Browsing Tag

#odisha

ଜାଣନ୍ତୁ ଆଜିର ରାଶିଫଳ

ମେଷ: କାରବାର ଓ ପରିବାର ମଧ୍ୟରେ ଭାରସାମ୍ୟ ବଜାୟ ରହିବ। ଧର୍ମାନୁଷ୍ଠାନକୁ ଯିବାର ଯୋଜନା କରିବେ। କାମ କରିବାର ନୂଆ ପଦ୍ଧତି ଉପରେ ବିଚାର କରିବେ। ‌ ବୃଷ: ବିଷମ ପରିସ୍ଥିତିରେ ଧୈର୍ଯ୍ୟଧରି ରହିବେ। ବିରୋଧୀ ଆପଣଙ୍କ ସଂପର୍କରେ ମିଥ୍ୟାକଥା ପ୍ରଚାର କରିପାରନ୍ତି। ଆପଣଙ୍କର ସ୍ଥିତି ଶୀଘ୍ର…

ଅପରେସନ୍‌ ସିନ୍ଦୂର-୨.୦’ ପରିପ୍ରେକ୍ଷୀରେ ସୁରକ୍ଷା କାରଣରୁ ଆଇପିଏଲ୍‌ ବି ପ୍ରଭାବିତ

ଅପରେସନ୍‌ ସିନ୍ଦୂର-୨.୦’ ପରିପ୍ରେକ୍ଷୀରେ ସୁରକ୍ଷା କାରଣରୁ ଆଇପିଏଲ୍‌ ବି ପ୍ରଭାବିତ ହୋଇଛି। ଗୁରୁବାର ହିମାଚଳପ୍ରଦେଶର ଧର୍ମଶାଳାଠାରେ ଖେଳାଯାଉଥିବ‌ା ପଞ୍ଜାବ କିଙ୍ଗ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍‌କୁ ୧୦.୧ ଓଭର ପରେ ବନ୍ଦ କରିଦିଆଯାଇଛି। ବର୍ଷା ପାଇଁ ଏହି ମ୍ୟାଚ୍‌ ବିଳମ୍ବରେ…

ପଞ୍ଜାବ ସରକାରଙ୍କ ବଡ଼ ନିଷ୍ପତ୍ତି , ସୀମାରେ ନଅଟି ଆଣ୍ଟି ଡ୍ରୋନ ସିଷ୍ଟମ ନିୟୋଜିତ କରିବାକୁ ନିଷ୍ପତ୍ତି

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପଞ୍ଜାବ ସରକାର ଆତଙ୍କବାଦୀଙ୍କ ମେରୁଦଣ୍ଡ ଭାଙ୍ଗିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି।  ପାକିସ୍ତାନ କ୍ରମାଗତ ଭାବେ ଅସ୍ତ୍ରବିରତି ଉଲ୍ଲଂଘନ କରିବାକୁ ଉଦ୍ୟମ କରୁଛି। ଏହାକୁ ଦୃଷ୍ଟିରେ ରଖି  ପଞ୍ଜାବ କ୍ୟାବିନେଟ ସୀମାରେ ନଅଟି…

ଭାରତ ପକ୍ଷରୁ ହୋଇଥିବା ଅପରେସନ ସିନ୍ଦୂର ପରେ ସିନେମା ଶିଳ୍ପରେ ‘ସିନ୍ଦୂର’ ଶୀର୍ଷକୁ ନେଇ ପ୍ରତିଯୋଗିତା ଆରମ୍ଭ

ଭାରତ ପକ୍ଷରୁ ହୋଇଥିବା ଅପରେସନ ସିନ୍ଦୂର ପରେ ସିନେମା ଶିଳ୍ପରେ ‘ସିନ୍ଦୂର’ ଶୀର୍ଷକୁ ନେଇ ପ୍ରତିଯୋଗିତା ଆରମ୍ଭ ହୋଇଛି।  ଫେଡେରେସନ ଅଫ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲୋଇଜର ଅଧ୍ୟକ୍ଷ ବି.ଏନ ତିୱାରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଆତଙ୍କବାଦୀ ଆକ୍ରମଣର କଡ଼ା ଜବାବ ଦେବାକୁ ଯାଇ…

ଭାରତ ପାକିସ୍ତାନ ଉତ୍ତେଜନାର ପ୍ରଭାବରେ ଗତ ୨ ଦିନରେ ସେନସେକ୍ସ ପ୍ରାୟ ୧୨୦୦ ପଏଣ୍ଟ ହ୍ରାସ ପାଇଛି

ଭାରତ ପାକିସ୍ତାନ ଉତ୍ତେଜନାର ପ୍ରଭାବର ଷ୍ଟକ ବଜାର ଉପରେ ପଡ଼ିଛି । ଶୁକ୍ରବାର ବିଏସଇ ସେନସେକ୍ସ ଏବଂ ଏନଏସଇ ନିଫଟି ୫୦ ପ୍ରାରମ୍ଭିକ ସେସନରୁ ହିଁ ନିମ୍ନଗାମୀ ଧାରା ଦେଖିଥିଲା। ସନ୍ଧ୍ୟାରେ କାରବାର ବନ୍ଦ ହେବା ବେଳକୁ, ସେନସେକ୍ସ ୮୮୦.୩୪ ପଏଣ୍ଟ ହ୍ରାସ ପାଇ ୭୯,୪୫୪.୪୭ ପଏଣ୍ଟରେ ବନ୍ଦ…

