Browsing Tag

#metro tv

ଆଜିର ରାଶିଫଳ

ମେଷ: ଋଣମୁକ୍ତ ହେବାର ସୂଚନା ମିଳୁଛି। ଶତ୍ରୁ ବିନାଶ କରିବା ସହିତ ଧନ ପ୍ରାପ୍ତିର ସୁଯୋଗ ସୃଷ୍ଟି ହେବ। ନୀରୋଗ ରହିପାରନ୍ତି। ମାତୁଳ ହେତୁକ ମାନଭଙ୍ଗ ହେବ। ଦୁଷ୍ଟଙ୍କ ଦ୍ବାରା କାର୍ଯ୍ୟ ସାଧନ କରିବେ। ବୃଷ: ଅର୍ଥଲାଭ ପାଇଁ ବାଣିଜ୍ୟ କାରବାର ଉପରେ ଗୁରୁତ୍ବ ଦେବେ। ପତ୍ନୀଙ୍କ ଉପସ୍ଥିତ…

ଭେନେଜୁଏଲାରେ ସୃଷ୍ଟି ହେଉଥିବା ପରିସ୍ଥିତି ଭବିଷ୍ୟତରେ ସୁନା ଏବଂ ରୂପା ମୂଲ୍ୟକୁ ପ୍ରଭାବିତ କରିବ

ଦେଶରେ ସୁନା ମୂଲ୍ୟ ବୃଦ୍ଧି ନେଇ ଲୋକମାନେ ପୂର୍ୱରୁ ଚିନ୍ତିତ ଅଛନ୍ତି। ଏହା ବ୍ୟତୀତ, ଆମେରିକା ଆକ୍ରମଣ ପରେ ଭେନେଜୁଏଲାରେ ସୃଷ୍ଟି ହେଉଥିବା ପରିସ୍ଥିତି ଭବିଷ୍ୟତରେ ସୁନା ଏବଂ ରୂପା ମୂଲ୍ୟକୁ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି। ଜାନୁଆରୀ 3 ରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ଚଳିତ ବର୍ଷ ଲଞ୍ଚ ହେବ ପ୍ରଥମ ଫୋଲ୍ଡେବଲ୍ ଆଇଫୋନ୍

ଏହି ବର୍ଷ Apple ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ ହେବାକୁ ଯାଉଛି । କମ୍ପାନୀ ଏହି ବର୍ଷ ପ୍ରଥମ ଫୋଲ୍ଡେବଲ୍ ଆଇଫୋନ୍  ଲଞ୍ଚ କରିବ ବୋଲି ଆଶା କରାଯାଉଛି । ଯାହା ଏବେ ଫୋଲ୍ଡେବଲ୍ ଆଇଫୋନର ଡିଜାଇନ୍ ବିଷୟରେ ଗୁରୁତ୍ୱପୂର୍ଣ୍ଣ ବିବରଣୀ ପ୍ରକାଶ ପାଇଛି । ଫିଚର୍ସ : Appleର ପ୍ରଥମ ଆଇଫୋନ୍…

ଟି-୨୦ ବିଶ୍ବକପ ପାଇଁ ବାଂଲାଦେଶ ଦଳ ଘୋଷଣା

ଆସନ୍ତା ଫେବ୍ରୁଆରି ଓ ମାର୍ଚ୍ଚ ମାସରେ  ଭାରତ ଓ  ଶ୍ରୀଲଙ୍କାରେ ହେବାକୁ ଥିବା  ଟି-୨୦ ବିଶ୍ବକପ ପାଇଁ ବାଂଲାଦେଶ ଦଳ ଘୋଷଣା ହୋଇଛି । ଲିଟନ କୁମାର ଦାସଙ୍କୁ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି ଓ ମହମ୍ମଦ ସୈଫ୍ ହାସନଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି।  ବର୍ତ୍ତମାନ ଚର୍ଚ୍ଚାରେ ଥିବା…

୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବ ଭାରତ,ଏନେଇ ନିଜେ ଅପଡେଟ ଦେଇଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି

୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବ ଭାରତ। ଏଥିପାଇଁ ସରକାର ଜୋରଦାର ପ୍ରସ୍ତୁତି କରୁଛନ୍ତି। ଏନେଇ ନିଜେ ଅପଡେଟ ଦେଇଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ପ୍ରଧାନମନ୍ତ୍ରୀ ଦୃଢ଼ତାର ସହ କହିଛନ୍ତି ଯେ ଭାରତ ୨୦୩୬ ଅଲିମ୍ପିକ୍ସ ଗେମ୍ସ ଆୟୋଜନ କରିବା ପାଇଁ ପୂର୍ଣ୍ଣ ଶକ୍ତିରେ ପ୍ରସ୍ତୁତି…

ବରଗଡ଼ ଧନୁଯାତ୍ରା ଉଦଯାପିତ, ମହୋଦଧିରେ ବୁଡ଼ ପକାଇ ସେ ନିଜର ପାପକ୍ଷୟ କରିବେ କଂସ ଚରିତ୍ରରେ ଅଭିନୟ କରିଥିବା ସୁଶୀଲ…

