Browsing Tag

#odisha

ଶ୍ରୀଲଙ୍କାକୁ ହରାଇ ଅପରାଜିତ ଭାବେ ଗ୍ରୁପ୍-୮ରେ ପ୍ରବେଶ କରିଛି ଜିମ୍ବାୱେ

କ୍ରିକେଟ ଏକ ଅନିଶ୍ଚିତତାର ଖେଳ ।  ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଟି 20 ବିଶ୍ବକପ  । ଛୋଟ ଦଳ ଶ୍ରୀଲଙ୍କାକୁ ହରାଇ ଅପରାଜିତ ଭାବେ ଗ୍ରୁପ୍-୮ରେ ପ୍ରବେଶ କରିଛି ଏହି ଆଫ୍ରିକୀୟ ଟିମ୍ । ପ୍ରଥମେ ଶକ୍ତଶାଳୀ ଅଷ୍ଟ୍ରେଲିଆକୁ ହରାଇବା ପରେ  ଶ୍ରୀଲଙ୍କାକୁ ହରାଇଛି ଛୋଟ ଦଳ । କଲମ୍ବୋରେ…

ସମ୍ଭାବ୍ୟ ଲଘୁଚାପର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲାରେ ବିଜୁଳି ଘଡଘଡି ସହିତ ବର୍ଷା ସମ୍ଭାବନା

ପୂର୍ବ ଭାରତ ମହାସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଏହା ଆସନ୍ତା ୨୪ଘଣ୍ଟା ମଧ୍ୟରେ ଶ୍ରୀଲଙ୍କାରେ ଦୁର୍ବଳ ହେବାର ସମ୍ଭାବନା ରହିଛି। ସୃ‌ଷ୍ଟ ଲଘୁଚାପ ପ୍ରଭାବ ଓଡ଼ିଶା…

ଆଜି ଆସିବ ଆର୍ଥିକ ବର୍ଷ ୨୦୨୬-୨୭ ଲାଗି ଓଡ଼ିଶା ବଜେଟ

ଆର୍ଥିକ ବର୍ଷ ୨୦୨୬-୨୭ ଲାଗି  ଆଜି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଅପରାହ୍ଣ ୪ଟାରେ ବଜେଟ ଉପସ୍ଥାପନ କରିବେ। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ନକ୍ସା ପ୍ରସ୍ତୁତ ହୋଇଛି। ପୂର୍ବ ବଜେଟଠାରୁ ଚଳିତ ବର୍ଷ ବଜେଟର ଆକାର ବଢ଼ି ୩ ଲକ୍ଷ ୧୦ହଜାର କୋଟି ଟଙ୍କା…

ଆଜିର ରାଶିଫଳ

ମେଷ: ଈଶ୍ବରୀୟ ବିଭୂତି ପ୍ରାପ୍ତ ହେବେ। ଆତ୍ମବାଦୀ ହେବେ। ସମତ୍ବଭାବ ଅନ୍ତରରେ ବିକଶିତ କରି ପରମାତ୍ମାଙ୍କ କରୁଣା ଓ ଅନୁଗ୍ରହ ପ୍ରାପ୍ତ ହେବେ। ଧନ, ଜନ, ଗୋପ, ଲକ୍ଷ୍ମୀଯୁକ୍ତ ଓ ସର୍ବତ୍ର ବିଜୟୀ ହେବେ। ବୃଷ: ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ ସକଳ ସୃଜନୀକୁ ଲୋକଲୋଚନକୁ ଆଣିପାରନ୍ତି।…

ବଡ଼ ଘର ତୁମ ବ୍ୟକ୍ତିତ୍ୱ କିମ୍ବା ରାତିରେ ତୁମ ନିଦକୁ ପରିବର୍ତ୍ତନ କରିପାରେ ନାହିଁ – ସୁପରଷ୍ଟାର ସଲମାନ ଖାନ

ସଲମାନ ଖାନ ବଲିଉଡର ବଡ ସୁପରଷ୍ଟାର । ବହୁ ପ୍ରତିକ୍ଷୀତ ଫିଲ୍ମ ‘ବ୍ୟାଟଲ ଅଫ୍ ଗଲୱାନ’ର ରିଲିଜ୍କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି । ଅପୂର୍ବ ଲଖିୟାଙ୍କ ଏହି ଫିଲ୍ମରେ ଚିତ୍ରାଙ୍ଗଦା ସିଂହ ତାଙ୍କ ଯୋଡି ଜମିବ। ଏହାରି ମଧ୍ୟରେ ଦୁବାଇରେ ଏକ କାର୍ଯ୍ୟକ୍ରମରେ ଫ୍ୟାନ୍ଙ୍କୁ ଚକିତ କରିଛନ୍ତି…

ହଳଦିଆପଦର ଦୁର୍ଘଟଣା ପ୍ରସଙ୍ଗରେ ଗୃହରେ ସ୍ପଷ୍ଟୀକରଣ ରଖିଲେ ପରିବହନ ମନ୍ତ୍ରୀ,ଯେଉଁଦିନରୁ ବ୍ରିଜ ତିଆରି ହୋଇଛି, ସେବେ…

