ଆଇପିଏଲ୍ ୨୦୨୬, ଚତୁର୍ଥ ଦଳ ଭାବେ ଚଳିତ ସଂସ୍କରଣରେ ପ୍ଲେ ଅଫରେ ପ୍ରବେଶ କରିଛି ରାଜସ୍ଥାନ
ଆଇପିଏଲ୍ ୨୦୨୬ରେ ନିଜ ପାଇଁ କର ବା ମର ମୁକାବିଲାକୁ ଜିତି ନେଇଛି ରାଜସ୍ଥାନ। ବ୍ୟାଟରଙ୍କ ପରେ ଜୋଫ୍ରା ଆର୍ଚରଙ୍କ ଘାତକ ବୋଲିଂ ବଳରେ ରାଜସ୍ଥାନ ମୁମ୍ବାଇ ଇଣ୍ଡିଆନ୍ସକୁ ୩୦ ରନରେ ମାତ୍ ଦେଇଛି। ବିଜୟ ସହ ରାଜସ୍ଥାନ ଚତୁର୍ଥ ଦଳ ଭାବେ ଚଳିତ ସଂସ୍କରଣରେ ପ୍ଲେ ଅଫରେ ପ୍ରବେଶ କରିଛି। ମୁମ୍ବାଇ…