୁର୍ବେଦିକ, ସିଦ୍ଧ ଏବଂ ୟୁନାନୀ ଔଷଧ

ପୁରୀ- ଦୀଘା ଏକ୍ସପ୍ରେସ ଓ ପୁରୀ- ହାୱଡା ଶତାବ୍ଦୀ ଏକ୍ସପ୍ରେସ ପୁଣି ଆରମ୍ଭ କରିବ ଚଳାଚଳ

ଦକ୍ଷିଣ ପୂର୍ବ ରେଳବାଇ କର୍ତ୍ତୃପକ୍ଷ ଏହି ଟ୍ରେନଗୁଡିକର ସେବା ପୁଣି ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ନିମ୍ନପ୍ରଦତ୍ତ ସୂଚୀ ଅନୁଯାୟୀ ଏହି ସେବା ଆରମ୍ଭ ହେବା । ୨୨୮୯୦/୨୨୮୮୯ ପୁରୀ-ଦୀଘା-ପୁରୀ ସାପ୍ତାହିକ ଏକ୍ସପ୍ରେସ ଅଗଷ୍ଟ ୬,୨୦୨୨ରୁ ପୁରୀ ଠାରୁ ଓ ଅଗଷ୍ଟ ୭,୨୦୨୨ରୁ