ଜାନୁଆରୀ ୩୧ ତାରିଖ। ବ୍ରହ୍ମପୁର ହଲଦିଆପଦରେ ହୋଇଥିଲା ଭୟଙ୍କର ଦୁର୍ଘଟଣା। ଚାଲିଯାଇଥିଲା ୫ ନୀରିହଙ୍କ ଜୀବନ। ଏହାକୁ ନେଇ ରୋଡ଼ ସେଫ୍ଟି କମିଟି ରିପୋର୍ଟ ମାଗିଥିଲେ ସୁପ୍ରିମକୋର୍ଟ। ଯାହାକୁ ନେଇ ମୁଖ୍ୟ ଶାସନ ସଚିବ ମଧ୍ୟ ଲେଖିଛନ୍ତି। ଏହା ଉପରେ ବିଭାଗୀୟ ଟିମ୍ ସ୍ପଟ୍ ଉପରକୁ ଯାଇ ତଦନ୍ତ…

କ୍ରୋଧ କେବଳ ଏକ ଭାବପ୍ରବଣ ପ୍ରତିକ୍ରିୟା ନୁହେଁ ବରଂ ହୃଦୟ ପାଇଁ ଏକ ଶାରୀରିକ ବିପଦ ମଧ୍ୟ

ଯଦି ଆପଣ ଛୋଟ ଛୋଟ କଥାରେ ରାଗିଯାଉଛନ୍ତି, ତେବେ ହୋଇଯାଆନ୍ତୁ ସାବଧାନ, ନଚେତ୍ ଭୋଗିପାରନ୍ତି ଅନେକ ସମସ୍ୟା । ଯାହା ଆପଣ କେବେ ଭାବି ବି ନଥିବେ । ଏକ ଗବେଷଣାରୁ ଜଣାପଡିଛି ଯେ ମାତ୍ର ଆଠ ମିନିଟ୍ ତୀବ୍ର କ୍ରୋଧ ଶରୀରର ରକ୍ତବାହୀ ନଳୀକୁ ପ୍ରଭାବିତ କରିପାରେ । ବୈଜ୍ଞାନିକଙ୍କ ଅନୁଯାୟୀ, ଏହି…

ରାଜ୍ୟରେ ନୂଆ ଜିଲା ଗଠନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ସରକାର ଆନୁଷ୍ଠାନିକ ଭାବେ ପ୍ରସ୍ତାବ ଆହ୍ୱାନ କରିଛନ୍ତି

ଓଡ଼ିଶାରେ ନୂତନ ଜିଲା ଗଠନ ନେଇ ଚାଲିଥିବା ଦୀର୍ଘ ଦିନର ଅପେକ୍ଷା ଶେଷ ହେବାକୁ ଯାଉଛି। ୨୦୨୬-୨୭ ଆର୍ଥିକ ବର୍ଷରେ ରାଜ୍ୟରେ ନୂଆ ଜିଲା ଗଠନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ସରକାର ଆନୁଷ୍ଠାନିକ ଭାବେ ପ୍ରସ୍ତାବ ଆହ୍ୱାନ କରିଛନ୍ତି। ଗୁରୁବାର ଓଡ଼ିଶା ବିଧାନସଭାରେ ରାଜସ୍ୱ ଓ ବିପର୍ଯ୍ୟୟ…

2026 T20 World Cup ପାକିସ୍ତାନ ହାତେଇବ ବୋଲି ଏକ ସଂଯାଗ ସାମ୍ନାକୁ ଆସିଛି

2026 T20 World Cup ପାଇଁ ସୁପର ୮ ଦଳ ଚୂଡ଼ାନ୍ତ ହୋଇଛି। ଯଦିଓ ଟୁର୍ଣ୍ଣାମେଣ୍ଟର ପରବର୍ତ୍ତୀ ପର୍ଯ୍ୟାୟ ଆରମ୍ଭ ହୋଇନାହିଁ, କିନ୍ତୁ ପାକିସ୍ତାନ ବିଶ୍ୱକପ ବିଜୟୀ ହେବ ବୋଲି ଏକ ସଂଯାଗ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଯେ କେହି ଏହାକୁ ବିଶ୍ୱାସ କରିବାକୁ ବାଧ୍ୟ ହୋଇପାରନ୍ତି।…

ଇରାନ ଉପରେ ବଡ଼ ଆକ୍ରମଣ ପ୍ରସ୍ତୁତିରେ ଆମେରିକା !

ଆମେରିକା ଏବଂ ଇରାନ ମଧ୍ୟରେ ତିକ୍ତତା କମିବାରେ ନାଁ ଧରୁନାହିଁ । ଏହା ଦିନକୁ ଦିନ ବଢିଚାଲିଛି । ଏହାରି ଭିତରେ ଇରାନ-ଆମେରିକା ଯୁଦ୍ଧ ଆଶଙ୍କା ଘନେଇଛି । ଇରାନ ଉପରେ ବଡ଼ ଆକ୍ରମଣ ପ୍ରସ୍ତୁତିରେ ଆମେରିକା ! ଯେକୌଣସି ମୁହୂର୍ତ୍ତରେ ହୋଇପାରେ ବଡ଼ ଆକ୍ରମଣ । ମଧ୍ୟ-ପ୍ରାଚ୍ୟରେ ଆମେରିକାର…