Browsing Tag

#metro tv

ଶେଖ ହସିନାଙ୍କୁ ପଳାତକ ଘୋଷଣା କଲେ କୋର୍ଟ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଢାକା ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟ ତାଙ୍କୁ ପଳାତକ ଘୋଷଣା କରିଛନ୍ତି। ଚଳିତ ବର୍ଷ ଦାୟର ହୋଇଥିବା ଏକ ଦେଶଦ୍ରୋହ ମାମଲାରେ ଶେଖ ହସିନାଙ୍କ ସହିତ ଅନ୍ୟ ୨୬୦ ଜଣଙ୍କୁ ପଳାତକ ଘୋଷଣା କରାଯାଇଛି।…

ସକାଳୁ ଖାଲି ପେଟରେ ଭୃସଙ୍ଗ ପତ୍ର ପାଣି ପିଇଲେ ମିଳିବ ଏହି ସବୁ ଫାଇଦା

ଦୈନନ୍ଦିନ ଜୀବନରେ ଆମେ ଅନେକ ପ୍ରକାର ଖାଦ୍ୟ ଖାଇଥାଉ । କିନ୍ତୁ ସେଥିରୁ କିଛି ଖାଦ୍ୟ ଆମ ଶରୀର ପାଇଁ ଅତ୍ୟନ୍ତ ଉପକାରୀ ହୋଇଥାଏ । ସେହିଭଳି ଏକ ଉପାଦାନ ହେଉଛି ଭୃସଙ୍ଗ ପତ୍ର । ଭୃସଙ୍ଗ ପତ୍ର କେବଳ ଖାଦ୍ୟର ସ୍ୱାଦ ବଢ଼ାଏ ନାହିଁ, ବରଂ ଏଥିରେ ଅନେକ ଔଷଧୀୟ ଗୁଣ ଭରି ରହିଛି । ଯାହା ଆମ…

ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’ର ପ୍ରଥମ ଅଫିସିଆଲ୍‌ ପୋଷ୍ଟର ଉନ୍ମୋଚିତ

‘ଅମିୟ ପଟ୍ଟନାୟକ ପ୍ରଡକ୍ସନ୍ସ’ର ନିର୍ମାଣାଧୀନ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’ର ପ୍ରଥମ ଅଫିସିଆଲ୍‌ ପୋଷ୍ଟର ସାମ୍ନାକୁ ଆସିଛି। ଜାତୀୟ ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଏହି ରହସ୍ୟମୟ-ହାସ୍ୟାରସ ଓ ହରର ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଥିବା ବେଳେ ଏହାର…

୧୮ ମାସ ପାଇଁ ଗୁଗଲ୍‌ ଏଆଇ ପ୍ରୋ ପ୍ଲାନ୍ ମାଗଣା

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଓ ଗୁଗଲ୍‌ ଏକ ଗୁରୁତ୍ବପୂର୍ଣ୍ଣ ସହଯୋଗିତା କରିଛନ୍ତି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଉଭୟ ସଂସ୍ଥା ମିଳିତ ଭାବେ କାର୍ଯ୍ୟ କରିବେ। ଏହି ସହଯୋଗିତାରେ ଜିଓ ଗ୍ରାହକମାନଙ୍କୁ ୧୮ ମାସ ପାଇଁ ଗୁଗଲ୍‌ ଏଆଇ ପ୍ରୋ ପ୍ଲାନ୍ ମାଗଣାରେ ମିଳିବ। ଏମିତିରେ…

ପଞ୍ଚୁକ ପାଇଁ ଆଜି ରାଜ୍ୟର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼

ପଞ୍ଚୁକ ପାଇଁ ଆଜି ରାଜ୍ୟର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ବିଶେଷ କରି କଟକର ଧବଳେଶ୍ବର ଶୈବପୀଠ ଓ ଭଦ୍ରକଜିଲ୍ଲା ଆରଡ଼ିର ଆଖଣ୍ଡଳମଣି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଛି। ଏହାଛଡ଼ା ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ବି ଦେଖିବାକୁ ମିଳିଛି। ଭିଡ଼ ଯୋଗୁଁ…

