Browsing Tag

#odisha

ଆସନ୍ତା ୨୪ଘଣ୍ଟା ପରେ ରାଜ୍ୟର ରାତି ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ, କମିବ ଶୀତ ପ୍ରକୋପ

ରାଜ୍ୟର ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର ଜିଲାଗୁଡିକରେ ସ୍ବାଭାବିକ ଶୀତ ପ୍ରକୋପ ଲାଗି ରହିଛି। ଉପକୂଳବର୍ତ୍ତୀ ଜିଲାଗୁଡିକରୁ ଶୀତ ଉଭାନ ହୋଇଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ଘଣ୍ଟା ପରେ ରାଜ୍ୟର ରାତି ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ…

ଆଜି ଠାରୁ ଆରମ୍ଭ ହେଉଛି +୨ ଥିଓରୀ ପରୀକ୍ଷା

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ +୨ ଥିଓରୀ ପରୀକ୍ଷା ଆଜି ଠାରୁ ଆରମ୍ଭ ହେଉଛି। ପ୍ରଥମ ଦିନ +୨ ବିଜ୍ଞାନର ମାତୃଭାଷା (ଏମ୍‌ଆଇଏଲ) ଓଡ଼ିଆ ବିଷୟର ପରୀକ୍ଷା ରହିଛି। ପ୍ରଥମ ଦିନ ୯୬,୬୨୯ ଛାତ୍ରଛାତ୍ରୀ +୨ ବିଜ୍ଞାନ ପରୀକ୍ଷା ଦେବେ। ସୂଚନା ଅନୁଯାୟୀ, ପରୀକ୍ଷା…

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ: ଆଜି ଏକ ଶୁଭ ଦିନ ହେବ । ଆର୍ଥିକ ଲାଭର ସମ୍ଭାବନା ଅଛି, ଏବଂ ଭାଗ୍ୟ ପ୍ରବଳ ହେବ । ଆୟ ବୃଦ୍ଧି ପାଇବ । ଆପଣଙ୍କ କାମରେ ସଫଳତା ପାଇବେ । ଆପଣଙ୍କୁ କାର୍ଯ୍ୟରେ ପଦୋନ୍ନତି ମିଳିପାରେ । ଆପଣ ଏକ ଛୋଟ ଯାତ୍ରାରେ ଯାଇପାରନ୍ତି । ଆପଣ ବିଦେଶରୁ ଭଲ ଖବର ପାଇପାରନ୍ତି । ଆପଣଙ୍କ…

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା ମାମଲାର ହୋଇ ପାରିଲାନି ଚାର୍ଜ ଫ୍ରେମ୍

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା ମାମଲାର ହୋଇ ପାରିଲାନି ଚାର୍ଜ ଫ୍ରେମ୍ । ୧୫ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ବିକ୍ରମ ସ୍ବାସ୍ଥ୍ୟଗତ କାରଣ ଯୋଗୁଁ ଭିସିରେ ଅନୁପସ୍ଥିତ ଥିବା ଯୋଗୁଁ ମଙ୍ଗଳବାର ହୋଇପାରିଲାନି ଚାର୍ଜ ଫ୍ରେମ୍ । ବିକ୍ରମ ଜେଲର ମେଡିକାଲରେ ଚିକିତ୍ସିତ ହେଉଥିବା ଯୋଗୁଁ ଭିସିରେ…

ଭାରତ ତାର ସାମୁଦ୍ରିକ ଅଞ୍ଚଳରେ ହାଇ ଆଲର୍ଟ ଜାରି,ଇରାନର ତିନୋଟି ତେଲ ଜାହାଜ ଟ୍ୟାଙ୍କର ଜବତ

ଭାରତ ତାର ସାମୁଦ୍ରିକ ଅଞ୍ଚଳରେ ହାଇ ଆଲର୍ଟ ଜାରି କରିଛି । ଭାରତୀୟ ତଟରକ୍ଷା ବାହିନୀ ତିନୋଟି ସନ୍ଦିଗ୍ଧ ଜାହାଜକୁ ଜବତ କରିଛି । ଗତ ଫେବ୍ରୁଆରୀ ୫ ହୋଇଥିବା ଅପରେସନରେ ଏହିସବୁ ଜାହାଜକୁ ଜବତ କରାଯାଇଛି । ଜବତ ତେଲ ଟ୍ୟାଙ୍କରଗୁଡ଼ିକ ଇରାନର ବୋଲି କୁହାଯାଉଛି । ଅନ୍ୟ ଦିଗରେ ଏସବୁରେ…

ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ବିଏନପି ମୁଖ୍ୟ ତାରିକ୍ ରେହମାନ

ବିଏନପି ମୁଖ୍ୟ ତାରିକ୍ ରେହମାନ ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତାରିକଙ୍କ ଶପଥ ଉତ୍ସବରେ ୧୩ରୁ ଅଧିକ ଦେଶର ପ୍ରତିନିଧି ସାମିଲ ହେବା ପାଇଁ ନିମନ୍ତ୍ରିତ ହୋଇଛନ୍ତି । ଭାରତ ତରଫରୁ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଲୋକସଭା ସ୍ପିକର ଓମ ବିରଲା ଢାକା…

ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ ​​କରିବା ପାଇଁ ପ୍ରତିଦିନ ଦୁଇଟି ରସୁଣ ପାଖୁଡା ଖାଆନ୍ତୁ

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ ଥାଏ । ରସୁଣକୁ ପୁଷ୍ଟିକର ତତ୍ତ୍ୱର ଏକ ଶକ୍ତିଗୃହ ଭାବରେ ବିବେଚନା କରାଯାଏ । ରସୁଣକୁ ଖାଦ୍ୟରେ ସଠିକ୍…

ଟି୨୦ ବିଶ୍ୱକପ: ସୁପର-୮ରେ ସ୍ଥାନ ପକ୍କା କଲା ନ୍ୟୁଜିଲ୍ୟାଣ୍ଡ

ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି। ୧୭୪ ରନର ପିଛା କରି, ରାଚିନ ରବିନ୍ଦ୍ର ଏବଂ ଗ୍ଲେନ ଫିଲିପ୍ସଙ୍କ ଅର୍ଦ୍ଧଶତକ ବଳରେ ନୁଜିଲାଣ୍ଡ ବିଜୟୀ ହୋଇଛି।…

ଅସୁସ୍ଥ ହୋଇ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହେଲେ ସଲମାନ ଖାନଙ୍କ ପିତା ସଲିମ ଖାନ

ବଲିଉଡ ଇଣ୍ଡଷ୍ଟ୍ରୀର ଜଣାଶୁଣା ପ୍ରସିଦ୍ଧ ଲେଖକ ଏବଂ ବଲିଉଡ ଭାଇଜାନ ସଲମାନ ଖାନଙ୍କ ପିତା ସଲିମ ଖାନଙ୍କ ବିଗିଡିଲା ସ୍ୱାସ୍ଥ୍ୟବସ୍ଥା । ସଲିମ୍‌ ହଠାତ୍ ଅସୁସ୍ଥ ହୋଇ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସଲମାନ ପିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖବର ପାଇବା ପରେ ତୁରନ୍ତ ହସ୍ପିଟାଲରେ…

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ: ଓଡ଼ିଶା ଏହାର ଏଆଇ ସମ୍ଭାବନାକୁ  ପ୍ରଦର୍ଶନ କରିଛି

ନୂଆଦିଲ୍ଲୀର ଭାରତ ମଣ୍ଡପରେ ଚାଲିଛି ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ । ଏଥିରେ ଓଡ଼ିଶା ଏହାର ଏଆଇ ସମ୍ଭାବନାକୁ  ପ୍ରଦର୍ଶନ କରିଛି । ରାଜ୍ୟ ଇଲେକଟ୍ରୋନିକ୍ସ ଓ  ଆଇଟି ବିଭାଗ ପକ୍ଷରୁ ଭାରତ ମଣ୍ଡପମର  ପ୍ରଥମ ମହଲା ହଲ୍‌ ନମ୍ବର ୫ରେ ସ୍ୱତନ୍ତ୍ର  ପାଭିଲିୟନ କରାଯାଇଛି । ଏଥିରେ  ରାଜ୍ୟର…