Browsing Tag

#odisha

ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବଡ଼ ମହାସ୍ନାନ ଅନୁଷ୍ଠିତ

ଆଜି ବିଶ୍ବପ୍ରସିଦ୍ଧ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ଶ୍ରୀବଳଭଦ୍ର ଏବଂ ମା' ସୁଭଦ୍ରାଙ୍କ ବଡ଼ ମହାସ୍ନାନ କରାଯାଇଛି। ଜଣେ ଭକ୍ତ ବାନ୍ତି କରିବାରୁ ଏହି ବଡ଼ ମହାସ୍ନାନ କରାଯାଇଛି। ସୂଚନା ମୁତାବକ ସକାଳ ପ୍ରାୟ ସାଢେ ୮ଟା ସମୟରେ ଭିତର ଦର୍ଶନ ଚାଲିଥିବାବେଳେ ଭକ୍ତ ଜଣ…

ଯୁକ୍ତରାଷ୍ଟ୍ର ଭାରତ ସହିତ ଠିଆ ହୋଇଛି ଏବଂ ସମସ୍ତ ଆତଙ୍କବାଦ କାର୍ଯ୍ୟକୁ ଦୃଢ଼ ଭାବରେ ନିନ୍ଦା କରୁଛୁ –…

ଜମ୍ମୁ-କଶ୍ମୀରର ପହଲଗା‌ମ୍‌ରେ ହୋଇଥିବା ଆତଙ୍କବାଦ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛି ଆମେରିକା। ଯୁକ୍ତରାଷ୍ଟ୍ର ଭାରତ ସହିତ ଠିଆ ହୋଇଛି ଏବଂ ସମସ୍ତ ଆତଙ୍କବାଦ କାର୍ଯ୍ୟକୁ ଦୃଢ଼ ଭାବରେ ନିନ୍ଦା କରୁଛି ବୋଲି ଆମେରିକା କହିଛି। ଆମେରିକାର ଷ୍ଟେଟ ଡିପାର୍ଟମେଣ୍ଟ ମୁଖପାତ୍ର ଟାମି ବ୍ରୁସ ଗୁରୁବାର…

ଗତ ୭୮ ବର୍ଷ ମଧ୍ୟରେ ଗୋଟିଏ ମିଲିମିଟର ଭୂମି ମଧ୍ୟ ସ୍ଥାନାନ୍ତରିତ ହୋଇନାହିଁ – ସୁନୀଲ ଗାଭାସ୍କର

ଜମ୍ମୁ-କଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଯୋଗୁଁ ସାରା ଦେଶରେ ପାକିସ୍ତାନ ବିରୋଧରେ କ୍ରୋଧ ରହିଛି। ଏହି କ୍ରୋଧର ପ୍ରଭାବ କ୍ରିକେଟ ଜଗତରେ ମଧ୍ୟ ଦେଖିବାକୁ ମିଳୁଛି। ଏହି କାପୁରୁଷ ଆତଙ୍କବାଦୀ ଆକ୍ରମଣକୁ ଅନେକ କ୍ରିକେଟର ପୂର୍ବରୁ ନିନ୍ଦା କରିସାରିଛନ୍ତି। ଏବେ…

ଓଡ଼ିଶା ଛାଡ଼ିବାକୁ 12 ଜଣ ପାକିସ୍ତାନୀ ନାଗରିକଙ୍କୁ ନୋଟିସ

ଓଡ଼ିଶାରେ ଆଉ ପାକିସ୍ତାନୀ ନାଗରିକ ରହିପାରିବେ ନାହିଁ। ସେମାନଙ୍କୁ ରାଜ୍ୟର ବିଦା କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ଏଥି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଦୀର୍ଘକାଳୀନ ଭିସା ବଳରେ ଭାରତର ବିଭିନ୍ନ…

ପହଲଗାମ ଆତଙ୍କବାଦୀ ଆକ୍ରମଣ : ପାକିସ୍ତାନୀ ଅଭିନେତା ଫୱାଦଙ୍କ ଶୋକପ୍ରକାଶ ସତ୍ତ୍ବେ ତାଙ୍କ ଫିଲ୍ମର ଗୀତକୁ ୟୁଟ୍ୟୁବରୁ…

ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ପାକିସ୍ତାନୀ ଅଭିନେତା ଫୱାଦ ଖାନ ଦୃଢ଼ ଭାବେ ନିନ୍ଦା କରିଥିଲେ। ଫୱାଦ ଖାନ ଇନଷ୍ଟାଗ୍ରାମରେ ଶୋକ ପ୍ରକାଶ କରି ଲେଖିଥିଲେ ଯେ, 'ପହଲଗାମରେ ହୋଇଥିବା ଏହି ଜଘନ୍ୟ ଆକ୍ରମଣର ଖବର ଶୁଣି ଗଭୀର ଦୁଃଖିତ। ଆମର ପ୍ରାର୍ଥନା ପୀଡିତ ଏବଂ…

