ରାତି ପାହିଲେ ଖଣ୍ଡଗିରି ମାଘସପ୍ତମୀ ମେଳା,ଯଜ୍ଞ ବେଦୀରେ କର୍ମ ଆରମ୍ଭ କଲେଣି ସାଧୁସନ୍ଥ
ରାତି ପାହିଲେ ଖଣ୍ଡଗିରି ମାଘସପ୍ତମୀ ମେଳା । ମନ୍ତ୍ରୋଚ୍ଚାରଣରେ ଗୁଞ୍ଜରିତ ହେବ ଖଣ୍ଡଗିରି ପାଦଦେଶ । ଯଜ୍ଞ ବେଦୀରେ କର୍ମ ଆରମ୍ଭ କଲେଣି ସାଧୁସନ୍ଥ । ପାହଡ଼ ପାଦଦେଶରୁ ଉପର ବାରଭୂଜା ଯାଏଁ ନାଗା ବାବାଙ୍କ ମେଳି। କାଲିଠୁ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଖଣ୍ଡଗିରି ମାଘ ମେଳା । …