Browsing Tag

News

ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି

ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ  ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କର ‘ଭଲ ବନ୍ଧୁ ଏବଂ ଚମତ୍କାର ବ୍ୟକ୍ତିତ୍ବ’ ବୋଲି କହିଛନ୍ତି।…

୧୦ ପାକିସ୍ତାନୀ ନାଗରିକଙ୍କୁ ଗିରଫ କଲା ଦିଲ୍ଲୀ ପୁଲିସ

ନକଲି ପରିଚୟ‌ ସହ ବେଙ୍ଗାଲୁରୁରେ ରହୁଥିବା ୭ ପାକିସ୍ତାନୀ ନାଗରିକ ଗିରଫ ହେବାର କିଛି ଦିନ ପ‌ରେ ଦିଲ୍ଲୀ ପୁଲିସ ପୁଣି ଆଉ ୧୦ ଜଣଙ୍କୁ ଏହି ଅଭିଯୋଗରେ ଗିରଫ କରିଛି।  ସେମାନଙ୍କ ମଧ୍ୟରେ ୬ ଜଣ ମହିଳା ଅଛନ୍ତି।  ଦେଶର ବିଭିନ୍ନ ଅଂଶରେ ସେମାନେ ହିନ୍ଦୁ ନାମରେ ‌ବେଆଇନ ଭାବେ ରହୁଛନ୍ତି।  …

ଭିଜିଲାନ୍ସ ଜାଲରେ ଏସ୍‌ସିବି ଡାଟା ଏଣ୍ଟ୍ରି ଅପରେଟର

କଟକ ଏସ୍‌ସିବି ମେଡିକାଲର ଡାଟାଏଣ୍ଟ୍ରି ଅପରେଟର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଡାଟାଏଣ୍ଟ୍ରି ଅପରେଟର ସ୍ମୃତି ରଞ୍ଜନ ସାହୁ ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଥିଲା। ମାଗଣା ମେଡିସିନ ପାଇଁ ସେ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା।…

ଆଜିଠୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ଆଜିଠୁ ଖୋଲିଲା ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ। ସକାଳ ୬ଟାରୁ ଦିନ ଗୋଟାଏ ଯାଏ ପ୍ରବେଶ ଅନୁମତି ରହିଛି। ଯଶିପୁର କାଳିଆଣି ଗେଟ ଦେଇ ୩୫ଟି ଗାଡି ଏବଂ ବାରିପଦା ପିଠାବଟା ଲୁଲୁଙ୍ଗ ପଟୁ ୨୫ଟି ଗାଡିକୁ ପ୍ରବେଶ ଅନୁମତି ରହିଛି। ଏଥିପାଇଁ ଅଭୟାରଣ୍ୟ କର୍ତ୍ତୃପକ୍ଷ ସମସ୍ତ ପ୍ରକାର…

ମୁମ୍ବାଇର ୱର୍ଲି ସ୍ମଶାନରେ ରତନ ଟାଟାଙ୍କର ସରିଲା ଶେଷକୃତ୍ୟ

ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ଅନ୍ତିମ ସଂସ୍କାର ରାଜକୀୟ ସମ୍ମାନ ସହିତ ମୁମ୍ବାଇର ୱର୍ଲି ସ୍ମଶାନରେ କରାଯାଇଛି। ଟାଟା ସନ୍ସର ସମ୍ମାନିତ ପୂର୍ବତନ ଚେୟାରମ୍ୟାନ୍ ରତନ ଟାଟାଙ୍କର ୮୬ ବର୍ଷ ବୟସରେ ବୁଧବାର ରାତିରେ ଦେହାନ୍ତ ହୋଇଛି। ସେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଶେଷ…

ସାଲିଆସାହିରରେ ପୁଣି ଠାବ ହେଲା ଦେଶୀ ମଦ କାରଖାନା

ସାଲିଆସାହିର ନୀଳଚକ୍ର ନଗରରେ ଦେଶୀ ମଦ କାରଖାନାରେ ଅବକାରୀ ଟିମ୍‌ ପକ୍ଷରୁ ଚଢ଼ାଉ କରାଯାଇଛି। ଶହ ଶହ ଲିଟର ଦେଶୀ ମଦ ଜବତ ସହ ପୋଚ ନଷ୍ଟ କରିଛି ।ଗୁରୁବାର ଭୋର ୫ଟାରୁ ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ ୪ ଘଣ୍ଟା ଧରି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଚଢ଼ାଉବେଳେ ୨ଟି ବଡ଼ ଦେଶୀ ମଦ…

