ଯଦି ବିଶ୍ବକପ ଖେଳିବାର ଅଛି ତେବେ ଭାରତ ଆସିବାକୁ ହେବ -ବାଂଲାଦେଶ କ୍ରିକେଟ ବୋର୍ଡକୁ ଆଇସିସିର ଅଲ୍ଟିମେଟମ
ବାଂଲାଦେଶ କ୍ରିକେଟ ବୋର୍ଡକୁ ଆଇସିସି ଅଲ୍ଟିମେଟମ ଦେଇଛି । ଆଇସିସି ତରଫରୁ ବିସିବିକୁ କୁହାଯାଇଛି କି, ଆଗାମୀ ଟି୨୦ ବିଶ୍ବକପରେ ବାଂଲାଦେଶର ସହଭାଗିତାକୁ ନେଇ ଅନ୍ତିମ ନିଷ୍ପତ୍ତି ନେବାର ଶେଷ ତାରିଖ ୨୧ ଜାନୁଆରୀ ରହିଛି । ଯଦି ବିଶ୍ବକପ ଖେଳିବାର ରହିଛି, ତେବେ ଯେମିତି ହେଲେ ଭାରତ ଆସିବାକୁ…