Browsing Tag

#metro tv

ବେଲଗାମ ହୋଇପଡ଼ିଥିବା ରୁପା ମୂଲ୍ୟ ଦ୍ରୁତ ଗତିରେ କମ୍ ହେବାରେ ଲାଗିଛି

ବେଲଗାମ ହୋଇପଡ଼ିଥିବା ରୁପା ମୂଲ୍ୟ ଦ୍ରୁତ ଗତିରେ କମ୍ ହେବାରେ ଲାଗିଛି। ଗତ ୬ ଦିନରେ ରୁପା ମୂଲ୍ୟ ୨୫ ହଜାର ଟଙ୍କା କମ୍ ହୋଇଛି। ସେଥିରୁ ଦୁଇଦିନ ଥିଲା ଛୁଟି। ଅର୍ଥାତ ମାତ୍ର ଚାରିଟି କାରବାର ଦିନରେ ରୁପାରେ ଏଭଳି ହ୍ରାସ ଘଟିଛି। ଭୁବନେଶ୍ବରରେ ରୁପା କେଜି ମଙ୍ଗଳବାର ୮୦୦୦ ଟଙ୍କା ହ୍ରାସ…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା କଲେ ଟ୍ରମ୍ପ

ଦୀପାବଳିର ବିଶେଷ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଦୀପାବଳିର ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି, "ରାଷ୍ଟ୍ରପତି…

ପୀତବାସ ପଣ୍ଡା ହତ୍ୟା ମାମଲାରେ ବିଜେଡ଼ି ନେତା ବିକ୍ରମ ପଣ୍ଡା ଗିରଫ

ବିଜେପି ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବିଜେଡ଼ି ନେତା ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଥିବା ପୋଲିସ ସ୍ପଷ୍ଟ କରିଛି । ଗତକାଲି ରାତିରୁ ପୋଲିସ ତାଙ୍କୁ ଉଠାଇନେଇଥିଲା ।  ବିଜେଡି ନେତାଙ୍କୁ ଗିରଫର ପ୍ରତିବାଦ ଦେଖିବାକୁ ମିଳିଛି । ବିଜେଡି କର୍ମୀ ଓ ନେତାମାନେ ଏସପି ଅଫିସ…

ପୀତବାସ ହତ୍ୟା ମାମଲା,ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ଗିରଫ କଲା ପୁଲିସ

ପୀତବାସ ହତ୍ୟା ମାମଲା , ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ଗିରଫ କଲା ପୁଲିସ । ପୁଲିସ  ଭ୍ୟାନ୍‌ରେ ବିକ୍ରମଙ୍କୁ କୋର୍ଟ ନେଲା ପୁଲିସ । ପୁଲିସ ଗତକାଲି ରାତିରେ ପୂର୍ବତନ ବିଧାୟକ ତଥା ଗଞ୍ଜାମ ବିଜେଡି ସଭାପତି  ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଇଥିଲା । କିଏ ଓ କାହିଁକି ପୀତବାସ ପଣ୍ଡାଙ୍କୁ…

ମା’ ଭଦ୍ରକାଳୀଙ୍କ ଚାଲିଛି ପୂଜାର୍ଚ୍ଚନା, ଦ୍ବିତୀୟ ଦିନରେ  ସପ୍ତମାତୃକା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି…

 ଭଦ୍ରକ, ବୀରଗୋବିନ୍ଦପୁର, ଯାଜପୁର, ନିଆଳି,ନବରଙ୍ଗପୁର ହେଉଛି ରାଜ୍ୟର ପ୍ରମୁଖ  ପୀଠରେ ମହାକାଳୀ ପୂଜା । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀଙ୍କ ଚାଲିଛି ପୂଜାର୍ଚ୍ଚନା । ଆଜି ଦ୍ବିତୀୟ ଦିନରେ  ସପ୍ତମାତୃକା ବେଶରେ ମା ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଆଜିର ଦିନରେ ମାଙ୍କୁ ଦର୍ଶନ…

