Browsing Tag

#metro tv

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ : ଆଜି ମେଷ ରାଶି ପାଇଁ ଏକ ଭଲ ଦିନ ହେବ । ତଥାପି, ଭାବପ୍ରବଣ ହୋଇ କୌଣସି ନିଷ୍ପତ୍ତି ନେବାରୁ ଦୂରେଇ ରୁହନ୍ତୁ । ପଢିବା ଏବଂ ଲେଖିବାରେ ସମୟ ବିତାନ୍ତୁ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କ ବ୍ୟବସାୟିକ ସ୍ଥିତି ସୁଦୃଢ଼ ​​ରହିବ । ଆପଣଙ୍କ ସନ୍ତାନର ପଦୋନ୍ନତି ଆନନ୍ଦ ଆଣିବ ।…

୨୦୨୫ ପାଇଁ ଗୃହ ବିଭାଗ ପକ୍ଷରୁ ରାଜ୍ୟପାଳ ପଦକ ଘୋଷଣା, ମୋଟ ୨୦ ଜଣଙ୍କୁ ମିଳିବ ପଦକ

ରାତି ପାହିଲେ ସାଧାରଣତନ୍ତ୍ର ଦିବସ। ଏହାକୁ ଦୃଷ୍ଟିରେ ରଖି ୨୦୨୫ ପାଇଁ ଗୃହ ବିଭାଗ ପକ୍ଷରୁ ରାଜ୍ୟପାଳ ପଦକ ଘୋଷଣା କରାଯାଇଛି। ମୋଟ ୨୦ ଜଣଙ୍କୁ ପଦକ ମିଳିବ ବୋଲି ଜଣାପଡ଼ିଛି। ତେବେ ସେମାନଙ୍କ ମଧ୍ୟରେ ଆଇଜି ନୀତି ଶେଖର, ସତ୍ୟଜିତ ନାୟକଙ୍କ ସମେତ ପୁରୀ ଏସ୍‌ପି ପ୍ରତୀକ ସିଂ, ଭିଜିଲାନ୍ସ…

ରାଜ୍ୟରେ AI ବା କୃତ୍ରିମ ବୁଦ୍ଧିମତା ସ୍କୁଲ ଖୋଲିବ ନେଇ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟରେ AI ବା କୃତ୍ରିମ ବୁଦ୍ଧିମତା ସ୍କୁଲ ଖୋଲିବ। AI ଦିଗରେ ଓଡ଼ିଶା ଆଗେଇ ଚାଲିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ଏଆଇ କମ୍ପାନୀ ସର୍ଭମ ସହ ବୈଠକ ପରେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଓଡ଼ିଶାରେ AI ବା…

ଆମେରିକାର ୧୮ ରାଜ୍ୟରେ ବରଫ ଝଡ ନେଇ ସତର୍କ ସୂଚନା ଜାରି ,୯ ହଜାରରୁ ଅଧିକ ଘରୋଇ ଓ ଆନ୍ତର୍ଜାତିକ ଉଡାଣ ରଦ୍ଦ

ଆମେରିକାର ୧୮ ରାଜ୍ୟରେ ବରଫ ଝଡ ନେଇ ସତର୍କ ସୂଚନା ଜାରି କରାଯାଇଛି । ଦେଶର ପ୍ରାୟ ୨୦ କୋଟି ଲୋକ ଅର୍ଥାତ ଦୁଇ-ତୃତୀୟାଂଶ ଏହି ଝଡ ଯୋଗୁ ପ୍ରଭାବିତ ହେବାର ଆଶଙ୍କା ରହିଛି । ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏସବୁ ରାଜ୍ୟରେ ଜରୁରି ପରିସ୍ଥିତି ଘୋଷଣା କରାଯାଇଛି । ଏଥିସହ ୯ ହଜାରରୁ…

୨୦୨୬ ବର୍ଷର ପ୍ରଥମ ‘ମନ କି ବାତ’ : ୧୮ ବର୍ଷ ବୟସ ହେବା ପରେ ନିଜକୁ ଭୋଟର ଭାବରେ ପଞ୍ଜୀକୃତ କରିବାକୁ ନିଶ୍ଚିତ କରନ୍ତୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ୨୦୨୬ ବର୍ଷର ପ୍ରଥମ ‘ମନ କି ବାତ’ କାର୍ଯ୍ୟକ୍ରମରେ ଦେଶକୁ ଏକ ବାର୍ତ୍ତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ୨୦୨୬ ବର୍ଷର ପ୍ରଥମ ‘ମନ କି ବାତ’। ଆସନ୍ତାକାଲି ଅର୍ଥାତ୍‌ ସୋମବାର ଜାନୁଆରୀ ୨୬, ଆମେ ଗଣତନ୍ତ୍ର ଦିବସ ପାଳନ କରିବୁ। ଏହି ଦିନ,…

