ବର୍ଷକରେ ଗାଜା ପାଲଟିଲା ଭୂତ ସହର
ଇସ୍ରାଏଲ୍-ହମାସ୍ ର ଆକ୍ରମଣ ପରେ ଏବେ ଗାଜା ଆଉ ସହର ହୋଇନାହିଁ । ଅନେକ ଅଟ୍ଟାଳିକା ଧ୍ବଂସ ହେବା ପରେ ଆଉ ଯେଉଁ ଘର ରହିଛି ସେଠାରେ କେହି ରହୁନାହାଁନ୍ତି । ପାଣି ନାହିଁ, ବିଜୁଳି ନାହିଁ । କେବଳ ଭୂତ ସହର କୁହାଯାଉଛି ଗାଜାକୁ । ଭଂଗା ଘର ତଳେ ହଜାର ହଜାର ଶବ ପୋତି ହୋଇ ରହିଛି ।…