Browsing Tag

#metro tv

ଆଜିର ରାଶିଫଳ

ମେଷ: ପରିବାରରେ ସବୁ କିଛି ଭଲ ଚାଲିବ। ସ୍ବାସ୍ଥ୍ୟ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ। ସାମାଜିକ କାର୍ଯ୍ୟରେ ଆପଣଙ୍କର ରୁଚି ରହିବ। ବୃଷ: କାରବାର ବଢ଼ାଇବା ପାଇଁ କୌଣସି ମଉକା ପାଇବେ। ଅନ୍ତରଙ୍ଗ ବନ୍ଧୁ ଆପଣଙ୍କ ପାଖକୁ ଆସିପାରନ୍ତି। ପାଠପଢ଼ାରେ ରହିଥିବା ବାଧା କାହାରି…

୨୧ ହଜାର ୦୩୦ଟି ଅଙ୍ଗନଓ୍ବାଡି କେନ୍ଦ୍ର ଚାଲିଛି ଭଡ଼ା ଘରେ

ରାଜ୍ୟରେ ମୋଟ୍‌ ୭୪ ହଜାର ୨୨୪ଟି ଅଙ୍ଗନଓ୍ବାଡି କେନ୍ଦ୍ର କାର୍ଯ୍ୟରତ। ସେଥିମଧ୍ୟରୁ ୫୩ ହଜାର ୧୯୪ଟି କେନ୍ଦ୍ରର ନିଜସ୍ବ ଗୃହ ଅଛି। ୨୧ ହଜାର ୦୩୦ଟି ଅଙ୍ଗନଓ୍ବାଡି କେନ୍ଦ୍ର ବର୍ତ୍ତମାନ ଭଡ଼ାଘରେ ଚାଲିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ଭଡ଼ାଗୃହରେ ଚାଲୁଥିବା ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକର ଭଡ଼ା…

ବର୍ତ୍ତମାନ କରାଯାଇଥିବା GST ସଂସ୍କାର ଦ୍ୱାରା ଘର ନିର୍ମାଣ, ଗାଡ଼ି କିଣିବା, ବୁଲାବୁଲି ଖର୍ଚ୍ଚ କମିବ –…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସନ୍ଧ୍ୟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଉଦ୍‌ବୋଧନରେ GST ସଂସ୍କାର ନେଇ ବଡ଼ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୨୨ ତାରିଖରୁ ଦେଶର ସବୁ ବର୍ଗର ଲୋକେ GST ସଂସ୍କାର ଦ୍ବାରା ଉପକୃତ ହେବେ। ଏହା…

ଆଧାର କାର୍ଡ଼କୁ ନେଇ ଆସିଲା ବଡ଼ ଅପଟେଡ଼ ,ନୂତନ ପଞ୍ଜୀକରଣ କିମ୍ବା ବାୟୋମେଟ୍ରିକ୍ ଅପଡେଟ୍ ପାଇଁ କୌଣସି ଶୁଳ୍କ ଦେବାକୁ…

କେନ୍ଦ୍ର ସରକାର ଆଧାର କାର୍ଡ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏବେ ପିଲା ଏବଂ କିଶୋରମାନଙ୍କ ପାଇଁ ନୂତନ ପଞ୍ଜୀକରଣ କିମ୍ବା ବାୟୋମେଟ୍ରିକ୍ ଅପଡେଟ୍ ପାଇଁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ।ପୂର୍ବରୁ ଏଥିପାଇଁ ୫୦ ଟଙ୍କା ଶୁଳ୍କ ଆଦାୟ କରାଯାଉଥିଲା। ନୂଆ ନିୟମରେ ଏବେ ୫ ରୁ ୭…

