ଆଜିର ରାଶିଫଳ
ମେଷ: ଲୋକପୂଜ୍ୟ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ଧନଶାଳୀ ହେବାର ସୂଚନା ମିଳୁଛି। ଜନସେବାକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ବେଳେବେଳେ ସ୍ବଭାବରେ ନିଷ୍ଠୁରତା ଦେଖା ଦେଇପାରେ।
ବୃଷ: ଦେବ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ବିଚିତ୍ର ବସନାବୃତ୍ତ ପ୍ରତି ଆଗ୍ରହୀ ହେବେ।…
Trending