Browsing Tag

#odisha

Ducati ଭାରତରେ ଏହାର ଖାସ୍ ଏବଂ ଲିମିଟେଡ ଏଡିସନ୍ ସୁପରବାଇକ୍ Panigale V4 Tricolore ଲଞ୍ଚ କରିଛି

ଇଟାଲୀୟ ସୁପରବାଇକ୍ କମ୍ପାନୀ Ducati ଭାରତରେ ଏହାର ଖାସ୍ ଏବଂ ଲିମିଟେଡ ଏଡିସନ୍ ସୁପରବାଇକ୍, Panigale V4 Tricolore ଲଞ୍ଚ କରିଛି । ଏହି ପ୍ରିମିୟମ୍ ବାଇକର ଏକ୍ସ-ଶୋରୁମ୍ ପ୍ରାଇସ୍ ହେଉଛି ୭.୭ ଲକ୍ଷ ଟଙ୍କା ରହିଛି । Ducati ର ଫ୍ଲାଗସିପ୍ ସୁପରସ୍ପୋର୍ଟ ବାଇକ୍‌ର ଏହି ଖାସ୍ ଏଡିସନ୍…

ଗ୍ରୀନଲ୍ୟାଣ୍ଡ ପ୍ରସଙ୍ଗରେ ନରମିଲା ଆମେରିକା,ଗ୍ରୀନଲ୍ୟାଣ୍ଡର ନିୟନ୍ତ୍ରଣ କରିବାକୁ ବଳ ପ୍ରୟୋଗ କରିବେ ନାହିଁ ବୋଲି…

ଗ୍ରୀନଲ୍ୟାଣ୍ଡ ପ୍ରସଙ୍ଗରେ ନରମିଲା ଆମେରିକା। ପଛକୁ ଘୁଞ୍ଚିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଗ୍ରୀନଲ୍ୟାଣ୍ଡର ନିୟନ୍ତ୍ରଣ କରିବାକୁ ବଳ ପ୍ରୟୋଗ କରିବେ ନାହିଁ ବୋଲି କହିଛନ୍ତି ଟ୍ରମ୍ପ। କିନ୍ତୁ ୱାଶିଂଟନକୁ ଆର୍କଟିକ ଦ୍ୱୀପର ମାଲିକାନା ଦେବା ପାଇଁ ତାଙ୍କର ଦାବିକୁ ପୁନରାବୃତ୍ତି…

୨୦୦ ଫୁଟ ତଳକୁ ଖସିଲା ସେନା ଗାଡ଼ି ,୧୦ ଯବାନ ମୃତ

ଖାଇକୁ ଖସିପଡ଼ିଲା ସେନା ଗାଡି। ଜମ୍ମୁ ଓ କାଶ୍ମୀରର ଡୋଡାରେ ସେନା ଗାଡ଼ି ରାସ୍ତାରୁ ୨୦୦ ଫୁଟ ତଳକୁ ଖସି ପଡ଼ିବାରୁ ୧୦ ଯବାନଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଲୋକ ଏବଂ ଉଦ୍ଧାରକାରୀ ଦଳ ଆହତମାନଙ୍କୁ ଉଦ୍ଧାର କରିବା ପାଇଁ କାର୍ଯ୍ୟ କରିଥିଲେ। ଦୁର୍ଘଟଣାକୁ ନେଇ ସେନା ଅଧିକାରୀମାନେ କହିଛନ୍ତି…

ଗ୍ରାମାଞ୍ଚଳରେ କାର୍ଯ୍ୟରତ ଗ୍ରାମରକ୍ଷୀଙ୍କ ପାଇଁ ଖୁସି ଖବର,୧,୮୦୦ ଟଙ୍କା ବଦଳରେ ପାଇବେ ୨,୫୦୦ ଟଙ୍କା ମାସିକ ଭତ୍ତା

ରାଜ୍ୟର ଗ୍ରାମାଞ୍ଚଳରେ କାର୍ଯ୍ୟରତ ଗ୍ରାମରକ୍ଷୀଙ୍କ ପାଇଁ ଖୁସି ଖବର। ବଢିଲା ମାସିକ ଭତ୍ତା। ପ୍ରଚଳିତ ଥିବା ମାସିକ ଭତ୍ତାକୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଏଣିକି ଗ୍ରାମରକ୍ଷୀ ମାନେ ୧,୮୦୦ ଟଙ୍କା ବଦଳରେ ୨,୫୦୦ ଟଙ୍କା ମାସିକ ଭତ୍ତା ପାଇବେ। ଏଥି ସହିତ…

୭୨ ଜଣ ପ୍ରଧାନଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଏକ ମାସର ଦରମା ବନ୍ଦ

