କର୍ଣ୍ଣାଟକରେ କାହାକୁ ମିଳିବ ସର୍ବାଧିକ ଆସନ ?
ବେଙ୍ଗାଲୁରୁ : କର୍ଣ୍ଣାଟକରେ ଝୁଲା ବିଧାନସଭା ହେବ କି? ନା କଂଗ୍ରେସ ସରକାର ଗଠନ କରିବ । କି ବିଜେପି ସରକାର ଗଠନ କରିବ । ନା ଝୁଲା ବିଧାନସଭା ହେବ, ତାକୁ ନେଇ ସାରା ଗଣମାଧ୍ୟମରେ ଚର୍ଚା ହେଉଛି । ନିର୍ବାଚନ ଶେଷ ହେବା ପରେ ରାଜ୍ୟରେ କିଏ ସରକାର ଗଢ଼ିବ, ତାହାକୁ ନେଇ ମତ ଭିନ୍ନ ହେଉଛି । …