ଆଇପିଏଲ : ଗୁଜୁରାଟ ବିଦା , ମୁମ୍ବାଇ ପଞ୍ଜାବ ଦ୍ବିତୀୟ କ୍ବାଲିଫାୟର
ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)-୨୦୨୫ରୁ ପୂର୍ବତନ ଚମ୍ପିଆନ ଗୁଜରାଟ ଟାଇଟାନ୍ସ ବିଦାୟ ନେଇଛି। ଲିଗ୍ ପର୍ୟ୍ୟାୟରେ ୩ୟ ସ୍ଥାନ ହାସଲ କରି ପ୍ଳେଅଫରେ ପ୍ରବେଶ କରିଥିବା ଗୁଜରାଟ ଟାଇଟାନ୍ସ ଏଲିମିନେଟର ମ୍ୟାଚରେ ପରାଜିତ ହୋଇଛି। ଶୁକ୍ରବାର ମୁଲାନପୁରରେ ଖେଳାଯାଇଥିବା ଏଲିମିନେଟର…