Browsing Tag

#odisha

ଦିନକୁ ଦିନ ବଢି ଚାଲିଛି ସୁନା ଦର , ପୁଣି ଟପିବ ଲକ୍ଷ

ପୁଣି ଚିନ୍ତା ବଢାଇଲା ସୁନା ଦର। ଦିନକୁ ଦିନ ବଢି ଚାଲିଛି ଦର। ଜୁଲାଇ ୧୭ ଅର୍ଥାତ୍‌ ଗୁରୁବାର ପୁଣି ବଢିଛି ସୁନା ଦାମ୍‌ । ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୯,୩୩୦ ଟଙ୍କା ରହିଛି । ଗତକାଲି ୯୯,୨୮୦ ଟଙ୍କା ଥିଲା । ଏଥିରେ ୫୦ ଟଙ୍କା ବୃଦ୍ଧି ପାଇଛି । ୨୨ କ୍ୟାରେଟ୍‌ ସୁନା ଦର…

ବିଦ୍ୟାଳୟରେ ମହିଳା କର୍ମଚାରୀ ଓ ଶିକ୍ଷାର୍ଥୀଙ୍କ ସୁରକ୍ଷା ପାଇଁ ଗାଇଡଲାଇନ୍‍ ନମ୍ବର ଜାରି କଲା ବିଭାଗ

ବାଲେଶ୍ୱର ଏଫ୍‍ଏମ୍‍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଓ ପରେ ମୃତ୍ୟୁ ଘଟଣାରେ ତତ୍ପର ଦେଖାଇଛି ଗଣଶିକ୍ଷା ବିଭାଗ । ବିଦ୍ୟାଳୟରେ ମହିଳା କର୍ମଚାରୀ ଓ ଶିକ୍ଷାର୍ଥୀଙ୍କ ସୁରକ୍ଷା ପାଇଁ ଗାଇଡଲାଇନ୍‍ ନମ୍ବର ଜାରି କରାଯାଇଛି । ସଠିକ୍‍ ଭାବେ ଆବ୍ୟନ୍ତରୀଣ ଅଭିଯୋଗ କମିଟି (ଆଇଆଇସି) ଗଠନ ପାଇଁ…

ଭାରତର ନୂଆ ଏୟାର ଡିଫେନ୍ସ ସିଷ୍ଟମର ସଫଳ ପରୀକ୍ଷଣ

ଅପରେସନ ସିନ୍ଦୂର ସମୟରେ ଚୀନ, ପାକିସ୍ତାନ ଓ ତୁର୍କୀର ତ୍ରିକୋଣ ରଣନୀତିକୁ ଭାରତ କିଭଳି ପଣ୍ଡ କରିଥିଲା ତାହାକୁ ବିଶ୍ବ ଦେଖିଛି। ଚୀନ୍ ବିମାନ ଓ ତୁର୍କୀ ଡ୍ରୋନ୍ ସାହାଯ୍ୟରେ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିବାକୁ ସବୁ ଚେଷ୍ଟା ସତ୍ତ୍ବେ ବିଫଳ ହୋଇଥିଲା।  ଭାରତ ବୁଧବାର ଏକ ନୂଆ ଏୟାର…

ଆମେରିକାରେ ଭୂକମ୍ପ ଅନୁଭୂତ , ସର୍ବେକ୍ଷଣରୁ ସୁନାମୀ ଚେତାବନୀ ପ୍ରକାଶ

ଆମେରିକାରେ ଏକ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଯାଇଛି। ବୁଧବାର ଦିନ ଆମେରିକାର ଆଲାସ୍କା ରାଜ୍ୟର ଉପକୂଳରେ ୭.୩ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଯାଇଛି। ଯାହା ପ୍ରଭାବରେ ଆମେରିକା ଥରହର ହୋଇ ପଡ଼ିଥିଲା। ଯାହା ପରେ ପରେ ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣରୁ ସୁନାମୀ ଚେତାବନୀ ପ୍ରକାଶ…

ନିଜ ଆପାର୍ଟମେଣ୍ଟ ବିକ୍ରି କଲେ ସଲମାନ

ବଲିଉଡ ଅଭିନେତା ସଲମାନ ଖାନ ମୁମ୍ବାଇରେ ତାଙ୍କର ଏକ ସମ୍ପତ୍ତି ବିକ୍ରି କରିଛନ୍ତି। ସଲମାନଙ୍କ ଏହି ସମ୍ପତ୍ତି ମୁମ୍ବାଇର ବାନ୍ଦ୍ରା ୱେଷ୍ଟରେ ଥିଲା। ସଲମାନଙ୍କ ଏହି ଆପାର୍ଟମେଣ୍ଟର ବିକ୍ରୟ ଏହି ମାସରେ ପଞ୍ଜିକୃତ ହୋଇଛି। ଆପଣଙ୍କୁ ଜଣାଇ ଦେଉଛୁ ଯେ ମୁମ୍ବାଇର ବାନ୍ଦ୍ରା ୱେଷ୍ଟ ସହରର…

