ଜାମସେଦପୁରର ବିଭିନ୍ନ ପୂଜା ମଣ୍ଡପ ବୁଲିଲେ ରାଜ୍ୟପାଳ ରଘୁବର ଦାସ
ଜାମସେଦପୁର: ନବରାତ୍ରି ପୂଜା ବେଳେ ଝାଡ଼ଖଣ୍ଡରେ ଓଡ଼ିଶା ରାଜ୍ୟପାଳ ରଘୁବର ଦାସ ବିଭିନ୍ନ ପୂଜାମଣ୍ଡପ ବୁଲିଛନ୍ତି । ନିଜ ପରିବାର ଏବଂ ନାତୁଣୀଙ୍କ ସହିତ ରଘୁବର ଦାସ ବିଭିନ୍ନ ପୂଜାମଣ୍ଡପ ବୁଲି ଲୋକଙ୍କ ସହ ଆଲୋଚନା କରିଥିଲେ । ପୂଜା ମଣ୍ଡପ ବୁଲିବା ବେଳେ ସ୍ଥାନୀୟ ବେପାରୀଙ୍କ ସହ ମଧ୍ୟ…