Browsing Tag

#odisha

ଚଳିତ ମାସ ପହିଲାରୁ ସାରା ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇଛି

ଚଳିତ ମାସ ପହିଲାରୁ ସାରା ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇଛି। ଉତ୍ତର ଓଡ଼ିଶାରେ ଦିନ ତାପମାତ୍ରା ୩୯ ଡିଗ୍ରୀ ଛୁଇଁଛି। ବୁଧବାର ରାତିରେ ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବା ହେତୁ ଶୀତ ଅନୁଭୂତ ହୋଇଛି। ବସନ୍ତ ଋତୁରେ ଦିନରେ ରୌଦ୍ରତାପ ବଢ଼ିବା ସହିତ ରାତିରେ ସର୍ବନିମ୍ନ…

ସୁନା ଋଣ କ୍ଷେତ୍ରରେ ବେଆଇନ କାରବାର ହେଉଥିବା ସନ୍ଦେହ

ସୁନା ବନ୍ଧକ ରଖି ଲୋକମାନେ ନେଉଥିବା ଋଣ ପରିମାଣ ଦ୍ରୁତ ଗତିରେ ବଢ଼ିବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ବେଶ୍‌ ଚିନ୍ତିତ ହୋଇପଡ଼ିଛି। ଆଗକୁ କୌଣସି ବଡ଼ ଧରଣର ଅସୁବିଧା ହେବା ପୂର୍ବରୁ ସୁନା ଋଣକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ସୁନା ଋଣ କ୍ଷେତ୍ରରେ ବେଆଇନ କାରବାର…

୧୦ରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ

୧୦ରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ। ରାଜ୍ୟରେ ମହିଳାଙ୍କ ପ୍ରତି ଅତ୍ୟାଚାର ପ୍ରତିବାଦରେ ପ୍ରତିବାଦ କରାଯିବ। ଏନେଇ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ସୂଚନା ଦେଇଛନ୍ତି। ସବୁ ଜିଲାପାଳ ଏବଂ ଭୁବନେଶ୍ୱର ଏଡିଏମ୍‌ ଅଫିସ ଆଗରେ ବିକ୍ଷୋପ କରିବ। ବିଜେଡି ଓ କଂଗ୍ରେସ ବିଧାୟକମାନେ…

ମଟନ୍ ନାଁରେ ହୋଟେଲ୍‌ରେ ଦିଆ ଯାଉଥିଲା ଗୋ-ମାଂସ

ମଟନ୍ ନାଁରେ ହୋଟେଲ୍‌ରେ ଦିଆ ଯାଉଥିଲା ଗୋ-ମାଂସ । ଏମିତି ସଙ୍ଗୀନ ଅଭିଯୋଗ ଆସିଛି ପୁରୀ-ଭୁବନେଶ୍ଵର ଜାତୀୟ ରାଜପଥ କଡ଼ ସାକ୍ଷୀଗୋପାଳ ନିକଟ ଜୟା ହୋଟେଲ୍ ନାଁରେ । ଜୟା ହୋଟେଲ୍ ନାଁରେ ଏତେ ବଡ଼ ଅଭିଯୋଗ ଆସିବା ପରେ ପ୍ରଶାସନ ହୋଟେଲକୁ ସିଲ୍ କରିଛି । ହୋଟେଲର ମଟନ ନମୁନା ପରୀକ୍ଷା ଲାଗି…

ଅପରାହ୍ନ 4ଟା ଯାଏଁ ମୁଲତବି ହୋଇଛି ଗୃହ

ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ । ଅପରାହ୍ନ 4ଟା ଯାଏଁ ମୁଲତବି ହୋଇଛି ଗୃହ । ବିଜୁ ବାବୁ ପ୍ରସଙ୍ଗରେ ବାଚସ୍ପତିଙ୍କ ପୋଡିୟମ ତଳେ ବିଜେଡ଼ି ବିଧାୟକ କରିଛନ୍ତି ଜୋରଦାର ହଟ୍ଟଗୋଳ । ଆଜି ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଙ୍ଗାମା ଯୋଗୁଁ ପ୍ରଥମେ ମଧ୍ୟାହ୍ନ 12 ଟା ଯାଏ ଗୃହ…

