ବିଶିଷ୍ଟ ଓଲିଉଡ଼ ଅଭିନେତା ଅଶ୍ରୁମୋଚନଙ୍କ କାର ଦୁର୍ଘଟଣା ଗ୍ରସ୍ତ
କଟକରୁ ବିଳମ୍ବିତ ରାତିରେ ସୁଟିଂ ସାରି ନିଜେ କାର୍ ଚଳାଇ ସାରି ଘରକୁ ଫେରୁଥିଲେ ବିଶିଷ୍ଟ ଓଲିଉଡ଼ ଅଭିନେତା ଅଶ୍ରୁମୋଚନ ମହାନ୍ତି। ଆଜି ସକାଳୁ ଏକ ସଡ଼କ ଦୁର୍ଘଟଣାର ସାମ୍ନା କରିଛନ୍ତି। କାର୍ରେ ଯାଉଥିବା ବେଳେ ସେ ଭୁବନେଶ୍ବରର କଳାଝରି ନିକଟ ଦୟା (ପଶ୍ଚିମ) କେନାଲରେ ଅଘଟଣର ଶିକାର…