Browsing Tag

#odisha

ସରକାରୀ ଦପ୍ତରରେ ଓଡ଼ିଆ ଭାଷାର କାର୍ଯ୍ୟକାରିତାକୁ ନେଇ ଉଦବେଗ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଦୁଇ ଦିନିଆ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ସମ୍ମିଳନୀ ଭୁବନେଶ୍ବରଠାରେ ଆରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିଭାଷଣ ରଖି ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟରେ ବିଭିନ୍ନ ପରାମର୍ଶ ଦେଇଛନ୍ତି। ଏଥିରେ ସେ ଜିଲ୍ଲାପାଳମାନଙ୍କୁ ୯ଟି ପରାମର୍ଶ ଦେଇଛନ୍ତି।…

ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା: କଂସ ଭାବେ ଚୟନ ହୋଇଛନ୍ତି ସୁଶୀଲ ମେହେର

ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା ପାଇଁ ପରବର୍ତ୍ତୀ କଂସ ଭାବେ ଚୟନ ହୋଇଛନ୍ତି ସୁଶୀଲ ମେହେର । ଚଳିତ ବର୍ଷ ନୂଆ କଂସ ହେବେ ସୁଶୀଲ ମେହେର, ଧନୁଯାତ୍ରା ପାଇଁ କଳାକାର ଚୟନ ଅନୁଷ୍ଠିତ ହୋଇଥିଲା, ଏଥିରେ ବାଜି ମାରିଛନ୍ତି ସୁଶୀଲ, ଏନେଇ ଉପଜିଲ୍ଲାପାଳ ତାଙ୍କ ନାମ ଘୋଷଣା କରିଛନ୍ତି । ୭୮ତମ…

ସାଲିଆ ସାହିରେ ଉଚ୍ଛେଦ, ଉଚ୍ଛେଦକୁ ବିରୋଧ କରି ରାସ୍ତାରେ ବସିଲେ ବସ୍ତି ବାସିନ୍ଦା

ଉଚ୍ଛେଦ ହେବ ସାଲିଆ ସାହି । ଏଥିପାଇଁ ପାଞ୍ଚ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଉଚ୍ଛେଦକୁ ବିରୋଧ କରି ରାସ୍ତାରେ ବସିଲେ ବସ୍ତି ବାସିନ୍ଦା । ବିଏମସି ଓ ବିଡିଏ ପକ୍ଷରୁ ମିଳିତ ଭାବରେ ଉଚ୍ଛେଦ ହେବ ସାଲିଆ ସାହିର କିଛି ଅଞ୍ଚଳ । ଏକାମ୍ର କାନନରୁ ଅନ୍ଧାରୁଆ ୧୩ କିଲୋମିଟର ପର୍ଯ୍ୟନ୍ତ…

ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି – ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ରାଜ୍ୟରୁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାହାର କରିବା ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ ବଡ଼ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ସେମାନଙ୍କ ବିରୁଦ୍ଧରେ ସରକାରଙ୍କ ଆଭିମୁଖ୍ୟ…

ଆନ୍ଧ୍ର -ଓଡ଼ିଶା ଓ ଛତିଶଗଡ଼-ଓଡ଼ିଶା ସୀମାରେ ବଡ଼ ଏନକାଉଣ୍ଟର,ବର୍ତ୍ତମାନ ସୁଦ୍ଧା ୭ ନକ୍ସଲ ନିହତ

ଆନ୍ଧ୍ର -ଓଡ଼ିଶା ଓ ଛତିଶଗଡ଼-ଓଡ଼ିଶା ସୀମାରେ ବଡ଼ ଏନକାଉଣ୍ଟର। ବର୍ତ୍ତମାନ ସୁଦ୍ଧା ୭ ନକ୍ସଲ ନିହତ ହେଲେଣି। ମୃତକଙ୍କ ଭିତରେ କୁଖ୍ୟାତ ମାଓ ନେତା ହିଡମା ଏବଂ ତାଙ୍କ ପତ୍ନୀ ରାଜେ ଥିବାର ସୂଚନା ରହିଛି। ବାଟାଲିୟନ ନମ୍ବର ୧ର ମୁଖ୍ୟ ଥିଲା ହିଡ଼ମା। ହିଡ଼ମା ନାମରେ କୋଟିଏ ଟଙ୍କାର ପୁରସ୍କାର…