ଭାରତ-ପାକିସ୍ତାନ ସମ୍ପର୍କରେ ଚାଲିଥିବା ଅନିଶ୍ଚିତତାର ପ୍ରଭାବ ନିବେଶକଙ୍କ ଉପରେ ପଡ଼ିଛି , 900 ପଏଣ୍ଟ ଖସିଲା ସେନସେକ୍ସ

ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ସମ୍ପର୍କରେ ଚାଲିଥିବା ଅନିଶ୍ଚିତତାର ପ୍ରଭାବ ନିବେଶକଙ୍କ ଉପରେ ପଡ଼ିଛି। ଶୁକ୍ରବାର ଦିନ ଭାରତୀୟ ସେୟାର୍‌ ବଜାରରେ ପଏଣ୍ଟ ହ୍ରାସ ଘଟିଥିବା ସୂଚନା ରହିଛି। ସକାଳ ୧୧ଟା ସୁଦ୍ଧା ଏସ୍‌ ଆଣ୍ଡ୍‌ ପି …

ସାରାରାତି ଏଲଓସିରେ ପାକିସ୍ତାନ ଗୁଳିମାଡ କରିଥିବା ସୂଚନା

ପହଲଗାମ ଆତଙ୍କୀ ହମଲା ପରେ ସାରା ଦେଶରେ ତୀବ୍ର ଅସନ୍ତୋଷ ଜାରି ରହିଥିବା ବେଳେ ଆତଙ୍କବାଦୀ ଏବଂ ପାକିସ୍ତାନ ଉପରେ ରକ୍ତ ଚାଉଳ ଚୋବାଉଛନ୍ତି ଦେଶବାସୀ । ଯବାନମାନେ ଆତଙ୍କୀଙ୍କୁ ମାରି ବଦଲା ନେବାକୁ ପ୍ରସ୍ତୁତ ଅଛନ୍ତି । ନିର୍ଦ୍ଦେଶ ମିଳିଲେ ହିଁ ଶତ୍ରୁଙ୍କ ଛାତି ଚିରି ଦେବାକୁ ପ୍ରସ୍ତୁତ…

ଆଜି ବିଶ୍ବ ମ୍ୟାଲେରିଆ ଦିବସ

ଓଡ଼ିଶାରେ ମ୍ୟାଲେରିଆ ସ୍ଥିତି ଅତ୍ୟନ୍ତ ସଙ୍ଗିନ। ରକେଟ୍‌ ବେଗରେ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ଗତ ୩ବର୍ଷ ହେବ ରାଜ୍ୟରେ ମ୍ୟାଲେରିଆ ସ୍ଥିତି ସଂପୂର୍ଣ୍ଣ ଓଲଟିଯାଇଛି। କିଭଳି ଏହାକୁ ନିୟନ୍ତ୍ରଣ କରାଯିବ ସରକାର ବାଟ ପାଉ ନାହାନ୍ତି। ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇବା କାରଣରୁ ଓଡ଼ିଶା…

ଅକ୍ଷୟ ତୃତୀୟାରେ ଚମକିବ ଏହି ରାଶିଙ୍କ ଭାଗ୍ୟ

ଚଳିତ ବର୍ଷ ଅକ୍ଷୟ ତୃତୀୟା ୩୦ ଏପ୍ରିଲରେ ପାଳନ କରାଯିବ । ଏହାର ୨ ଦିନ ପୂର୍ବରୁ ଅର୍ଥାତ୍‌ ୨୮ ଏପ୍ରିଲରେ ଗୁରୁ-ଶନିର ନକ୍ଷତ୍ର ପରିବର୍ତ୍ତନ ହେବାକୁ ଯାଉଛି । ଜ୍ୟୋତିଷ ଗଣନାନୁସାରେ ଏହି ଦିନ ଶନି ଦେବ ଉତ୍ତରାଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବେ । ଶନିଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ…

ଶିମିଳିପାଳ ଅଭୟାରଣ୍ୟକୁ ‘ଜାତୀୟ ଉଦ୍ୟାନ‘ର ମାନ୍ୟତା

ଦୀର୍ଘ ଦିନରୁ ହୋଇ ଆସୁଥିବା ଦାବି ପୂରା ହୋଇଛି। ଅପେକ୍ଷାର ଅନ୍ତ ଘଟିଛି। ଶିମିଳିପାଳ ଅଭୟାରଣ୍ୟକୁ ‘ଜାତୀୟ ଉଦ୍ୟାନ‘ର ମାନ୍ୟତା ମିଳିଛି। ଏନେଇ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଗୁରୁବାର ଦିନ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥି ସହିତ ରାଜ୍ୟର ଦ୍ବିତୀୟ ଓ ଦେଶର…