ରାଉରକେଲା-ଜଗଦଲପୁର ଏକ୍ସପ୍ରେସ୍‌ ଯାଉଥିବାବେଳେ ଟନେଲ୍‌ରୁ ଖସିଲା ପଥର

ବୁଧବାର ବିଳମ୍ବିତ ରାତିରେ କୋରାପୁଟ-ରାୟଗଡ଼ା ରେଳପଥରେ ଟନେଲ ମଧ୍ୟରୁ ପଥର ଖସିଛି। ରେଳ ଧାରଣା ଉପରେ ପଥର ପଡ଼ିଲା। ଛିଣ୍ଡିଗଲା ଓଭର ହେଡେ୍‌ଡ ଇକ୍ୟୁପ୍‌ମେଣ୍ଟ ତାର। ଦୀର୍ଘ ୪ଘଣ୍ଟାର କସରତ ପରେ କୋରାପୁଟ-ରାୟଗଡ଼ା ରେଳ ପଥରେ ରେଳ ଚଳାଚଳ ସ୍ବାଭାବିକ ହୋଇଥିଲା। କାକିରିଗୁମ୍ମା-ଲକ୍ଷ୍ମୀପୁର…

ଚୋର ଧରିବା ପାଇଁ ମଣ୍ଡପରେ ସ୍ବତନ୍ତ୍ର ପୋଲିସ ଫୋର୍ସ ନିୟୋଜିତ

ଭୁବନେଶ୍ୱର:ଦୁର୍ଗତି ନାଶିନୀଙ୍କ ଆବାହନରେ ଚଳଚଂଚଳ ବିଭିନ୍ନ ପୂଜା ମଣ୍ଡପ ଓ ଶକ୍ତିପୀଠ। ଆଜି ପୂଜା ମଣ୍ଡପରେ ମହାମାୟୀଙ୍କର ହେବ ଚକ୍ଷୁଦାନ ପର୍ବ  । ଶକ୍ତିପୀଠରେ ମହାଷ୍ଟମୀ ପୂଜା ହେଉଥିବା ବେଳେ ପୂଜା ମଣ୍ଡପରେ ହେବ ମାଆଙ୍କ ମହାସପ୍ତମୀ ପୂଜା। ମହାଷ୍ଟମୀ ପାଇଁ ସକାଳ ସମୟରେ ନୟାପଲ୍ଲୀ,…

କଶ୍ମୀରରେ ଅପହୃତ ଯବାନଙ୍କୁ ହତ୍ୟା

ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀଙ୍କ ଦ୍ବାରା ଅପହୃତ ହୋଇଥିଲେ  ଭାରତୀୟ ସେନାର ୨ ଜଣ ଯବାନ|ସୌଭାଗ୍ୟବଶତଃ ଆତଙ୍କବାଦୀଙ୍କ କବଳରୁ ଜଣେ ଯବାନ ଖସି ଆସିବାରେ ସକ୍ଷମ ହୋଇଥିଲେ| ଆଉ ଜଣେ ଜବାନଙ୍କର ଆଜି ଗୁଳିବିଦ୍ଧ ମୃତଦେହ ମିଳିଛି। ସହିଦ ଯବାନ ହିଲାଲ୍‌ ଅହମଦ ଭଟଙ୍କ ମର…

ଲେବାନନ୍‌ର ଆତଙ୍କବାଦୀ ସଂଗଠନ ହେଜବୁଲ୍ଲା ଅଣ୍ଟା ଭାଙ୍ଗୁଛି ଇସ୍ରାଏଲ

ଲେବାନନ୍‌ର ଆତଙ୍କବାଦୀ ସଂଗଠନ ହେଜବୁଲ୍ଲା ଏବେ ଲୁୁଚି ଲୁଚି ଆକ୍ରମଣ କରୁଛି । ଲେବାନନ ଏହି ସଂଗଠନକୁ ସମର୍ଥନ କରୁଥିବାରୁ ଇସ୍ରାଏଲ ଚେତାବନୀ ଦେଇଛି । ପ୍ରତିଶୋଧ ନେବାକୁ ଗତରାତିରେ ଇସ୍ରାଏଲ ଉପରକୁ ରକେଟ୍ ମାଡ଼ କରିଛି ହେଜବୁଲ୍ଲା। ଇସ୍ରାଏଲ ମଧ୍ୟ ଦକ୍ଷିଣ ଲେବାନନ୍‌ରେ ଅଧିକ ସୈନ୍ୟ…