ବିରାଟଙ୍କୁ ଜୋକର କହିଲେ ରାହୁଲ ବୈଦ୍ୟ

ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି କିଛି ଦିନ ପୂର୍ବରୁ ଅଭିନେତ୍ରୀ ଅବନୀତ କୌରଙ୍କ ଇନଷ୍ଟାଗ୍ରାମ ଫଟୋରେ ଦେଇଥିବା ଲାଇକ୍ ଉପରେ ସ୍ପଷ୍ଟୀକରଣ ଦେଇଥିଲେ। ସେ କହିଥିଲେ ଯେ, ସେ ଜାଣିଶୁଣି ତାଙ୍କ ଫଟୋକୁ ପସନ୍ଦ କରିନଥିଲେ ବରଂ ଏହା ଆଲଗୋରିଦମ ଯୋଗୁଁ ଘଟିଥିଲା। ପରେ ଗାୟକ ରାହୁଲ ବୈଦ୍ୟ…

ରାତିରେ ଗାଡି ଚାର୍ଜ କରିବା ଆପଣଙ୍କ ପକେଟ ପାଇଁ ମହଙ୍ଗା ହୋଇପାରେ

ଗୋଟିଏ ପଟେ, ସରକାର ବୈଦ୍ୟୁତିକ ଯାନ (EV) କ୍ରୟ ଏବଂ ବ୍ୟବହାର ଉପରେ ଗୁରୁତ୍ୱ ଦେଉଛନ୍ତି। ଅନ୍ୟପଟେ ରାତିରେ ଗାଡି ଚାର୍ଜ କରିବା ଆପଣଙ୍କ ପକେଟ ପାଇଁ ମହଙ୍ଗା ହୋଇପାରେ। କେରଳ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ଇଭି ଚାର୍ଜିଂ ସମ୍ପର୍କରେ ଏକ ବଡ଼ ପରିବର୍ତ୍ତନ କରିଛି। ଏବେ ରାତିରେ ଚାର୍ଜ…

ରାଜ୍ୟରେ ପ୍ରତିଷ୍ଠା ହେବ 3 ଟି ସମନ୍ୱିତ ଆୟୁଷ ଚିକିତ୍ସାଳୟ

ଆୟୁଷ ଚିକିତ୍ସାର ଉନ୍ନତି ପାଇଁ ରାଜ୍ୟ ସରକାର ଢେଙ୍କାନାଳ, ବ୍ରହ୍ମପୁର ଓ ବାଲେଶ୍ୱରରେ ସମନ୍ୱିତ ଆୟୁଷ ଚିକିତ୍ସାଳୟ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭୁବନେଶ୍ୱରସ୍ଥିତ ଡଃ ଅଭିନଚନ୍ଦ୍ର ହୋମିଓପାଥିକ୍ ମେଡିକାଲ କଲେଜ ଓ ହସ୍ପିଟାଲର ଛାତ୍ର ସଂସଦର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି…

ଓସିଏସସି  ଦ୍ଵାରା କରାଯାଇଥିବା ପରୀକ୍ଷା ବାତିଲ ପରେ ଏବେ ଆଶାୟୀଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି

ଓସିଏସସି  ଦ୍ଵାରା କରାଯାଇଥିବା ପରୀକ୍ଷା ବାତିଲ ପରେ ଏବେ ଆଶାୟୀଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। କାହିଁକି ଭୁଲ ପ୍ରଶ୍ନ ପତ୍ର ଆସିଲା, ସେଥିପାଇଁ ଦାୟୀ କିଏ?  ଖାମଖିଆଲି ଭାବେ ପରୀକ୍ଷା କରୁଛନ୍ତି କି ଦାୟିତ୍ୱରେ ଥିବା ଅଧିକାରୀ? ସରକାରୀ ଚାକିରି ଖଣ୍ଡିଏ ପାଇଁ…

ଦୀଘା ମନ୍ଦିର ସାମ୍ନାରେ ଲାଗିଲା ପୁଣି ଜଗନ୍ନାଥ ଧାମ ହୋର୍ଡିଂ

ଦୀଘା ମନ୍ଦିର ସାମ୍ନାରେ ଲାଗିଲା ପୁଣି ଜଗନ୍ନାଥ ଧାମ ହୋର୍ଡିଂ। ମନ୍ଦିର ସାମ୍ନାରେ ବଡ଼ ବଡ଼ ଅକ୍ଷରରେ ସ୍ଥାୟୀ ଭାବେ ଜଗନ୍ନାଥ ଧାମ ହୋର୍ଡିଂ ଲଗାଯାଇଛି। ପଶ୍ଚିମ ବଙ୍ଗ ପ୍ରଶାସନ ପକ୍ଷରୁ ରାତାରାତି ସ୍ଥାୟୀ ଜଗନ୍ନାଥ ଧାମ ହୋର୍ଡିଂ ଲଗାଯାଇଛି। ପୂର୍ବରୁ ଦୀଘା ଜଗନ୍ନାଥ ମନ୍ଦିରରେ ଅସ୍ଥାୟୀ…