ଆଜି ତୃତୀୟ ଟି – 20 , ମ୍ୟାଚ୍‌ ଜିତି ଶୃଙ୍ଖଳା ହାତେଇବାକୁ ପ୍ରୟାସ କରିବ ଭାରତ

ଟ୍ବେଣ୍ଟି୨୦ ବିଶ୍ବକପ୍‌ ଆରମ୍ଭ ହେବାକୁ ଦୁଇ ସପ୍ତାହରୁ କମ୍ ସମୟ ବାକିଅଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଚଳିତ ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ୨ଟି ମ୍ୟାଚ୍‌ ଦେଖିବା ପରେ ଲାଗୁଛି ଯେ ଗତଥରର ଚମ୍ପିଆନ୍‌ ଭାରତ ସଠିକ୍‌ ରାସ୍ତାରେ ଯାଉଛି। ଅଦ୍ୟାବଧି କୌଣସି ଦଳ କ୍ରମାଗତ ୨ଟି ଟି୨୦ ବିଶ୍ବକପ୍‌…

ଉପକୂଳ ଓଡ଼ିଶାରେ କମିବ ଶୀତ

ଉପକୂଳ ଓଡ଼ିଶାରେ କମିବ ଶୀତ । ଭୁବନେଶ୍ୱର ସମେତ ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଗୋପାଳପୁରରେ ପାରଦ ୧୫ ଡିଗ୍ରୀ ବା ଏହାଠାରୁ ଅଧିକ ରହିପାରେ । ପାଣିପାଗ ବିଭାଗ ଏହି ଆକଳନ କରିଛି । ରବିବାର ପୁରୀରେ ରାତି ତାପମାତ୍ରା ୧୮ ଡିଗ୍ରୀ ରହିପାରେ । ଗୋପାଳପୁର ଓ…

ଅଭିଜିତ ମଜୁମଦାରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଅଭିଜିତ ମଜୁମଦାରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତାଙ୍କ ବିୟୋଗ ସଙ୍ଗୀତ, ସିନେମା ଓ ସଂସ୍କୃତି ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ସେହିପରି ଅଭିଜିତ ମଜୁମଦାରଙ୍କ ବିୟୋଗରେ…

ମୋଟ୍ ୩୧ ଜଣ ରାଷ୍ଟ୍ରପତି ପୋଲିସ ସେବା ପଦକରେ ସମ୍ମାନିତ ହେବେ , ଓଡ଼ିଶାରୁ ୪ ଜଣ ପାଇବେ ପୋଲିସ ପଦକ

ସାହସିକତା ପାଇଁ ଓଡ଼ିଶାରୁ ୪ ଜଣ ପାଇବେ ପୋଲିସ ପଦକ । ଘୋଷଣା ହୋଇଛି ପୋଲିସ ସେବା ପଦକ । DSP ଅତୁଲ କ୍ରିଷ୍ଣା ଦାସ, ASI ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପାଇବେ ସାହସିକତା ପଦକ । ୨ କନଷ୍ଟେବଲ ଘନଶ୍ୟାମ ସାହୁ ଓ ଥବିର ମାଝୀ ପାଇବେ ସାହସିକତା ପଦକ । ବିଶିଷ୍ଟ ସେବା ପାଇଁ ଓଡ଼ିଶାରୁ ୨ ଜଣଙ୍କୁ…

ସଂଗୀତ ଜଗତରୁ ହଜିଗଲା ଜଣେ ତାରକା, ଆରପାରିରେ ଆଲବମ ଜଗତର କିଙ୍ଗ ଅଭିଜିତ ମଜୁମଦାର

ସଂଗୀତ ଜଗତରୁ ହଜିଗଲା ଜଣେ ତାରକା । ଆଉ ନାହାନ୍ତି ସ୍ୱନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠ ଶିଳ୍ପୀ, ଆଲବମ ଜଗତର କିଙ୍ଗ କୁହା ଯାଉଥିବା ଅଭିଜିତ ମଜୁମଦାର । ଗତ କିଛି ଦିନ ଧରି ତାଙ୍କର ସ୍ୱାସ୍ଥ୍ୟ ଭଲ ନଥିଲା । ଲିଭର ଜନିତ ସମସ୍ୟାରେ ସେ ପୀଡିତ ଥିଲେ । ତାଙ୍କର ସ୍ୱାସ୍ଥ୍ୟ ଅଧିକ ଖରାପ…