ରାଜ୍ୟରେ ନିଯୁକ୍ତି ସୃଷ୍ଟି କରିପାରୁନି ଏମଏସଏମଇ
ଜ୍ୟରେ ଗତ ୫ ବର୍ଷରେ ନ୍ୟୁନ ରହିଛି ଅଣୁ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗର ପ୍ରଦର୍ଶନ। ଏମଏସଏମଇ ଶିଳ୍ପ ଅଭିବୃଦ୍ଧି କ୍ଷେତ୍ରରେ ରାଜ୍ୟ ସେଭଳି ଭଲ ପ୍ରଦର୍ଶନ କରିପାରିନାହିଁ । ବିଶେଷ ଭାବେ ୧୧ ଜିଲ୍ଲାରେ ଶିଳ୍ପ ଅଭିବୃଦ୍ଧି ଏବଂ କର୍ମନିଯୁକ୍ତି ପଛେଇ ଯାଇଛି । ନଜର ପକାନ୍ତୁ ରାଜ୍ୟସଭାରେ ସାଂସଦ…