ଆଜିର ରାଶିଫଳ

ମେଷ: ଆତ୍ମଶକ୍ତିକୁ ଜାଗ୍ରତ କରି ତା’ ଉପରେ ବିଶ୍ବାସ ରଖନ୍ତୁ। ଦେଖିବେ ଆପଣ ଅପୂର୍ଣ୍ଣତାରୁ ପୂର୍ଣ୍ଣତା ଦିଗରେ ଗତି କରିବେ। ଠାକୁରଙ୍କ ଅପାର କରୁଣା ଅଛି। ପ୍ରଚୁର ଧନାଗମ ଓ ସରକାରୀ କୃପା ମିଳିବ। ବୃଷ: ଧୀ’ଶକ୍ତି ସମ୍ପନ୍ନ ହେବେ। ‘ବସୁଧା’ ତୁଲ୍ୟ ସହିଷ୍ଣୁ ମନୋଭାବର ହୋଇପାରନ୍ତି।…

ହସ୍ପିଟାଲରେ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର

ନିଜର ଅଭିନୟ ଦ୍ୱାରା ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଅସୁସ୍ଥତା ତାଙ୍କ ପ୍ରଶଂସକମାନଙ୍କ ପାଇଁ ଆଦୌ ବି ଗ୍ରହଣୀୟ ନୁହେଁ। ହେଲେ ସୂତ୍ରରୁ ପ୍ରକ‌ାଶ ଯେ ଧର୍ମେନ୍ଦ୍ରଙ୍କୁ ମୁୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି…

ଓପିଜିସିର ୩୪୫୨ କୋଟି ଟଙ୍କା କ୍ଷତି

ଝାରସୁଗୁଡା ଜିଲ୍ଲାର ବନହରିପାଲିରେ ଥିବା ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ୍(ଓପିଜିସି) ୩୪୫୨ କୋଟି ଟଙ୍କା କ୍ଷତି ସହିଛି। ପରିଚାଳନା ଓ ରକ୍ଷଣାବେକ୍ଷଣ ତ୍ରୁଟି ପାଇଁ ୨୦୨୦ ଏପ୍ରିଲ୍‌ରୁ ୨୦୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ ୬୬ ମାସରେ  ୯୮୬୪ ନିୟୁତ ୟୁନିଟ୍‌ ଉତ୍ପାଦନ କ୍ଷତି ହୋଇଛି।…

ଭାରତୀୟ ରେଳବାଇ ଚାକିରି ପାଇଁ ଏକ ସୁବର୍ଣ୍ଣ ସୁଯୋଗ, ନିଯୁକ୍ତି ପାଇଁ ଏକ ସଂକ୍ଷିପ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି

ଭାରତୀୟ ରେଳବାଇ ଚାକିରି ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣିଛି। ରେଳବାଇ ନିଯୁକ୍ତି ବୋର୍ଡ (ଆରଆରବି) ଜୁନିଅର ଇଞ୍ଜିନିୟର (ଜେଇ), ଡିପୋ ମ୍ୟାଟେରିଆଲ୍ ସୁପରିଣ୍ଟେଣ୍ଡେଣ୍ଟ ଏବଂ କ୍ୟାମିକାଲ ଆଣ୍ଡ ମେଟାଲର୍ଜିକଲ ଆସିଷ୍ଟେଣ୍ଡ (ସିଏମଏ) ଭଳି ପଦବୀରେ ନିଯୁକ୍ତି ପାଇଁ ଏକ ସଂକ୍ଷିପ୍ତ ବିଜ୍ଞପ୍ତି…

ନଭେମ୍ବର ପହିଲାରୁ  ୧୨ ତାରିଖ ପର୍ଯ୍ୟନ୍ତ ସୁଭଦ୍ରା ଶକ୍ତି ମେଳା ଆୟୋଜିତ ହେବ

ନଭେମ୍ବର ପହିଲାରୁ  ୧୨ ତାରିଖ ପର୍ଯ୍ୟନ୍ତ ସୁଭଦ୍ରା ଶକ୍ତି ମେଳା ଭୁବନେଶ୍ବରସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମିସନ୍‌ ଶକ୍ତି ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗାଁଠାରୁ ଆରମ୍ଭ…