Browsing Tag

#odisha

୭୧ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ ଆୟୋଜିତ, ଶାହରୁଖ ଖାନ ଓ ବିକ୍ରାନ୍ତଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର

୭୧ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ ଆୟୋଜିତ ହୋଇଯାଇଛି । ଶାହରୁଖ ଖାନ ଓ ବିକ୍ରାନ୍ତଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ଦିଆଯାଇଛି । ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଫିଲ୍ମ ‘ଜୱାନ’ ପାଇଁ ଶାହରୁଖଙ୍କୁ ଓ '12th ଫେଲ୍‌'ପାଇଁ ବିକ୍ରାନ୍ତ ମେସିଙ୍କୁ ଏହି…

ବିଜେଡି ପକ୍ଷରୁ ବିଧାନସଭା ଘେରାଉ , ବିଜେଡ଼ି ନେତାଙ୍କୁ ପାଣିମାଡ଼

ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଂକୁଚିତ ହେବା ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିଧାନସଭା ଘେରାଉ କରାଯାଉଛି । ବିଜେଡି କର୍ମୀମାନେ ୨ଟି ବ୍ୟାରିକେଡ୍ ଭାଙ୍ଗିଛନ୍ତି ।  ଏଣେ ପୁଲିସ୍ ସହ ବିଜେଡି କର୍ମୀମାନଙ୍କର ଧସ୍ତାଧସ୍ତି ହୋଇଛି । ଧସ୍ତାଧସ୍ତା ପରେ ଲୋୟର ପିଏମଜିରେ  ପୁଲିସ୍ –…

ବିଧାନସଭାରେ ବିରୋଧୀ ବିଜେଡି ବିଧାୟକଙ୍କ ହଙ୍ଗାମା, ଗୃହକୁ ଅପରାହ୍ଣ ୪ଟା ପର୍ୟ୍ୟନ୍ତ ମୁଲତବି ଘୋଷଣା କଲେ ବାଚସ୍ପତି

ବିଧାନସଭାରେ ବିରୋଧୀ ବିଜେଡି ବିଧାୟକଙ୍କ ହଙ୍ଗାମା । ଗୃହର ମଧ୍ୟଭାଗରେ ବିଜେଡି ବିଧାୟକମାନଙ୍କ ଲଗାତାର ପ୍ରତିବାଦ ପରେ, ଗୃହକୁ ଅପରାହ୍ଣ ୪ଟା ପର୍ୟ୍ୟନ୍ତ ମୁଲତବି କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ତେବେ ଗତକାଲି ଅପରାହ୍ଣରେ ଗୃହକାର୍ୟ୍ୟ ସ୍ୱାଭାବିକ ହେବା ପରେ ଆଶା କରାଯାଉଥିଲା ଆଜି…

ନବରାତ୍ରିର ଦ୍ବିତୀୟ ଦିନ, ବ୍ରହ୍ମଚାରିଣୀ ବେଶରେ ପୂଜା ପାଇବେ ମା ଦୁର୍ଗା

ଆଜି ମା’ଙ୍କ ଷୋଡ଼ଶ ଉପଚାର ପୂଜାର ଦଶମ ଦିନ ଏବଂ ନବରାତ୍ରିର ଦ୍ବିତୀୟ ଦିନ । ଆଜି କଟକରେ ମା’ ଗଡ଼ଚଣ୍ଡୀ ଭକ୍ତମାନଙ୍କୁ ବଗଳାମୁଖୀ ବେଶରେ ଦର୍ଶନ ଦେଉଛନ୍ତି । ଏଥିପାଇଁ ସକାଳୁ ସକାଳୁ ମନ୍ଦିରରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଶାନ୍ତି ଶୃଙ୍ଖଳାରେ ମା'ଙ୍କ ଦର୍ଶନ ପାଇଁ ସମସ୍ତ ପ୍ରକାର…

ଆପଣ ଜାଣିଛନ୍ତି କି ଗୁଆଁରଛୁଇଁ ମଧ୍ୟ ଦେହ ପାଇଁ ଭାରି ଭଲ

ପ୍ରାୟତଃ ଲୋକ ଖାଇବା ସମୟରେ ପାଟି ସୁଆଦ ଖୋଜିଥା’ନ୍ତି । ସ୍ବାସ୍ଥ୍ୟ ପ୍ରତି ଅହିତକର ହେଲେ ଚଳିବ କିନ୍ତୁ ପାଟିକୁ ନ ରୁଚିଲେ ଖାଇବା ଯେମିତି ତଣ୍ଟିରୁ ତଳକୁ ଯିବନି । ଆପଣ ଖାଇବା ସମୟରେ ଅନେକ ଲୋକଙ୍କୁ କହିଥିବାର ଶୁଣିଥିବେ ଯେ ଆମେ ଏ ପରିବା ଖାଉନୁ । ତଟକା ପରିବା ସମସ୍ତଙ୍କୁ ଖାଇବାର…