ହଳଦୀ କ୍ଷୀର ରୋଗ ପ୍ରତିରୋଧକ ଶକ୍ତି ପାଇଁ ଏକ ବରଦାନ

ଆପଣ କେବେ କେବେ ଏମିତି ପରିସ୍ଥିତିର ସାମ୍ନା କରିଥିବେ କି ଆପଣ ରାତିରେ ଖାଇ ସାରି ବିଛଣାକୁ ଶୋଇବାକୁ ଯାଉଥିବେ ଆଉ ଆପଣଙ୍କ ମାଆ ହୁଅନ୍ତୁ କି ଆପଣଙ୍କ ପତ୍ନୀ ଗୋଟେ ଗ୍ଲାସରେ କ୍ଷୀର ବଦଳରେ ହଳଦିଆ କ୍ଷୀର ଆଣି ଦେବେ । ଧଳା କ୍ଷୀରରେ ହଳଦୀ ମିଶାଇବାକୁ ଯଦିଓ କେହି କେହି ହଠାତ୍ ଗ୍ରହଣ…

ମୌସୁମୀ ରାଜ୍ୟରୁ ବିଦାୟ ନେଇସାରିଥିଲେ ବି ଆହୁରି ସପ୍ତାହେ ରାଜ୍ୟରେ ବର୍ଷା ସମ୍ଭାବନା

ଶୀତର କୋମଳ ସ୍ପର୍ଶକୁ ଅପେକ୍ଷା କରିଥିବା ରାଜ୍ୟବାସୀ ଏବେ ଆହୁରି ଦୁଇଟି ଲଘୁଚାପର ପ୍ରକୋପ ସହିବେ। ଦକ୍ଷିଣ-ପଶ୍ଚିମ ମୌସୁମୀ ରାଜ୍ୟରୁ ବିଦାୟ ନେଇସାରିଥିଲେ ବି ଆହୁରି ସପ୍ତାହେ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ତେବେ ଉଭୟ ଲଘୁଚାପ ମିଶି ବାତ୍ୟା ଆଶଙ୍କା ସୃଷ୍ଟି କରୁଥିବା ବେଳେ ଏଯାଏଁ…

ଆଜିର ରାଶିଫଳ

ମେଷ: ଯାହା ବି ଚାହିଁବେ ଆପଣଙ୍କର ସବୁ କାମ ମନମୁତାବକ ସଂପୂର୍ଣ୍ଣ ହେବ। କୌଣସି ବଡ଼ ଯୋଜନା ଆରମ୍ଭ କରିପାରନ୍ତି। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କୁ ପଦୋନ୍ନତି ମିଳିପାରେ। ବୃଷ: ଆପଣ କାହାରିକୁ ସାହାଯ୍ୟ କରିବେ। ବନ୍ଧୁର ସହଯୋଗ ମିଳିବା ଯୋଗୁଁ କାମ କରିବା ସହଜ ହେବ।…

ପ୍ଲାଷ୍ଟିକ ବୋତଲରେ ଆଚାର ରଖିବା ଦ୍ବାରା କର୍କଟ ରୋଗର ଆଶଙ୍କା ବଢ଼ିଥାଏ

ଭାରତୀୟ ଟିକେ ଖାଇବା ପ୍ରିୟ । ଖାଇବା ଥାଳିରେ ୬ ତିଅଣ ୯ ଭଜା ନହେଲେ ଯେମିତି ଖାଇବାଟା ଅଧୁରା ଲାଗେ । କହିବାକୁ ଗଲେ ବିଭିନ୍ନ ପ୍ରକାର ବ୍ୟଞ୍ଜନର ସ୍ବାଦ ନ ବାଜିଲେ ଭାରତୀୟଙ୍କୁ ଖାଇବାର ମଜା ଆସେନି । ଆଉ ଖାଇବା କଥା ଯଦି ଆସୁଛି ଆଚାର କଥା ନ କହିଲେ ସବୁ ଅସମ୍ପୂର୍ଣ୍ଣ ଲାଗିବ । ପ୍ରତିଟି…

ପରଲୋକରେ ପ୍ରସିଦ୍ଧ ବଲିଉଡ ଅଭିନେତା ଅସରାନି

ପ୍ରସିଦ୍ଧ ବଲିଉଡ ଅଭିନେତା ଅସରାନିଙ୍କ ଦେହାନ୍ତ ହୋଇଛି। ସେ ଦୀପାବଳିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ଅସରାନିଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ସେ ହସ୍ପିଟାଲରେ ବାର୍ଦ୍ଧକ୍ୟ ଜନିତ ସମସ୍ୟା ଯୋଗୁ ଚିକିତ୍ସିତ ହେଉଥିଲେ।  ସୋମବାର ଅପରାହ୍ନ ୪ରେ ସେ ଶେଷ ନିଶ୍ୱାସ ତ୍ୟାଗ…