Browsing Tag

News

କେବ ହେବ +୨ ପରୀକ୍ଷା ? ତାରିଖ ହେଲା ଘୋଷଣା

ଯୁକ୍ତ ଦୁଇ ପରୀକ୍ଷା ତାରିଖ ଶନିବାର ଘୋଷଣା ହୋଇଛି। ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ହେବ ବୋଲି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡା ସୂଚନା ଦେଇଛନ୍ତି। ଆସନ୍ତା ଡିସେମ୍ବର ୨୬ ରୁ ୩୦ ଯାଏ ଇଣ୍ଟରନାଲ ପରୀକ୍ଷା ଅନୁଷ୍ଠିତ ହେବ। ଏହାପରେ ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରୀ ୨ ରୁ…

ଭୋଟ ପୂର୍ବରୁ କାହିଁକି ସାବିତ୍ରୀ ଜିନ୍ଦଲଙ୍କ ସମେତ ୩ ବଡନେତାଙ୍କୁ ଦଳରୁ ବହିସ୍କାର କଲା ବିଜେପି !

ହରିୟାଣାରେ ଆଜି ବିଧାନସଭା ନିର୍ବାଚନ ଲାଗି ମତଦାନ ଅନୁଷ୍ଠିତ ହେଉଛି। ଅପରପକ୍ଷରେ ଭାଜପା ଚାରିଜଣ ନେତାଙ୍କୁ ଦଳରୁ ବହିଷ୍କାର କରିଛି। ଏହି ଚାରିଜଣ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଦଳରୁ ବହିଷ୍କୃତ ହୋଇଥିବା ନେତାଙ୍କ ମଧ୍ୟରେ ଭାଜପାର କୁରୁକ୍ଷେତ୍ର ଏମ୍‌ପି ନବୀନ…

ହିଜବୁଲ୍ଲାକୁ ଶେଷ କରିବା ପାଇଁ ଇସ୍ରାଏଲ୍ ସେନା ନିଷ୍ପତ୍ତି : ପ୍ରଧାନମନ୍ତ୍ରୀଙ୍କ ଜରୁରୀ ସୁରକ୍ଷା ବୈଠକ

ଆତଙ୍କବାଦୀଙ୍କୁ ଶେଷ କରିବାକୁ ନିଷ୍ପତ୍ତି ନେଇଛି ଇସ୍ରାଏଲ । ସେପଟେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି ।  ହିଜବୁଲ୍ଲାକୁ ଶେଷ କରିବା ଲାଗି ଇସ୍ରାଏଲ୍ ସେନା ନିଷ୍ପତ୍ତି ପରେ ସାରା ବିଶ୍ବରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଇସ୍ରାଏଲ୍ ଦକ୍ଷିଣ ଲେବାନନର ୩୫ ଗାଁର ଲୋକଙ୍କୁ ତୁରନ୍ତ…

ମହାରାଷ୍ଟ୍ର ଉପବାଚସ୍ପତି ସଚିବାଳୟର ତୃତୀୟ ମହଲାରୁ ତଳକୁ କାହିଁକି ଡେଇଁ ପଡ଼ିଲେ ?

ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି  । ଏହାରି ଭିତରେ ଏସସିରେ ଢ଼ଙ୍କର ସମ୍ପ୍ରଦାୟ ସଂରକ୍ଷଣକୁ ନେଇ  ମହାରାଷ୍ଟ୍ର ଉପବାଚସ୍ପତି ନରହରି ଜିରୱାଲ ଅଜବ କାଣ୍ଡ କରି ଚର୍ଚାରେ ଅଛନ୍ତି । ସେ ଏବଂ ଅନ୍ୟ ୩ ଜଣ ବିଧାୟକ ସଚିବାଳୟର ତୃତୀୟ ମହଲାରୁ ତଳକୁ ଡେଇଁ ପଡ଼ିଥିଲେ। ଏଭଳି ସ୍ଥିତିରେ…