ନବରାତ୍ର ସାରା ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ

ନବରାତ୍ର ସାରା ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ଆସନ୍ତା ୨୫ ତାରିଖରେ ଆଉ ଏକ ଲଘୁଚାପମୁହାଁ ହେଉଛି ଓଡ଼ିଶା। ଏଥିସହ ଅକ୍ଟୋବର ୧ ତାରିଖରେ ବି ଆଉ ଏକ ଲଘୁଚାପର ସମ୍ଭାବନା ଘନଉଛି। ଫଳରେ ଏଥର ପୂଜା ପୂରା ଫିକା ହୋଇଯିବ ବୋଲି…

ଆଜିର ରାଶିଫଳ

ମେଷ: ଭାଗୀଦାରି କାରବାରରେ ଲାଭ ପାଇବେ। ଚାକିରିଜୀବୀଙ୍କ ଲାଗି ପଦୋନ୍ନତିର ଯୋଗ ରହିଛି। ଆପଣ ନିଜ ପଦର ଗାରିମା ବଜାୟ ରଖନ୍ତୁ। ପୁରୁଣା ବନ୍ଧୁ ସହ ମିଶିବାର ସୁଯୋଗ ପାଇବେ। ବୃଷ: କୌଣସି ଅନୁଭବୀ ବ୍ୟକ୍ତିଙ୍କ ସହ ଫୋନରେ କଥା ହେବାର ମଉକା ଆସିବ। ଏହି ମଉକା କଦାପି ହରାନ୍ତୁ ନାହିଁ।…

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ମୃତ୍ୟୁ କୁ ନେଇ ଉତ୍ତେଜନା

କୁନି ଛୁଆଟିକୁ ଧରି ବାହୁନି ବାହୁନି କାନ୍ଦୁଛି ମା’। କାଲି ଯିଏ କୋଳରେ ବସି ଖେଳୁଥିଲା ଆଜି ସେ ପୂରା ଚୁପଚାପ୍‌। ମା’ ଯେତେ ଡାକିଲେ ବି ସେ ଶୁଣୁନାହିଁ। ଥଣ୍ଡା ଜ୍ୱରରେ ପୀଡ଼ିତ ଥିଲେ ଆଶିଷ। ରବିବାର ଦିନ ସ୍ୱାସ୍ଥ୍ୟ ବିଗିଡ଼ିବାରୁ କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲେ ପରିବାରଲୋକ। ବେଡ୍‌…

 ଭୃସଙ୍ଗ ପତ୍ରକୁ ପାଣିରେ ଫୁଟାଇ ପ୍ରତିଦିନ ସକାଳେ ଖାଲି ପେଟରେ ପିଅନ୍ତୁ , ମିଳିବ ଏହି ସବୁ ଫାଇଦା

କିଛି ଜିନିଷ ଅଛି ଯାହା ଆମ ରୋଷେଇରେ ଖାଇବାକୁ ସ୍ବାଦିଷ୍ଟ  କରିବା ସହ  ଆମ ସ୍ବାସ୍ଥ୍ୟ ମଧ୍ୟ ଭଲ ରଖିଥାଏ ସେଥିମଧ୍ୟରୁ ଭୃଶଙ୍ଗ ପତ୍ର ହେଉଛି ଅନ୍ୟତମ ।   ରୋଷେଇ ଘରେ ଅନେକ ପତ୍ର ବହୁଳ ଭାବରେ ବ୍ୟବହୃତ ହୁଏ ।  ଭୃସଙ୍ଗ ପତ୍ରର ବୈଜ୍ଞାନିକ ନାମ ମୁରାୟା କୋଏନିଗି ।  ଯାହାକୁ ଭୃସଙ୍ଗ ପତ୍ର…

ବଳଙ୍ଗା ପୀଡିତା କିରୋସିନ ଢାଳି ନିଜ ଜୀବନ ନେଇଥିଲେ – ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ପୁରୀ ଜିଲ୍ଲାର ବଳଙ୍ଗା ଘଟଣାରେ ପୀଡିତା କିରୋସିନ ଢାଳି ନିଜ ଜୀବନ ନେଇଥିଲେବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସେ କିରୋସିନ ଢାଳି ନିଜକୁ ନିଆଁ ଲଗାଇ ଦେଇଥିଲେ ଏବଂ କେହି ତାଙ୍କୁ ଜାଳି ନ ଥିଲେ। ସୋମବାର ଓଡ଼ିଶା ବିଧାନସଭାରେ ମୁଖ୍ୟମନ୍ତ୍ରୀ…