ବରଗଡ଼ ଧନୁଯାତ୍ରା ଉଦଯାପିତ ।   ଯାତ୍ରା ଶେଷ ହେବା ପରେ ପୁରୀ ଯାଇଛନ୍ତି କଂସ ଚରିତ୍ରରେ ଅଭିନୟ କରିଥିବା ସୁଶୀଲ ମେହେର। ସେ  ଗୋବର୍ଦ୍ଧନ ମଠରେ ଶଙ୍କରାଚାର୍ଯ୍ୟଙ୍କୁ ଦର୍ଶନ କରିଛନ୍ତି। ଏହାପରେ ମହୋଦଧିରେ ବୁଡ଼ ପକାଇ ସେ ନିଜର ପାପକ୍ଷୟ କରିବେ। ଶେଷରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ…

ଶ୍ରୀମନ୍ଦିରରେ ଧାଡ଼ି ବ୍ୟବସ୍ଥାକୁ ନେଇ ଠେଲାପେଲା ପରିସ୍ଥିତି, ଦର୍ଶନ ବନ୍ଦ

ଶ୍ରୀମନ୍ଦିରରେ ଧାଡ଼ି ବ୍ୟବସ୍ଥାକୁ ନେଇ ଠେଲାପେଲା ପରିସ୍ଥିତି ଉପୂଜିଛି । ସେବକ ଓ ସୁରକ୍ଷାକର୍ମୀଙ୍କ ମାଧରେ ଠେଲାପେଲା ହୋଇଥିବା ସୂଚନା ରହିଛି । ପୁଣି ଶ୍ରୀମନ୍ଦିରରେ ଧାଡ଼ି ବ୍ୟବସ୍ଥାକୁ ନେଇ ଠେଲାପେଲା ପରିସ୍ଥିତି ଉପୁଜିଛି । ଶ୍ରୀମନ୍ଦିର ସୁରକ୍ଷା ସ୍ଵତନ୍ତ୍ର ବଳ ଓ ସେବକଙ୍କ ମଧ୍ୟରେ…

ଆମ ବସ୍‌’ ଡ୍ରାଇଭରଙ୍କୁ ନିୟମିତ ଟ୍ରେନିଂ ଦିଆଯିବା ସହିତ ମୃତ ଅଟୋ ଚାଳକଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ସହାୟତା…

ରାଜ୍ୟ ସରକାରଙ୍କ ‘ଆମ ବସ୍‌’ ବାରମ୍ବାର ଦୁର୍ଘଟଣା ଘଟାଉଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କଡ଼ା ନିର୍ଦ୍ଦେଶ ଦେଇ କହିଛନ୍ତି, ଡ୍ରାଇଭରଙ୍କୁ ନିୟମିତ ଟ୍ରେନିଂ ଦିଆଯିବ। ବିଶେଷକରି ଆମ ବସ୍‌ ଡ୍ରାଇଭରମାନଙ୍କ ଦକ୍ଷତା ବୃଦ୍ଧିକୁ ଗୁରୁତ୍ୱ ଦିଆଯିବ।…

ଆଜି ଭୁବନେଶ୍ବରରେ ଆରମ୍ଭ ହୋଇଛି ପଥ ଉତ୍ସବ , ଶୀତୁଆ ସକାଳରେ ସାଂକୃତିକ କାର୍ଯ୍ୟକ୍ରମ ସହିତ ବିଭିନ୍ନ ଖାଦ୍ୟର ମଜା…

ଆଜି ଭୁବନେଶ୍ବରରେ ଆରମ୍ଭ ହୋଇଛି ପଥ ଉତ୍ସବ । ଉତ୍ସବ ମୁଖର ଜନପଥ । ଶୀତୁଆ ସକାଳରେ ପଥୋତ୍ସବର ମଜା ନେଲେ ରାଜଧାନୀ ବାସିନ୍ଦା। ଚଳିତ ବର୍ଷ ପଥ ଉତ୍ସବକୁ ଟିକିଏ ନିଆରାଢଙ୍ଗରେ ପାଳନ କରାଯାଉଛି। ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ୍ ଠାରୁ ରାମମନ୍ଦିର ଛକ ପର୍ଯ୍ୟନ୍ତ ରାସ୍ତାରେ “ପଥ ଉତ୍ସବ"…

ଆହୁରି ଦୁଇ ଦିନ ଏଭଳି ବାଟ ଓଗାଳିବ ଭୀଷଣ କୁହୁଡ଼ି

କିଛି ଦିଶିଲାନି । ଧୂଆଁର ବହଳ ଆସ୍ତରଣ । ଚାରି ପାଖ ଅନ୍ଧାର । ରାସ୍ତାରେ ଯାଉଥିବା ଲୋକେ ଆଗକୁ ବଢ଼ି ପାରିଲେନି । ସମସ୍ତେ ଫସି ରହିଲେ । ଆଗକୁ ଆହୁରି କଲବଲ କରିବ କୁହୁଡି । ଆହୁରି ଦୁଇ ଦିନ ଏଭଳି ଭୀଷଣ କୁହୁଡ଼ି ବାଟ ଓଗାଳିବ । ପାଣିପାଗ ବିଭାଗ ଏହି ଆକଳନ କରିଛି । ୪ ଓ ୫ ତାରିଖ (…