ପୁନଃବାସ ହେବେ ୧୯ ମଠ
ପୁନଃବାସ ହେବେ ୧୯ ମଠ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବେଳେ ଭଙ୍ଗା ଯାଇଥିବା ମଠମନ୍ଦିର ପାଇଁ ପୁରୀ ସହରରେ ଜାଗା ଚିହ୍ନଟ। ପରିକ୍ରମା ପ୍ରକଳ୍ପ ପାଇଁ ଉଚ୍ଛେଦ ହୋଇଥିବା ସମସ୍ତ ୧୯ ଟି ମଠ ଏହି ପ୍ରକ୍ରିୟାକରଣ ରେ ସାମିଲ ରହିବେ ।
ଗୋଟିଏ ଜାଗାରେ ମଠ ଗୁଡ଼ିକର ବିଜେସ୍ଥଳୀ ରହିଲେ ଭକ୍ତ…