ମାଙ୍କ ପିଲ୍ମର ରିମେକ ରେ ନଜର ଆସିବେ ଝିଅ

ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀଙ୍କ ସୁପର୍‌ଡୁପର୍‌ ହିଟ୍‌ ‘ଚ‌ାଲ୍‌ବାଜ୍’ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ୧୯୮୯ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମରେ ଶ୍ରୀଦେବୀ ଡବଲ୍‌ ରୋଲ୍‌ରେ ନଜର ଆସିଥିଲେ ଏବଂ ତାଙ୍କର ମନଛୁଆଁ ଅଭିନୟ ଦର୍ଶକଙ୍କୁ କିମିଆ କରିଥିଲା। ଶ୍ରୀଦେବୀ ଆଜି ଦୁନିଆରେ ନଥିଲେ ବି…

କାଲିଠୁ ଦେଶରେ ଜିଏସଟି ବଚତ ଆରମ୍ଭ

ଆସନ୍ତା କାଲି ଅର୍ଥାତ୍ ଦେଶରେ ୨ୟ ପର୍ଯ୍ୟାୟ ଜିଏସଟି ସଂସ୍କାର ଆରମ୍ଭ ହେବାକୁ ଯାଉଛି । ଏହାର ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ଦେଶରେ ଜିଏସଟି ବଚତ୍ ଉତ୍ସବ ଆରମ୍ଭ ହେବାକୁ ଯାଉଛି । ଏହା ଆତ୍ମନିର୍ଭରଶୀଳ ଭାରତ ଦିଗରେ ଏକ…

ବନ୍ଦ ଥିବା ୭୦ ଟି ମଦ ଦୋକାନ ଖୋଲିବା ପାଇଁ ମିଳିଛି ଅନୁମତି

ରାଜ୍ୟରେ ୭୦ଟି ମଦ ଦୋକାନ ବନ୍ଦ ରହିଥିଲା। ଏହାକୁ ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ବାଲେଶ୍ୱରରେ ସର୍ବାଧିକ ୧୭ ମଦ ଦୋକାନ ବନ୍ଦ ରହିଥିବା ଜଣାପଡ଼ିଛି। ସେହିପରି ଗଞ୍ଜାମରେ ୧୦, ବଲାଙ୍ଗୀର ୨, ବ୍ରହ୍ମପୁର ୪, କଟକ ୭, କନ୍ଧମାଳ…

ଆଜି ଭାରତ – ପାକିସ୍ତାନ ମ୍ୟାଚ୍, ପଦାରେ ପଡ଼ିଲା ସରକାରଙ୍କ ଗୁମର

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୁଦ୍ଧରେ ଜନସାଧାରଣଙ୍କ କ୍ରୋଧ ଏପର୍ଯ୍ୟନ୍ତ ଶାନ୍ତ ହୋଇନାହିଁ, ଏବଂ କ୍ରିକେଟ ଜଗତରେ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଭାରତ ଏବଂ ପାକିସ୍ତାନ ଦ୍ୱିତୀୟ ଥର ପାଇଁ ରବିବାର ସେପ୍ଯେମ୍ବର ୨୧ରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏସିଆ କପର ଗ୍ରୁପ…

ଆଜି ପବିତ୍ର ମହାଳୟା ଅମାବାସ୍ୟା

ଆଜି ପବିତ୍ର ମହାଳୟା ଅମାବାସ୍ୟା, ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ବଡ଼ ସମାଗମ । ପିତୃପକ୍ଷର ଶେଷ ଦିନରେ ନାଭିଗୟାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଚାଲିଛି ପିଣ୍ଡଦାନ । ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ବ୍ୟାପକ…

ଭିଜିବି ପୂଜା , ଆସୁଛି ଦୁଇଟି ଲଘୁଚାପ

ଏଥର ଦୁର୍ଗାପୂଜା ପୂରା ଭିଜିବ। ଆଗକୁ ଆସିବାକୁ ଥିବା ଦୁଇଟି ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଆସନ୍ତା ୨୫ ତାରିଖରେ ଏବଂ ଅକ୍ଟୋବର ୧ରେ ଦୁଇଟି ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମିଆମାର୍‌ ଉପକୂଳରେ…