ଓଡ଼ିଶାରେ ଶିକ୍ଷକ ନିଯୁକ୍ତି ନୀତି ଉଲ୍ଲଂଘନର ତଦନ୍ତ ଆରମ୍ଭ
ଓଡ଼ିଶାରେ ଅନେକ କନିଷ୍ଠ ଶିକ୍ଷକ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ଉତ୍ତୀର୍ଣ୍ଣ ନହୋଇ ମଧ୍ୟ ଛଅ ବର୍ଷ ସେବା ପରେ ସରକାରୀ ଚାକିରିରେ ନିୟମିତ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହି ଘଟଣାକୁ ଗୁରୁତର ଭାବେ ଗ୍ରହଣ କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତଦନ୍ତ ଆରମ୍ଭ କରିଛି।…