Browsing Tag

#odisha

ହୋଲିରେ କିପରି କରିବେ  ତ୍ବଚା ଏବଂ କେଶର ଯତ୍ନ  

ଆସିଛି ରଙ୍ଗର ପର୍ବ ହୋଲି । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ହୋଲିର ରଙ୍ଗରେ ରଙ୍ଗାୟିତ ହୋଇଥାଆନ୍ତି । ହୋଲିରେ କେହି କାହାକୁ ରଙ୍ଗ ଲଗାଇଲେ ମାତ୍ରେ ହିଁ ମନରେ ଥିବା ସମସ୍ତ ରୋଷ ଓ ଅଭିମାନ ଦୂରେଇ ଯାଇଥାଏ । ଏହି ରଙ୍ଗୀନ ପର୍ବ ମନକୁ ଆନନ୍ଦ ଏବଂ…

ଆଜି ସାରା ଦେଶ ପାଳନ କରୁଛି ରଙ୍ଗର ପର୍ବ ହୋଲି

ଆଜି ହେଉଛି ହୋଲି । ରଙ୍ଗର ପର୍ବ, ଖୁସି, ଉତ୍ସାହର ଦିନ । ଆମ ସମସ୍ତଙ୍କ ପସନ୍ଦର ପର୍ବ ହୋଲି । ରଙ୍ଗର ଏହି ପର୍ବକୁ ନେଇ ଗାଁଠୁ ସହର ସବୁଠି ଉତ୍ସବ ମୁଖର । ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ । ସବୁଠି ହୋଲି ପର୍ବର ଧୁମ ଦେଖିବାକୁ ମିଳେ ।ସାଧାରଣ ଲୋକଙ୍କଠୁ ନେଇ ସେଲିବ୍ରେଟି  ସମସ୍ତେ…

ଅନ୍ୟ ଜାତିରେ ବିବାହ ପରେ ୧୨ ବର୍ଷ ପାଇଁ ନିଜ ଜାତିରୁ ସମାଜିକ ବାସନ୍ଦ ହେଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ

ବଢିଲା ପ୍ରଦୀପ ମାଝୀଙ୍କ ଅଡୁଆ । ଅନ୍ୟ ଜାତିରେ ବିବାହ ପରେ ଜାତିରୁ ବାସନ୍ଦ କରିଛନ୍ତି ସାହି ଭାଇ । ଅନ୍ୟ ଜାତିରେ ବିବାହ କରିବା ପ୍ରଦୀପ ମାଝୀଙ୍କୁ ମହଙ୍ଗା ପଡିଛି । ପ୍ରଦୀପ ଓ ତାଙ୍କ ପରିବାରଙ୍କୁ ନିଜ ଜାତି ସମାଜିକ ବାସନ୍ଦ କରିଛି । ୧୨ ବର୍ଷ ପାଇଁ ନିଜ ଜାତି ର ସମାଜିକ ବାସନ୍ଦ…

କାହିଁକି ଗୋଲାପୀ ରଙ୍ଗର ଜିନିଷ ଏତେ ଦାମୀକିଆ

ଅନେକ ସମୟରେ ଆପଣମାନେ ଦେଖିଥିବେ କି, ବଜାରରେ ଯେକୌଣସି ସାମଗ୍ରୀ କିଣନ୍ତି ଯେତିକି ଦର ଥାଏ ସେହି ସମାନ ସାମଗ୍ରୀ ଯଦି ଗୋଲାପୀ ରଙ୍ଗର ଆପଣ କିଣନ୍ତି ତାହାଲେ ଅଧିକ ଦାମ ହୁଏ । କୁହାଯାଉଛି ଗୋଲାପୀ ରଙ୍ଗ ମହିଳା ଓ ଯୁବତୀଙ୍କର ସବୁଠାରୁ ଅଧିକ ପସନ୍ଦ । ତେଣୁ ଏହି ରଙ୍ଗର ପ୍ରତିଟି ସାମଗ୍ରୀର…

ବଜାରରେ ସୁନା ଓ ରୂପା ଦର ଆକାଶଛୁଆଁ,୮୮ ଟପିଲା ସୁନା ଦର

ବଜାରରେ ସୁନା ଓ ରୂପା ଦର ଆକାଶଛୁଆଁ ହେବାରେ ଲାଗିଛି। ଭୁବନେଶ୍ବରରେ ପ୍ରମୁଖ ସୋରୁମ୍‌ଗୁଡ଼ିକରେ ଆଜି ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌ ପିଛା ୮୮,୫୮୦ ଟଙ୍କା‌ରେ ପହଞ୍ଚିଛି। ସେହିଭଳି ୨୨ କ୍ୟା‌ରେଟ୍‌ ସୁନା ଦର ୧୦ ଗ୍ରାମ୍‌ ପିଛା ୮୧୨୦୦ ଟଙ୍କା ହୋଇଛି। ଗତକାଲି ତୁଳନାରେ ସୁନା ଦରରେ…

