ମହିଳା ଏସିଆ କପ୍ ଟ୍ବେଣ୍ଟି-୨୦: ପାକିସ୍ତାନକୁ ଶୋଚନୀୟ ଭାବେ ହରାଇଛି ଭାରତ
ଚଳିତ ବର୍ଷ ମହିଳା ଏସିଆ କପ୍ ଟ୍ବେଣ୍ଟି-୨୦ରେ ପାକିସ୍ତାନକୁ ଶୋଚନୀୟ ଭାବେ ହରାଇଛି ଭାରତ । ଭାରତୀୟ ବୋଲରଙ୍କ ଆଗରେ ପାକିସ୍ତାନୀ ବ୍ୟାଟର୍ମାନେ ସମ୍ପୂର୍ଣ୍ଣ ଫେଲ୍ ମାରିଥିଲେ । ଶ୍ରୀ ଚାରଣୀ ୩ଟି, ପ୍ରେମା ରାୱତ ୩ଟି ଏବଂ ଦୀପ୍ତି ଶର୍ମା ୨ଟି ୱିକେଟ୍ ନେଇ ପାକିସ୍ତାନର ବ୍ୟାଟିଂ…