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ‌ଶେଖ୍‌ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ‌ଶେଖ୍‌ ହସିନାଙ୍କୁ ସୋମବାର ମୃତ୍ୟୁ ଦଣ୍ଡାଦେଶ ମିଳିଛି। ଢାକାରେ ଆଇସିଟି (ଅନ୍ତର୍ଜାତୀୟ ଅପରାଧ ଟ୍ରବ୍ୟୁନାଲ୍‌) ହସିନାଙ୍କୁ ମାନବତା ବିରୋଧୀ ଅପରାଧ ପାଇଁ ଦୋଷୀସାବ୍ୟସ୍ତ କରିବାପରେ ତାଙ୍କୁ  ହତ୍ୟା ମାମଲା‌ରେ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି।…

ଟିଟିଲାଗଡରେ ହେବ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଶେଷ କୃତ୍ୟ ସମ୍ପନ୍ନ

ଅଫେରା ରାଇଜରେ ଓଲିଉଡ ଜଗତର ଚର୍ଚ୍ଚିତ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ଗତକାଲି ରାତିରେ ଭୁବନେଶ୍ୱର ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମେଡିକାଲରୁ ହ୍ୟୁମାନଙ୍କ ପାର୍ଥିବ ଶରୀର କଟକ ସ୍ଥିତ ବାସଭବନକୁ ନିଆଯାଇଥିଲା, ସେଠାରେ ବହୁ ବିଶିଷ୍ଠ ବ୍ୟକ୍ତି ତାଙ୍କ…

ଶୀତ ପ୍ରକୋପରେ ଥରୁଛି ସାରା ଓଡ଼ିଶା

ଶୀତ ପ୍ରକୋପରେ ସାରା ଓଡ଼ିଶା ଥରୁଛି। ବିଶେଷକରି କନ୍ଧମାଳ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ଶୀତ ଲହରି ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ରାଜ୍ୟର ୪ ସହରର ରାତି ପାରଦ ୧୦ ଡିଗ୍ରି ତଳକୁ ଖସିଛି। ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରି ରେକର୍ଡ ହୋଇଥିବା ବେଳେ…

ପାଗ ପରିବର୍ତନ ହେଲେ କେଉଁ କେଉଁ ରୋଗ ହେବାର ସମ୍ଭାବନା ଅଧିକ ଥାଏ

ଋତୁ ପରିବର୍ତ୍ତନ ପ୍ରକୃତିର ଏକ ସୁନ୍ଦର ଅଂଶ, କିନ୍ତୁ କେତେକ ସମୟରେ ଏହା ଆମ ସ୍ୱାସ୍ଥ୍ୟ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥାଏ । ଗ୍ରୀଷ୍ମରୁ ବର୍ଷା କିମ୍ବା ବର୍ଷାରୁ ଶୀତକୁ ପରିବର୍ତ୍ତନ ହେବା ସହିତ କିଛି ଲୋକଙ୍କ ମଧ୍ୟରେ ଥଣ୍ଡା, ଜ୍ୱର କିମ୍ବା ଆଲର୍ଜି ଭଳି ସମସ୍ୟା ଦେଖାଯାଏ। ଆପଣ କେବେ…

ଆଜିର ରାଶିଫଳ

ମେଷ: ଧୀଶକ୍ତି ବଳରେ ଆପଣ ପ୍ରତ୍ୟେକ ସ୍ଥିତିକୁ ସମ୍ଭାଳି ନେବେ। ଖେଳାଳୀ ପ୍ରଶିକ୍ଷକଙ୍କ ଠାରୁ କିଛି ବିଶେଷ ଶିଖିବେ। ଘରର ବୟୋଜ୍ୟେଷ୍ଠଙ୍କ ସ୍ବାସ୍ଥ୍ୟରେ ଧ୍ୟାନ ରଖନ୍ତୁ। ନୂଆ କାର୍ଯ୍ୟ କରିବା ଲାଗି ଉତ୍ସୁକ ରହିବେ। ‌ ବୃଷ: ଆପଣ ଧାର୍ମିକ କାର୍ଯ୍ୟରେ ରୁଚି ନେବେ। କୌଣସି ଭଲ…