ଦିନ ୧୨ଟାରୁ ୧ଟା ସୁଦ୍ଧା ହୋଲି ଖେଳ ସାରିବାକୁ ଡିସିପିଙ୍କ ପରାମର୍ଶ

ହୋଲି ଅଘଟଣ ରୋକିବା ପାଇଁ ରାଜ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। କଟକ ଭୁବନେଶ୍ଵର ସହର ପାଇଁ ଅଧିକ ଫୋର୍ସ ମୁତୟନ କରାଯିବ। ଭୁବନେଶ୍ଵର ଓ କଟକ ସହରର ଅତି ସମ୍ବେଦନଶୀଳ ଓ ଦୁର୍ଘଟଣା ବହୁଳ ଜଳାଶୟ ନିକଟରେ ଫୋର୍ସ ମୁତୟନ ହେବେ । ଭୁବନେଶ୍ଵରରେ ୫ଟି ଓ କଟକରେ ୩ଟି…

ଇଂଲଣ୍ଡ୍ ବ୍ୟାଟର୍ ହ୍ୟାରି ବ୍ରୁକ୍‌ଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ କରିଛି ବିସିସିଆଇ

ଶେଷ ମୁହୂର୍ତ୍ତରେ ଆଇପିଏଲ୍‌-୨୦୨୫ରୁ ଓହରିଯାଇଥିବାରୁ ଇଂଲଣ୍ଡ୍ ବ୍ୟାଟର୍ ହ୍ୟାରି ବ୍ରୁକ୍‌ଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ କରିଛି ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)। ବିସିସିଆଇ ଏ ସମ୍ପର୍କରେ ବ୍ରୁକ୍‌ଙ୍କ ଜାତୀୟ କ୍ରିକେଟ୍‌ ସଂଘ ଇଂଲଣ୍ଡ୍ ଆଣ୍ଡ୍ ୱେଲ୍ସ କ୍ରିକେଟ୍…

ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ବିସ୍ଫୋରଣ, ଲାଗିଲା ନିଆଁ

ଆଜି ସକାଳୁ ସକାଳୁ ବରମୁଣ୍ଡ ବସଷ୍ଟାଣ୍ଡରେ ଘଟିଛି ଅଘଟଣ | ସକାଳେ ଏକ ବିସ୍ଫୋରଣ ପରେ ଭୁବନେଶ୍ୱରର ବାରମୁଣ୍ଡା ବସ୍ ଷ୍ଟାଣ୍ଡରେ ଥିବା ଏକ ଟିକେଟ୍ କାଉଣ୍ଟରରେ ବିସ୍ଫୋରଣ ହୋଇଛି। ଫଳରେ ସେଠାରେ ନିଆଁ ଲାଗିଯିବାରୁ ଟର୍ମିନାଲରେ ଥିବା ଯାତ୍ରୀ ଏବଂ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି…

ସାଲିଆ ସାହିରେ ବିପୁଳ ପରିମାଣର ଦେଶୀ ମଦ ଜବତ

ଆଜି ଅବକାରୀ ବିଭାଗ ଅଧିକାରୀମାନେ ଭୁବନେଶ୍ୱରର ସାଲିଆ ସାହିରେ ବେଆଇନ ଦେଶୀ ମଦ ଆଡ୍ଡାକୁ ଟାର୍ଗେଟ କରି ଚଢାଉ କରିଛନ୍ତି। ଏକ ସୂଚନା ପାଇ, ଟିମ୍ ଶୁକ୍ରବାର ଭୋରରୁ ସେହି ଅଞ୍ଚଳରେ ତଲାସୀ ଅଭିଯାନ ଚଳାଇ ବିପୁଳ ପରିମାଣର ଦେଶୀ ମଦ ଏବଂ କଞ୍ଚାମାଲ ଜବତ କରିଥିଲେ। ଅଧିକାରୀମାନେ ଘଟଣାସ୍ଥଳରେ…

ଆଜି ୧୦ ଜିଲ୍ଲାରେ ଗ୍ରୀଷ୍ମ ଲହରୀ ଜାରି ,ଦିନ ୧୧ଟାରୁ ୩ଟା ବାହାରକୁ ନଯିବାକୁ ଜନସାଧାରଣଙ୍କୁ  ପରାମର୍ଶ ଦେଇଛନ୍ତି…

ସାରା ରାଜ୍ୟରେ ପ୍ରଚଣ୍ଡ ଖରା । ୧୭ ତାରିଖ ପର୍ଯ୍ୟନ୍ତ ତାତିରୁ ନାହିଁ ନିସ୍ତାର  ।  ୪୦ ଡିଗ୍ରୀ ଟପିଲା ୮ ସହରର ତାପମାତ୍ରା । ଝାରସୁଗୁଡାରେ ସର୍ବାଧିକ ୪୧ ଡିଗ୍ରୀ ରେକର୍ଡ ହୋଇଛି  ।   ଆଜି ୧୦ ଜିଲ୍ଲାରେ ଗ୍ରୀଷ୍ମ ଲହରୀ ଜାରି ।  ଦିନ ୧୧ଟାରୁ ୩ଟା ବାହାରକୁ ନଯିବାକୁ ଜନସାଧାରଣଙ୍କୁ  …