Browsing Tag

#odisha

ଆଜିର ରାଶିଫଳ

ମେଷ: ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ସବୁ ଅଶାନ୍ତିର ସମାଧାନ ବାହାରିବ। ଜୀବନସାଥୀ ସହ କିଛି ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। ଶାରୀରିକ ଦୃଷ୍ଟିରୁ ସୁସ୍ଥ ଓ ସତେଜ ରହିବେ। ବୃଷ: ଚାକିରି ବୃତ୍ତିରେ ଲାଗି ରହିଥିବା ବାଧା ସମାପ୍ତ ହୋଇଯିବ। ଆର୍ଥିକ କ୍ଷେତ୍ରରେ ଆପଣଙ୍କୁ ଉନ୍ନତି…

ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଖର୍ଚ୍ଚ ଏବଂ ବଜେଟ୍ ଉପରେ ସମୀକ୍ଷା

ଆଜି ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର ଖର୍ଚ୍ଚ ଏବଂ ବଜେଟ୍ ଉପରେ ଏକ ବ୍ୟାପକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ମନ୍ତ୍ରୀ ବିଭାଗର ବିଭିନ୍ନ ଚାଲୁଥିବା ପ୍ରକଳ୍ପ ଏବଂ…

୭ମ ରାଜ୍ୟ ପୁସ୍ତକ ମହୋତ୍ସବ: ୧୦୦ରୁ ଅଧିକ ବହି କିଣିଲେ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ହେଉଛି ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ। ଚଳିତ ବର୍ଷ ୫୫୦ଟି ଷ୍ଟଲ ରହିଥିବା ବେଳେ ପୁସ୍ତକ ମହୋତ୍ସବରେ ୨୦୦ରୁ ଉର୍ଦ୍ଧ୍ୱ ପ୍ରକାଶକ ଓ ପୁସ୍ତକ ବିକ୍ରେତା ଭାଗ ନେଇଛନ୍ତି। ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ…

ହାପି ବାର୍ଥ ଡ଼େ ଲିଜେଣ୍ଡ କ୍ରିକେଟର ଯୁବରାଜ ସିଂହଙ୍କ

ଛକା..ଛକା...ଥକ୍କା । ଏକାଥରକେ ୬ଟା ଛକ୍କା । ସେ ସିକ୍ସର କିଙ୍ଗ, ସେ ବିଶ୍ୱବିଜେତା । ଏତିକି କହିଲେ ବି ମନକୁ ଆସେ ଗୋଟିଏ ନାମ । ପଞ୍ଜାବ ଦା ପୁତର । କ୍ରିକେଟ ଇତିହାସରେ ଅଲୋଡା ରେକର୍ଡ । ଯୁବରାଜ ସିଂହ । ଦିନିକିଆ ହେଉ କି ଟି-୨୦ ବ୍ୟାଟ୍ ଧରିଲେ ସେ ସବୁ ଫର୍ମାଟରେ କରନ୍ତି ରାଜ୍ । ଟିମ…

ଭୂକମ୍ପ  ଝଟକାରେ ଥରିଲା ଜାପାନ

ଭୂକମ୍ପ  ଝଟକାରେ ଥରିଲା ଜାପାନ। ଜାପାନର ଆଓମୋରିର ହାଚିନୋହେରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୬.୭ ରେକର୍ଡ କରାଯାଇଛି। ଶୁକ୍ରବାର ଜାପାନରେ ଆଉ ଏକ ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । ଏହି ଭୂକମ୍ପର ଗଭୀରତା ୧୦.୭…

ସୁସ୍ଥ ଶରୀର ପାଇଁ ମଧ୍ୟ ଗ୍ରୀନ୍ ମଟର ଖୁବ୍ ଲାଭଦାୟକ

ଶୀତ ଋତୁରେ ଅନେକ ପ୍ରକାରର ପନିପରିବା ମିଳେ, ଯାହା ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ । ପରିବା ବଜାରରେ ଏବେ ସ୍ପ୍ରୀଙ୍ଗ୍ ଓନିୟନ୍ , ତଟକା ଫୁଲକୋବି , ଦେଶୀ ବିନ୍ସ , ବନ୍ଧାକୋବି , ବ୍ରୋକୋଲି ଆଦି ନାନା ‘ୱିଣ୍ଟର୍ ଭେଜିଟେବଲ’ ର ଆସର ଜମିଛି । ଏଥିମଧ୍ୟରୁ ଗ୍ରୀନ୍ ମଟର…

୨ୟ T-20 : ଭାରତକୁ ୫୧ ରନରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା

ନ୍ୟୁ ଚଣ୍ଡିଗଡ଼ର ମହାରାଜା ଯାଦବିନ୍ଦ୍ର ସିଂ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଉଥିବା ୨ୟ T-20ରେ ଭାରତକୁ ୫୧ ରନରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା । ଏହା ସହିତ ଏହି ସିରିଜ ଏବେ ୧-୧ରେ ବରାବର ହୋଇଯାଇଛି । ଦକ୍ଷିଣ ଆଫ୍ରିକା  ଦ୍ବାରା ରଖାଯାଇଥିବା ୨୧୪ ରନର ଲକ୍ଷ୍ୟ ଜବାବରେ…

ନଡିଏ ଏବଂ ସିଡିଏସ ପରୀକ୍ଷା ୨୦୨୬ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

ଭାରତୀୟ ସେନାରେ  ଅଫିସର ହେବାର ସ୍ୱପ୍ନ ହଜାର ହଜାର ଯୁବକ ଦେଖିଥାନ୍ତି, ଯେଉଁ କାରଣରୁ ସେମାନେ ଏଥିପାଇଁ ବହୁତ କଠିନ ପରିଶ୍ରମ କରନ୍ତି ଏବଂ ପରୀକ୍ଷା ସହ ଏସଏସବି ଦେଇଥାନ୍ତି । ବର୍ତ୍ତମାନ ୟୁପିଏସସି ପକ୍ଷରୁ ଏନଡିଏ ଏବଂ ସିଡିଏସ ପରୀକ୍ଷା ୨୦୨୬ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫୋନ୍ ଯୋଗେ ଆଲୋଚନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫୋନ୍ ଯୋଗେ ଆଲୋଚନା କରିଛନ୍ତି । ଭାରତ-ଆମେରିକା ରଣନୈତିକ ସହଭାଗୀତାର ପ୍ରଗତି ବିଷୟରେ ବିସ୍ତୃତ ଆଲୋଚନା କରିଛନ୍ତି । ଉଭୟ ନେତା ଦୁଇ ପ୍ରମୁଖ ଗଣତନ୍ତ୍ର ମଧ୍ୟରେ ଦ୍ରୁତ ଗତିରେ ସୁଦୃଢ଼ ହେଉଥିବା ସମ୍ପର୍କ ଏବଂ…

ଆସନ୍ତା ୧୭ ତାରିଖରେ ସାରା ରାଜ୍ୟରେ ଓଟିଇଟି ପରୀକ୍ଷା

ଆସନ୍ତା ୧୭ ତାରିଖରେ ସାରା ରାଜ୍ୟରେ ଓଟିଇଟି ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଏହି ପରୀକ୍ଷାରେ ରାଜ୍ୟର ୧ ଲକ୍ଷ ୬୦ ହଜାର ୩୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏଥିରେ ଉଭୟ ଇନସର୍ଭିସ ଓ ଆଶାୟୀ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି। ସମସ୍ତ ପରୀକ୍ଷା…