ହାଇକୋର୍ଟ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ହରିଶ ଟଣ୍ଡନ

ଜଷ୍ଟିସ ହରିଶ ଟଣ୍ଡନ ହେଲେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି। ସୁପ୍ରିମକୋର୍ଟ କଲେଜିୟମ କଲେ ସୁପାରିଶ। ଏବେ କଲିକତା ହାଇକୋର୍ଟରେ ବିଚାରପତି ଅଛନ୍ତି ଜଷ୍ଟିସ ଟଣ୍ଡନ। ଗତ ଜାନୁଆରୀ 19ରେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂଙ୍କ କାର୍ଯ୍ୟକାଳ ଶେଷ ହେବା ପରଠାରୁ ଖାଲି ପଡ଼ିଥିଲା ଓଡ଼ିଶା…

ଏକଦିବସୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ମୁସଫିକର ରହିମ

ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲ ମ୍ୟାଚ୍‌ ମାର୍ଚ୍ଚ ୯ରେ ଦୁବାଇରେ ଖେଳାଯିବ। କିନ୍ତୁ ଏହାର ୪ ଦିନ ପୂର୍ବରୁ, ବାଂଲାଦେଶୀ ଉଇକେଟକିପର-ବ୍ୟାଟ୍ସମ୍ୟାନ ମୁସଫିକର ରହିମ ଏକଦିବସୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୧୯ ବର୍ଷର କ୍ୟାରିୟର ପରେ ସେ ଏହି ଫର୍ମାଟକୁ ଅଲ୍‌ବିଦା କହିଛନ୍ତି। ସେ…

ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସରେ ସୁଧାର ଘଟିଛି

ଲଗାତାର ୧୦ଟି କାରବାର ଦିନରେ ତଳକୁ ଖସୁଥିବା ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସରେ ସୁଧାର ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁଳ୍କ ଜରିଆରେ ବାଣିଜ୍ୟ ଲଢ଼େଇ ଆରମ୍ଭ କରିବା ପରେ ଷ୍ଟକ୍ ବଜାର ଅସ୍ଥିର ରହିବ ବୋଲି ଆଶା କରାଯାଉଥିଲା। କିନ୍ତୁ ବୁଧବାର ତାହାର ଓଲଟା ଚିତ୍ର…

୭ ତାରିଖରେ ସୁଭଦ୍ରା ପାଇଁ ପ୍ରତି ଘରେ ଦୀପ ଜାଳିବାକୁ ଅପିଲ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

’ସୁଭଦ୍ରା’ ପାଇଁ ଦୀପ ଜାଳନ୍ତୁ । ଆସନ୍ତା ୭ ତାରିଖରେ ସୁଭଦ୍ରା ପାଇଁ ପ୍ରତି ଘରେ ଦୀପ ଜାଳିବାକୁ ଅପିଲ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ପ୍ରତି ସୁଭଦ୍ରା ମା’ଙ୍କ ପାଇଁ ଏହା ହେବ ସମ୍ମାନ ବୋଲି ସେ କହିଛନ୍ତି। ଆଜି ମହିଳା , ଶିଶୁ ବିକାଶ ସମ୍ମିଳନୀ କକ୍ଷରୁ ସୁଭଦ୍ରା ଟଙ୍କା…

ସରିଲା ମାଟ୍ରିକ ପରୀକ୍ଷା , ମାର୍ଚ୍ଚ ୧୯ରୁ ଖାତା ଦେଖା, ମେ’ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ପରୀକ୍ଷାଫଳ

ମେ’ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍‌ ପରୀକ୍ଷାଫଳ । ମାର୍ଚ୍ଚ ୧୯ରୁ ମାଟ୍ରିକ୍‌ ଖାତା ଦେଖା ଆରମ୍ଭ ହେବ । ଏନେଇ ଗୁରୁବାର ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି । ସୂଚନାନୁଯାୟୀ, ଶେଷ ହୋଇଛି ମାଟ୍ରିକ୍‌ ପରୀକ୍ଷା । ସୁରୁଖୁରୁରେ ପରୀକ୍ଷା ଶେଷ ହୋଇଛି ବୋଲି ବୋର୍ଡ…