ବେଙ୍ଗାଲୁରୁ ଦଳାଚକଟା ପାଇଁ ଆରସିବି ସହ ବିରାଟ କୋହଲିଙ୍କୁ ଦାୟୀ – କେନ୍ଦ୍ର ସରକାର

ଆରସିବିର ବିଜୟ ପରେ ୪ ଜୁନ୍‌ରେ ବେଙ୍ଗାଲୁରୁରେ ହୋଇଥିବା ଦଳାଚକଟାକୁ ନେଇ କର୍ଣ୍ଣାଟକ ସରକାର ଆରସିବି ସହ ବିରାଟ କୋହଲିଙ୍କୁ ଦାୟୀ କରିବା ସହ ଏନେଇ ଏକ ରିପୋର୍ଟ ହାଇକୋର୍ଟଙ୍କୁ ପ୍ରଦାନ କରିଛନ୍ତି। ଆଇପିଏଲ୍‌ ୨୦୨୫ର ବିଜୟର ମୁକୁଟ ଚଳିତ ବର୍ଷ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଫାଇନାଲରେ…

ଆମେ ସରକାରଙ୍କ ଗୁଣ୍ଡାଗିରି ନେଇ ଭୟଭୀତ ହେବୁ ନାହିଁ -କଂଗ୍ରେସ

ଫକୀର ମୋହନ ସ୍ୱୟଂଶାସିତ କଲେଜର ଜଣେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ଓଡ଼ିଶା ବନ୍ଦ ପାଳନ କରୁଥିବା ୮ଟି ରାଜନୈତିକ ଦଳର ନେତା ଏବଂ କର୍ମୀଙ୍କୁ ପୁଲିସ ଟେକି ନେଇ ଭ୍ୟାନ୍‌ରେ ବସାଇ ଅଟକ ରଖିଛି। ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁଙ୍କ ସମେତ ବିରୋଧୀ ନେତା…

ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡଘଡି ପାଇଁ ସତର୍କ ସୂଚନା ଜାରି

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରି ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ବିହାର ଏବଂ ପୂର୍ବ ଉତ୍ତର ପ୍ରଦେଶରେ ପହଞ୍ଚିବ। ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ, କଳାହାଣ୍ଡି, ସମ୍ବଲପୁର, ସୁବର୍ଣ୍ଣପୁର, କୋରାପୁଟ,…

ଟୁଇନ ସିଟିରେ କଂଗ୍ରେସ ବନ୍ଦ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ – ପୋଲିସ କମିଶନର

ଓଡ଼ିଶା ବନ୍ଦ ନେଇ ପୋଲିସ କମିଶନରଙ୍କ ସୂଚନା । ଟୁଇନ ସିଟିରେ କଂଗ୍ରେସ ବନ୍ଦ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ହୋଇଛି । କୌଣସି ସ୍ଥାନରେ ଅଘଟଣ ଘଟିନାହିଁ ଅଥବା ଅଘଟଣର ଖବର ଆସିନି । ଗଣତାନ୍ତ୍ରିକ ପଦ୍ଧତ୍ତିରେ ସେମାନେ ଧାରଣା ଓ ପିକେଟିଂ କରିଛନ୍ତି । ତେବେ ରାସ୍ତା ବନ୍ଦ ଯୋଗୁଁ କିଛି ଲୋକ…

ଆଜି ଏହି ରାଶି ହେବେ ମାଲାମାଲ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ଏବଂ ନକ୍ଷତ୍ରର ଗତି ଅନୁଯାୟୀ ପ୍ରତ୍ୟେକ ଦିନ ଆପଣଙ୍କ ପାଇଁ କିଛି ସ୍ୱତନ୍ତ୍ର ନେଇ ଆସିଥାଏ । ୧୬ ଜୁଲାଇ ଦିନ ଶନି ଏବଂ ଚନ୍ଦ୍ର ମୀନ ରାଶିରେ ଏକାଠି ରହିବେ । ଏହାସହିତ ଯେତେବେଳେ ସୂର୍ଯ୍ୟ ସନ୍ଧ୍ୟାରେ ଗୋଚର କରି କର୍କଟ ରାଶିରେ ବସିବେ । ଶୁକ୍ର ବୃଷ…