ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ୨ ଲକ୍ଷ ମହିଳାଙ୍କୁ ଆଉ ପୁନର୍ବାର ଆବେଦନ କରିବାକୁ ପଡ଼ିବ ନାହିଁ
ରାଜ୍ୟରେ ସୁଭଦ୍ରା ସମୀକ୍ଷା ଜାରି ରହିଛି । ଆଜିକୁ ୧୨ ଦିନ ହେବ ରାଜ୍ୟର ବିଭିନ୍ନ ଜ଼ିଲ୍ଲାରେ ସମୀକ୍ଷା ହେଉଛି। ଗତକାଲି ସୁଦ୍ଧା ୭ ହଜାର ସୁଭଦ୍ରା ହିତାଧିକାରୀଙ୍କ ମତାମତ ସଂଗ୍ରହ ହୋଇସାରିଛି।
ଏକ ମାସ ମଧ୍ୟରେ ୨୨ ହଜାର ସୁଭଦ୍ରାଙ୍କର ମତାମତ ନେବାକୁ ଆମର ଟାର୍ଗେଟ ରହିଛି।…