ଆକ୍ସନ ମୋଡରେ ଜିଲ୍ଲା ଶିକ୍ଷାଧିକାରୀ । ପୁରୀ ଜିଲ୍ଲାର ୭୨ ଜଣ ପ୍ରଧାନଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଏକ ମାସର ଦରମା ବନ୍ଦ କରିବାକୁ ଚିଠି ଜରିଆରେ ନିର୍ଦ୍ଦେଶ ଦିଆଯାଇଛି । ବର୍ଷା ସମୟରେ ବଜ୍ରପାତ ହେଲେ ସେଥିରୁ କିଭଳି ସୁରକ୍ଷିତ ରହିପାରିବେ ଏବଂ ସାପ କାମୁଡିଲେ ତୁରନ୍ତ କିଭଳି ପ୍ରାଥମିକ…

ଆଜି ମିଳିବ ସୁଭଦ୍ରା ଟଙ୍କା

ଆଜି ମିଳିବ ସୁଭଦ୍ରା ଟଙ୍କା । ୪ ଲକ୍ଷ ୫୭ ହଜାର ୬୮୧ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବା ନେଇ ପୂର୍ବରୁ ଘୋଷଣା କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ନୂଆ ୧ ଲକ୍ଷ ୭୮ ହଜାର ୩୯୮ ଜଣଙ୍କୁ ସାମିଲ କରାଯାଇଥିବାରୁ ସେମାନେ ପାଇବେ ପ୍ରଥମ କିସ୍ତି । ପ୍ରଥମ ଓ ଦ୍ୱତୀୟ କିସ୍ତିରୁ ବାଦ…

ମାସିକ ଋତୁସ୍ରାବ ବନ୍ଦ ହେବାର ଅନେକ ଅସ୍ଥାୟୀ କିମ୍ବା ସ୍ଥାୟୀ କାରଣ ଅଛି , ଆସନ୍ତୁ ଜାଣିବା ତାହା କଣ

ମାସିକ ଋତୁସ୍ରାବ ଜଣେ ମହିଳାଙ୍କ ଜୀବନର ଏକ ସ୍ୱାଭାବିକ ଅଂଶ। ତଥାପି, ଏହି ସମୟ ମଧ୍ୟରେ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। କିଛି ଝିଅଙ୍କର ଋତୁସ୍ରାବ ଠିକ୍ ସମୟରେ ହୁଏ ନାହିଁ, କେତେବେଳେ ବିଳମ୍ବ ହୁଏ। ଅନେକ ମହିଳା ଏପରି ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି ଯେତେବେଳେ ସେମାନଙ୍କର…

୨୬ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି

ଭୁବନେଶ୍ୱରରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୨.୩ ଡିଗ୍ରୀ ସେଲସିୟସ ଛୁଇଁଛି । ୧୯ଟି ସ୍ଥାନରେ ଦିନ ପାରଦ ୩୦ ଡିଗ୍ରୀ ଉପରେ ଥିବାବେଳେ ସେଥିରୁ ୭ଟି ଜାଗାରେ ତାପମାତ୍ରା ୩୧ ଡିଗ୍ରୀ ଉପରେ ଥିଲା । ବୁଧବାର ଝାରସୁଗୁଡ଼ାରେ ଦିନ ତାପମାତ୍ରା ୩୧.୪, ପାରାଦୀପରେ ୩୧.୪, ଭଦ୍ରକରେ ୩୧.୨,…

ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି-20 : ଜିତିଲା ଟିମ୍ ଇଣ୍ଡିଆ

ନାଗପୁରର ବିଦର୍ଭ କ୍ରିକେଟ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି-20ରେ ଜିତିଲା ଟିମ୍ ଇଣ୍ଡିଆ । ସୀମିତ କୋଡିଏ ଓଭରରେ ଭାରତ ୭ ୱିକେଟ୍ ହରାଇ ୨୩୮ ରନ୍ କରିଥିଲା । ଦଳ ପକ୍ଷରୁ ଅଭିଷେକ ଶର୍ମା ସର୍ବାଧିକ ୮୫ ରନ୍ ସ୍କୋର କରିଥିବା ବେଳେ ମିଡିଲ ଅର୍ଡରରେ…

ଆଜିର ରାଶିଫଳ

ମେଷ : ମେଷ ରାଶି ପାଇଁ ଏହା ଏକ ସାଧାରଣ ଦିନ ହେବ । ସମୟସୀମା ପୂର୍ବରୁ ଅଫିସ୍ କାମ ସମ୍ପୂର୍ଣ୍ଣ କରନ୍ତୁ । ଅଫିସ୍ ରାଜନୀତିରୁ ଦୂରରେ ରୁହନ୍ତୁ । ଆପଣଙ୍କ କାମ ପ୍ରତି ଅସାବଧାନ ହୁଅନ୍ତୁ ନାହିଁ । ଆପଣ ଆଜି ଘରୋଇ ଉପକରଣ କିମ୍ବା ଇଲେକ୍ଟ୍ରୋନିକ୍ ଉପକରଣ କିଣିପାରନ୍ତି । ପାରିବାରିକ ଜୀବନ…