Browsing Tag

#odisha

ଫୋନରୁ ଆସୁଥିବା ନୋଟିଫିକେସନ୍ ମଧ୍ୟ ଆପଣଙ୍କୁ ଅସୁସ୍ଥ କରିପାରେ

ମୋବାଇଲ୍ ଫୋନ୍ ଆମ ସମସ୍ତଙ୍କ ଜୀବନରେ ଏକ ଜରୁରୀ ସାମଗ୍ରୀ ପାଲଟିଗଲାଣି। ଆମେ ସକାଳୁ ଉଠିବା ଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ମୋବାଇଲଫୋନ ବ୍ୟବହାର କରିଥାଉ। ଫୋନର ଅତ୍ୟଧିକ ବ୍ୟବହାର ଜୀବନଶୈଳୀ ଉପରେ ନକାରାତ୍ମକ ପ୍ରଭାବ ପକାଉଛି। ତେବେ ଆପଣମାନେ ଜାଣି ରଖିବା ଉଚିତ କି କେବଳ ଫୋନ୍…

ବାଂଲାଦେଶ ଏବଂ ଭାରତ ମଧ୍ୟରେ ଉତ୍ତମ ସମ୍ପର୍କ ବଜାୟ ରଖିବା ଛଡ଼ା କୌଣସି ବିକଳ୍ପ ନାହିଁ – ମହମ୍ମଦ ୟୁନୁସ

ବାଂଲାଦେଶରେ ଶେଖ ହସିନାଙ୍କ ବିରୋଧରେ ବିଦ୍ରୋହ ପରଠାରୁ ଦେଶ ମୁଖ୍ୟ ପରାମର୍ଶଦାତା ପ୍ରଫେସର ମହମ୍ମଦ ୟୁନୁସଙ୍କ ଶାସନାଧିନ ରହିଛି। ତାଙ୍କ ସମୟରେ ପଡ଼ୋଶୀ ଭାରତ ସହ ସମ୍ପର୍କରେ ମଧ୍ୟ ଫାଟ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ମହମ୍ମଦ ୟୁନୁସ କହିଛନ୍ତି ଯେ ବାଂଲାଦେଶ ଏବଂ ଭାରତ ମଧ୍ୟରେ…

ବିବାହ ପରେ ତୁରନ୍ତ ସନ୍ତାନ ଜନ୍ମ କରିବାକୁ ଯୁବକମାନଙ୍କୁ ପରାମର୍ଶ ଦେଲେ – ଏମ୍ କେ ଷ୍ଟାଲିନ୍

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍ ବିବାହ ପରେ ତୁରନ୍ତ ସନ୍ତାନ ଜନ୍ମ କରିବାକୁ ଯୁବକମାନଙ୍କୁ ପରାମର୍ଶ ଦେବା ସହ ଅଧିକ ସଂସଦୀୟ ଆସନ ହାସଲ ପାଇଁ ଏକ ବୃହତ ଜନସଂଖ୍ୟା ଏକ ମାନଦଣ୍ଡ ବୋଲି ମନେ ହୁଏ ବୋଲି କହିଛନ୍ତି। ଏକ ବିବାହ ସମାରୋହକୁ ସମ୍ବୋଧିତ କରି ଦ୍ରାବିଡ଼…

୯୭ତମ ଓସ୍କାର ପୁରସ୍କାର – ଫିଲ୍ମ ‘ଅନୋରା’ ୫ଟି ପୁରସ୍କାର ହାତେଇଛି

୯୭ତମ ଏକାଡେମୀ ପୁରସ୍କାର ବା ଓସ୍କାର ପୁରସ୍କାର ଆଜି ଭାରତୀୟ ସମୟ ସକାଳ ୫:୩୦ରେ ଆମେରିକାର ଲସ୍ ଆଞ୍ଜେଲସରେ ଅନୁଷ୍ଠିତ ହୋଇଥିଲା। ଫିଲ୍ମ ଆନୋରାକୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ଏଥର ଏକାଡେମୀ ଆୱାର୍ଡ ଆୟୋଜନ କରିଥିଲେ ପ୍ରଥମ ଥର ପାଇଁ ଓସ୍କାର…

ଏଣିକି ଏପ୍ରିଲ ୨୪ରେ ପାଳନ ହେବ ପଞ୍ଚାୟତିରାଜ ଦିବସ

ଏପ୍ରିଲ ୨୪ରେ ପାଳନ ହେବ ପଞ୍ଚାୟତିରାଜ ଦିବସ । ମାର୍ଚ୍ଚ 5ରେ ପାଳନ ହେବନି ପଞ୍ଚାୟତିରାଜ ଦିବସ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ମିଳିଛି । ପଞ୍ଚାୟତିରାଜ ଦିବସ ପାଳନରେ ଅସଙ୍ଗତ ଦୂର କରିବାକୁ ପ୍ରୟାସ । ଅଲଗା ଅଲଗା ପାଳନ ହେବନି ଜାତୀୟ ଓ ରାଜ୍ୟସ୍ତରୀୟ ଉତ୍ସବ ।…

ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ଓ କଲେଜ ପାଇଁ ଖୁବ ଶୀଘ୍ର ଆସିବ ଗାଇଡଲାଇନ୍‌

ସ୍କୁଲ ଓ କଲେଜ ପାଇଁ ଖୁବ ଶୀଘ୍ର ଆସିବ ଗାଇଡଲାଇନ୍‌ । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଦିନେ ଦୁଇ ଦିନ ମଧ୍ୟରେ ଏହି ସ୍ବତନ୍ତ୍ର ଗାଇଡଲାଇନ୍‌ ଆସିବ ବୋଲି ସୂଚନା ରହିଛି। ସ୍କୁଲ ଓ ଗଣଶିକ୍ଷା  ବିଭାଗ ଓ ଉଚ୍ଚ ଶିକ୍ଷା ବିଭାଗ ସହିତ ରାଜସ୍ବ  ବିଭାଗର ଏନେଇ ଆଲୋଚନ ସରିଥିବା ଜଣାଯାଇଛି।…

୨୦୨୫ ‌‌ଫେବ୍ରୁଆରିରେ ରାଜ୍ୟରେ ଜିଏସ୍‌ଟି ଆଦାୟରେ ୪ ପ୍ରତିଶତ ବୃଦ୍ଧି

ଫେବ୍ରୁଆରି ମାସରେ ଦେଶରେ ଜିଏସ୍‌ଟି ଆଦାୟ ରାଶି ୨୦୨୪ ଫେବ୍ରୁଆରି ତୁଳନାରେ ୯.୧ ପ୍ରତିଶତ ବୃଦ୍ଧି ଘଟି ୧.୮୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଫେବ୍ରୁଆରି ମାସରେ କେନ୍ଦ୍ରୀୟ ଜିଏସ୍‌ଟି ବାବଦରେ ୩୫,୨୦୪ କୋଟି ଟଙ୍କା, ରାଜ୍ୟ ଜିଏସ୍‌ଟି ବାବଦରେ ୪୩,୭୦୪ କୋଟି ଟଙ୍କା ଏବଂ ସମନ୍ବିତ…

ସବୁଠୁ ପବିତ୍ର କୁହାଯାଉଥିବା ଗଙ୍ଗା ନଦୀର ଜଳ ଏବେ ପ୍ରଦୂଷିତ

ସବୁଠୁ ପବିତ୍ର କୁହାଯାଉଥିବା ଗଙ୍ଗା ନଦୀର ଜଳ ଏବେ ପ୍ରଦୂଷିତ। ବିହାର ଦେଇ ଯାଇଥିବା ଗଙ୍ଗା ନଦୀର ଏହି ଜଳ ଏବେ ଗାଧୋଇବା ପାଇଁ ମଧ୍ୟ ଅନୁପଯୁକ୍ତ। ଜଳରେ ବ୍ୟାକ୍ଟେରିଆ ବା ଜୀବାଣୁ ସଂଖ୍ୟା ବହୁ ଅଧିକ ରହୁଥିବାରୁ ତାହା ପ୍ରଦୂଷିତ ହୋଇପଡ଼ିଥିବା ବିହାର ଅର୍ଥନୈତିକ ସର୍ଭେ ୨୦୨୪-୨୫ରେ…

ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସହର

ଫଗୁଣ ମାସ ଅଧା ହୋଇନାହିଁ , ତାତି ଛୁଇଁଲାଣି ଶିଖର। ଶନିବାର ପଶ୍ଚିମ ଓଡ଼ିଶାରେ ତାପମାତ୍ରା 38 ଡ଼ିଗ୍ରୀ ଟପିଥିବା ବେଳେ ରାଜ୍ୟର 11 ସହର ତାପମାତ୍ରା 37 ଡ଼ିଗ୍ରୀ ଅତିକ୍ରମ କରିଛି । ଏପରି ଅବସ୍ଥାରେ ଆଗକୁ ପରିସ୍ଥିତି ଆହୁରି ଅସମ୍ଭାଳ ହେବା ବୋଲି କୁହାଯାଉଛି ।  ଚଳିତ ବର୍ଷ ପ୍ରଚଣ୍ଡ  ତାତି…

ଚାମ୍ପିୟନ୍ସ ଟ୍ରଫି : ନ୍ୟୁଜିଲାଣ୍ଡ କୁ ହରାଇଲା ଭାରତ

ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଚାଲିଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫିର ଏକ ମ୍ୟାଚରେ ନ୍ୟୁଜିଲାଣ୍ଡକୁ  ୪୪ ରନରେ ପରାସ୍ତ କରିଛି ଭାରତ । ଭାରତ ପକ୍ଷରୁ ନ୍ୟୁଜିଲାଣ୍ଡ ଆଗରେ ୨୫୦ ରନର ଲକ୍ଷ୍ୟ ରଖାଯାଇଥିଲା । ତେବେ ନ୍ୟୁଜିଲାଣ୍ଡ ୪୫.୩ ଓଭରରେ ୨୦୫  ରନ କରି ଅଲଆଉଟ ହୋଇଯାଇଥିଲା । ଦଳ…