ଆସନ୍ତାକାଲି ଫିଲ୍ମ ଫ୍ରାଇଡ଼େ ପରଦାକୁ ଆସିବ କ୍ରିତି ସାନନଙ୍କ ଫିଲ୍ମ ‘ତେରେ ଇଶ୍କ ମେଁ
ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ମୁକ୍ତିଲାଭ କରିବ କ୍ରିତି ସାନନଙ୍କ ଅପ୍କମିଙ୍ଗ ଫିଲ୍ମ ‘ତେରେ ଇଶ୍କ ମେଁ’। ଫିଲ୍ମରେ ତାଙ୍କ ଅପୋଜିଟରେ ଅଛନ୍ତି ସାଉଥ୍ ସୁପରଷ୍ଟାର୍ ଧନୁଷ । ତେବେ ବୁଧବାର ବାରାଣସୀର ଆଇପି ମଲ ଫିଲ୍ମର ଟ୍ରେଲର୍ ରିଲିଜ୍ ହୋଇଛି । ଏହା ପରେ କ୍ରିତି ଓ ଧନୁଷ ବାବା…