ସାଂଘାଇ ସହଯୋଗ ସଂଗଠନ (ଏସ୍ ସିଓ) ବୈଠକରେ ମଧ୍ୟ ଭାରତ ଅଂଶଗ୍ରହଣ କରିବ

ସାଂଘାଇ ସହଯୋଗ ସଂଗଠନ (ଏସ୍ ସିଓ) ବୈଠକରେ ମଧ୍ୟ ଭାରତ ଅଂଶଗ୍ରହଣ କରିବ। ଏଥିପାଇଁ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ପାକିସ୍ତାନ ଯିବେ। ୧୦ ବର୍ଷ ପୂର୍ବରୁ ସୁଷମ ସ୍ଵରାଜ ପାକିସ୍ତାନ ଗ୍ରସ୍ତ ରେ ଯାଇଥିଲେ, ଏବେ ବୈଦେଶିକ ମନ୍ତ୍ରୀ ଭାବେ ଏସ୍ ଜୟଶଙ୍କର ପ୍ରଥମ ଥର ପାଇଁ ଇସଲାମାବାଦ ଗସ୍ତ ରେ…

ଲାଞ୍ଚ ନେଲା ବେଳେ କନିଷ୍ଠ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକର କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ସାହୁ ନାମକ ଜୈନିକ କନିଷ୍ଠ ଯନ୍ତ୍ରୀ ଜଣେ ଚାଷୀଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିବା ଜଣାପଡିଛି। ସୂଚନାରୁ ଜଣାପଡିଛି ବେଲପଡା ବ୍ଲକ କନ୍ଧେନଝୁଲା ଗ୍ରାମର ଦୈନିକ…

ପୁରୀରେ ହବିଷ୍ୟାଳୀଙ୍କୁ ମିଳିବ ସବୁ ସୁବିଧା

ପୁରୀ: ଏଥର ପୁରୀକୁ ଯଦି ଆପଣଙ୍କ ପରିବାରର କେହି ହବିଷ୍ୟାଳି ଯିବା ପାଇଁ ଚାହୁଁଛନ୍ତି ତେବେ ସରକାରୀ ଓ୍ବେବସାଇଟରେ ଆବେଦନ କରିବାକୁ ପଡ଼ିବ । ସମସ୍ତ  ସୁବିଧା ପାଇଁ ତଥା କାର୍ତ୍ତିକ ବ୍ରତ ପାଇଁ ପୁରୀରେ ଚଳିତ ବର୍ଷଠୁ ଆରମ୍ଭ ହେବ ନୂଆ ବ୍ୟବସ୍ଥା । କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ରରେ…

ତିରୁପତି ମନ୍ଦିର ଲଡୁ ବିବାଦ

ତିରୁପତି ଲଡୁରେ ପଶୁ ଚର୍ବି ମିଶିଥିବା ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଏହି ମାମଲାର ଯାଞ୍ଚ ପାଇଁ ଏକ ନୂତନ ସ୍ବତନ୍ତ୍ର ଏସଆଇଟି ଗଠନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ସୂଚନାରୁ ଜଣାପଡିଛି, ଗତ ଶୁଣାଣି ସମୟରେ ଜଷ୍ଟିସ ଗଭଇ ମନ୍ତବ୍ୟ ଦେଇଛନ୍ତି ଯେ ଭଗବାନଙ୍କୁ…

ଆଜି କ୍ୱାର୍ଟର ଛାଡ଼ିବେ କେଜ୍‌ରିଓ୍ବାଲ

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଆଜି ମୁଖ୍ୟମନ୍ତ୍ରୀ ବାସଭବନ ଖାଲି କରିବେ। ମୁଖ୍ୟମନ୍ତ୍ରୀ ନିବାସ ଖାଲି କରିବାକୁ ସୁରକ୍ଷା ଅଧିକାରୀ ମିନି ଟ୍ରକ୍‌କୁ ତାଙ୍କ ବାସଭବନରେ ପ୍ରବେଶ କରିବାକୁ ଅନୁମତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ବାସଭବନ ଖାଲି କରିବା କାମ ଆରମ୍ଭ…

ପୁଣି ଫେରିବ ମୌସୁମୀ

ରାଜ୍ୟରୁ ସମ୍ପୂର୍ଣ୍ଣ ଭାବେ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବା ପରେ ଗୁଳୁଗୁଳି କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଦକ୍ଷିଣ-ପୂର୍ବ ବାଲାଂଦେଶ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣବଳୟ ସୃଷ୍ଟି ହୋଇଛି। ଶୁକ୍ରବାର ଏହା ଉତ୍ତର…